Friday, April 17, 2026 06:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଜେଲ୍‌ରୁ ମୁକୁଳିଲେ ବୃଦ୍ଧ ବାନାମ୍ବର

by Our Correspondent
19 Apr, 2016- 07:05 PM
in News
1 min read
0
ଜେଲ୍‌ରୁ ମୁକୁଳିଲେ ବୃଦ୍ଧ ବାନାମ୍ବର

ନୟାଗଡ଼(ମିଡ-ଡେ ଓଡ଼ିଶା): ୯୦ ବର୍ଷର ବୃଦ୍ଧ ବାନାମ୍ବର ସ୍ୱାଇଁଙ୍କୁ ଆଜି ବେଲ୍‌ ମିଳିଛି । ଭାପୁର ରାମପଡ଼ା ଗ୍ରାମର ବୋହୁ ପରିତ୍ୟକ୍ତ ବୃଦ୍ଧ ବାନାମ୍ବରଙ୍କୁ ଦୁଇଦିନ ଧରି ଅକଥନୀୟ ନିର୍ଯାତନା ଦେବା ପରେ ରବିବାର ଅଧାରାତିରେ ଫତେଗଡ଼ ପୁଲିସ ଘରୁ ଉଠାଇ ନେଇ କୋର୍ଟ ଚାଲାଣ କରିଥିଲା । ଖଣ୍ଡପଡ଼ା କୋର୍ଟ ମାଜିଷ୍ଟ୍ରେଟ୍‌ ତାଙ୍କ ବେଲ୍‌ ପିଟିସନ୍‌ର ଶୁଣାଣିକୁ ଦିନକ ପାଇଁ ଘୁଞ୍ଚାଇ ଦେବାରୁ ଜେଲ୍‌ ଯାଇଥିଲେ ବାନାମ୍ବର । ମାଜିଷ୍ଟ୍ରେଟ୍‌ ଆଜି ବେଲ୍‌ ଦେବାରୁ ବୃଦ୍ଧ ବାନାମ୍ବର ଜେଲ୍‌ ରୁ ମୁକୁଳିଛନ୍ତି ।

ନୟାଗଡ଼ ବିଧାୟକ ତଥା ଆଇନମନ୍ତ୍ରୀ ଅରୁଣ ସାହୁଙ୍କ ଇସାରାରେ ଥାନାବାବୁ  ୯୦ ବର୍ଷର ବୃଦ୍ଧ ବାନାମ୍ବରଙ୍କୁ ରାତି ଅଧରେ ଘରୁ ଉଠାଇ ନେଇଥିଲୋ । ଫତେଗଡ଼ ପୁଲିସର ଏଭଳି ସ୍ୱୀକାରୋକ୍ତି ଆମେ ପୂର୍ବରୁ ପ୍ରକାଶ କରିଥିଲୁ । ସାମାନ୍ୟ ପାରିବାରିକ ବିବାଦରୁ ଜୀବନର ଶେଷ ପାହାଚରେ ପହଞ୍ଚିଥିବା ବୃଦ୍ଧ ଦମ୍ପତ୍ତିଙ୍କୁ ଥାନାବାକୁ ନାଲିଆଖି ଦେଖାଇ ଶନିବାର ଦିନତମାମ ୪୩ଂ ଖରାରେ ରାସ୍ତାକଡ଼ରେ ବସାଇ ଦେଇଥିଲେ । ଥାନାବାବୁଙ୍କ ଏଭଳି ଅମାନବୀୟ କାର୍ଯ୍ୟ ପ୍ରଥମେ ମିଡ଼-ଡେ ଓଡ଼ିଶାରେ ପ୍ରକାଶ ପାଇଲା ପରେ ମନ୍ତ୍ରୀ ଅରୁଣ ସାହୁଙ୍କ କାନକୁ ଖବର ଯାଇଥିଲା । ଆଉ ଏହି ସାମାନ୍ୟ ଘଟଣାରେ ନିଜକୁ ସଚ୍ଚା ଓ ହୃଦୟବାନ ବୋଲାଉଥିବା ମନ୍ତ୍ରୀ ଅରୁଣ ସାହୁ ବୁଢ଼ାକୁ ସାବାଡ଼ କରିବାକୁ ପୁଲିସକୁ ନିର୍ଦେଶ ଦେଲେ । ବୃଦ୍ଧ ନିର୍ଦୋଷ ବୋଲି ଆମେ ଜାଣୁଛୁ । ମାତ୍ର ମନ୍ତ୍ରୀଙ୍କ ନିର୍ଦେଶରେ ଆମେ ରାତିଅଧିଆ ଚଢ଼ାଉ କରି ତାଙ୍କୁ ଗିରଫ କରୁଛୁ ବୋଲି ମାନିଥିଲେ ଜନୈକ ତଳିଆ ପୁଲିସ କର୍ମଚାରୀ ।

ଖବରଟି ଗଣମାଧ୍ୟମରେ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମାନବିକ ମୂଲ୍ୟବୋଧ ରଖିଥିବା ସାଧାରଣ ଜନତା ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ସୋସିଆଲ୍‌ ମିଡ଼ିଆରେ ଏହି ଘଟଣାକୁ ନେଇ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ ପାରିବାରିକ ବିବାଦରେ ନିଜର ରାଜନୈତିକ ଚେଲାଚାମଣ୍ଡାଙ୍କ ମନଖୁସି କରାଇବାକୁ ଆଇନମନ୍ତ୍ରୀଙ୍କ ଅମାନବୀୟ ଭୂମିକା ଉପରେ ତଦନ୍ତ ପାଇଁ କିଛି ସଂଗଠନ ସ୍ୱର ଉତ୍ତୋଳନ କରିଛନ୍ତି । ଘଟଣାଟିକୁ ମାନବାଧିକାର କମିଶନଙ୍କ ପାଖକୁ ନେବାକୁ ସେମାନେ ସଜବାଜ ହେଉଛନ୍ତି । ନିଜ ପକ୍ଷରୁ ମାନବାଧିକାର କମିଶନ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଥିବା ସୂଚନା ମିଳିଛି ।

Previous Post

ବ୍ରେକିଂ ଖବର ରାଜନୀତି

Next Post

ବିଜେଡ଼ିକୁ ବାଉଳା ରୋଗ

Next Post
ବିଜେଡ଼ିକୁ ବାଉଳା ରୋଗ

ବିଜେଡ଼ିକୁ ବାଉଳା ରୋଗ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA