Wednesday, April 29, 2026 03:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଜବାବ ମାଗୁଛି ଓଡ଼ିଶା: ବିତର୍କ ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

by Our Correspondent
26 Dec, 2018- 10:31 PM
in News, Politics
1 min read
0
ଜବାବ ମାଗୁଛି ଓଡ଼ିଶା: ବିତର୍କ ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ୱାନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ୯ ଟି ପ୍ରଶ୍ନ ପଚାରି ଜବାବ ମାଗିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି । ବିଜେପି ଯୁବମୋର୍ଚ୍ଚାର ଜବାବ ମାଗୁଛି ଓଡ଼ିଶା ରଥଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କଠାରୁ ପାଲଟା ଜବାବ ମାଗିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ମାଗଣା ଜମି ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହୁଛନ୍ତି । ତେବେ କେତେ ଜମି ଅଧିଗ୍ରହଣ କରାଯାଇଛି ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରନ୍ତୁ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ସୁବର୍ଣ୍ଣପୁର ଓ ବୌଦ୍ଦ ଜିଲ୍ଲାରେ ଇଞ୍ଚେ ଜମି ବି ଦିଆଯାଇନାହିଁ । ହରିଦାସପୁର-ପାରାଦ୍ୱୀପ ରେଳ ଲାଇନ୍ ଅବସ୍ଥା ବି ସେୟା । ତେଲ ଦର ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି, ବିଗତ ୨ ମାସ ଭିତରେ ତେଲ ଦର ୨୦ ଟଙ୍କା କମିଲାଣି । ରାଜ୍ୟ ସରକାର ଟିକସ କମାଉ ନ ଥିବାରୁ ରାଜ୍ୟରେ କମିପାରୁନି । ସେହିଭଳି, ଆଜି ମୁଖ୍ୟମନ୍ତ୍ରୀ ୩୩% ମହିଳା ସଂରକ୍ଷଣ କଥା କହୁଛନ୍ତି । ହେଲେ ତାଙ୍କ ମନ୍ତ୍ରୀମଣ୍ଡଳରେ କେତେ ମହିଳା ମନ୍ତ୍ରୀ ତାହାର ଜବାବ ଦିଅନ୍ତୁ । ରାଜ୍ୟରେ ମହିଳା ନିର୍ଯାତନା ବଢ଼ିଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଆଉ କୁମ୍ଭୀର କାନ୍ଦଣା କାନ୍ଦନ୍ତୁ ନାହିଁ । ରାଜ୍ୟରେ ଚିଟଫଣ୍ଡ, ପିସି ଓ ଭ୍ରଷ୍ଟାଚାର ଦାନବକୁ କିଏ ଦାନା ଦେଉଛି ମୁଖ୍ୟମନ୍ତ୍ରୀ ତାହାର ଜବାବ ଦିଅନ୍ତୁ । ଆଜି ଏହାର ଜବାବ ମାଗୁଛି ଓଡ଼ିଶା ବୋଲି ଧର୍ମେନ୍ଦ୍ର କହିଛନ୍ତି ।
Previous Post

କଠୋର ହେଲେ ନବୀନ

Next Post

ଶାହା ହେଲେନି ସାହା: ଧର୍ମେନ୍ଦ୍ରଙ୍କ ହାତରୁ ଚାଲିଗଲା ମଧ୍ୟପ୍ରଦେଶ ଦାୟିତ୍ୱ

Next Post
ଶାହା ହେଲେନି ସାହା: ଧର୍ମେନ୍ଦ୍ରଙ୍କ ହାତରୁ ଚାଲିଗଲା ମଧ୍ୟପ୍ରଦେଶ ଦାୟିତ୍ୱ

ଶାହା ହେଲେନି ସାହା: ଧର୍ମେନ୍ଦ୍ରଙ୍କ ହାତରୁ ଚାଲିଗଲା ମଧ୍ୟପ୍ରଦେଶ ଦାୟିତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA