Thursday, April 30, 2026 04:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜିଲ୍ଲା ଗସ୍ତ ବେଳେ ପିଲାଙ୍କ ସହ ଖାଇବେ ମନ୍ତ୍ରୀ, ଅଫିସର

by Our Correspondent
22 Oct, 2019- 10:37 PM
in Latest News, News
1 min read
0
ଜିଲ୍ଲା ଗସ୍ତ ବେଳେ ପିଲାଙ୍କ ସହ ଖାଇବେ ମନ୍ତ୍ରୀ, ଅଫିସର
ଭୁୁବନେଶ୍ୱର: ମନ୍ତ୍ରୀ କି ଉଚ୍ଚପଦସ୍ଥ ଅଧିକାରୀମାନେ ଜିଲ୍ଲା ଗସ୍ତ ବେଳେ ସରକାରୀ ବଙ୍ଗଳା କି ଅନ୍ୟ ଆୟୋଜନରେ ଖାଇବା ଉପରେ କଟକଣା ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଜିଲ୍ଲା ବୁଲିଲା ବେଳେ ସ୍କୁଲ ଆହାରକେନ୍ଦ୍ର କିମ୍ବା ଅନାଥାଶ୍ରମ ଯାଇ ସେଠାକାର ବ୍ୟବସ୍ଥା ଯାଞ୍ଚ କରିବେ ଏବଂ ପିଲାଙ୍କ ଯତ୍ନ ନେଇ ସେମାନଙ୍କ ସହ ମଧ୍ୟାହ୍ନଭୋଜନ କରିବେ ।
ଆଜି ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ସଂପୃକ୍ତ ଅନୁଷ୍ଠାନମାନଙ୍କରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ସହିତ ସେଠାର ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀ ଓ ଅଧିକାରୀମାନେ ପ୍ରତ୍ୟକ୍ଷ ଜାଣିପାରିବେ ବୋଲି କୁହାଯାଇଛି ।
ଖାଲି ସେତିକି ନୁହେଁ, ଏହି ଗସ୍ତକୁ ମନ୍ତ୍ରୀ ଓ ଅଧିକାରୀମାନେ ଯଥାସମ୍ଭବ ଗୁପ୍ତ ରଖିବା ସହ ସାଙ୍ଗରେ ୩-୪ ଜଣରୁ ଅଧିକ ଲୋକ ଯେଭଳି ନ ଯାଆନ୍ତି ସେଥିପ୍ରତି ଯତ୍ନବାନ ରହିବେ । ମନ୍ତ୍ରୀମାନଙ୍କ ମାସିକ ଗସ୍ତ ରିପୋର୍ଟରେ ଏ ସଂକ୍ରାନ୍ତରେ ବିସ୍କୃତ ତଥ୍ୟ ଦେବେ ଏବଂ ବ୍ୟବସ୍ଥାରେ ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, କିଛି ଦିନ ତଳେ ‘ମୋ ସରକାର’ ଅଭିଯାନରେ ଜିଲ୍ଲା ବୁଲିଲା ବେଳେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଏବଂ ଅଫିସର ଟିମ୍ କିଛି ସ୍କୁଲ ଓ ଅନାଥାଶ୍ରମ ଯାଇ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ସହ ବ୍ୟବସ୍ଥାର ଯାଞ୍ଚ କରିଥିଲେ । ଏହାକୁ ନେଇ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଥିଲା ।
Previous Post

ଘନେଇଲା ସ୍ମିତାରାଣୀ ମୃତ୍ୟୁ ବିବାଦ

Next Post

5-T ସ୍କାନରରେ ମନ୍ତ୍ରୀ; ଦକ୍ଷତା ନ ଦେଖାଇଲେ ବିଦା!

Next Post
5-T ସ୍କାନରରେ ମନ୍ତ୍ରୀ; ଦକ୍ଷତା ନ ଦେଖାଇଲେ ବିଦା!

5-T ସ୍କାନରରେ ମନ୍ତ୍ରୀ; ଦକ୍ଷତା ନ ଦେଖାଇଲେ ବିଦା!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA