Saturday, May 9, 2026 01:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପାଜେରୋ ଫାଇଲ୍‌ ଗାଏବ

by Our Correspondent
21 Mar, 2016- 07:00 PM
in News
1 min read
0
ପାଜେରୋ ଫାଇଲ୍‌ ଗାଏବ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ମୂଳ ପାଜେରୋ ଓଆର ୨୯-୦୦୦୧ର ରେଜିଷ୍ଟ୍ରେସନ୍‌ ତଥ୍ୟ କେନ୍ଦ୍ରାପଡ଼ା ଆରଟିଓ ଅଫିସରୁ ଗାଏବ । ଆରଟିଓ ଅଫିସ କମ୍ପୁଟରରେ ଉପଲବ୍ଧ ରେଜିଷ୍ଟ୍ରେସନ୍‌ ତଥ୍ୟରେ ଫର୍ମାଟ୍‌ ନାହିଁ କି କୌଣସି ସୂଚନା ନାହିଁ । ଆରଟିଓ ଲଚ୍ଛମନ ସାହୁଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଛେପ ଢ଼ୋକିଛନ୍ତି । ଗାଡ଼ି ରେଜିଷ୍ଟ୍ରେସନ୍‌ ଦଲିଲରେ ଯେଭଳି ସାଧାରଣ ତଥ୍ୟ ରହିବା କଥା ତାହା କୁଆଡେ ଗଲା ପ୍ରଶ୍ନରେ ଆରଟିଓ ଜଡ଼ ପାଲଟି ଯାଇଛନ୍ତି । ଘୋଷିଲା ଭଳି ପଦେ କହୁଛନ୍ତି, କମ୍ପୁଟରରେ ଯାହା ଦେଖୋଉଛି ସେୟା । ଆଉ ଆମେ ଅଧିକ କିଛି କହିପାରିବୁ ନାହିଁ । ଆରଟିଓଙ୍କ ମୁଣ୍ଡରେ ଏକ ଅଦୃଶ୍ୟ ଚାପ ରହିଥିବା ଜଳ ଜଳ ଦିଶୁଛି ।

ସାଙ୍ଗକୁ ଆଉ ଏକ ସାଂଘାତିକ କାରସାଦି ନଜରକୁ ଆସିଛି । ସଞ୍ଜୟ ଦାସବର୍ମା ଗାଡ଼ିଟିକୁ ୨୦୦୯ ଜୁନ୍‌ରେ ବିଜୟା ବ୍ୟାଙ୍କରୁ ଋଣରେ କିଣିଥିଲେ ଏବଂ ୨୦୧୧ ରେ ବିକ୍ରୀ କରିଥିବା ସଫେଇ ଦେଇଛନ୍ତି । ତେବେ ଜ୍ୟୋତିରଞ୍ଜନ ପାଇକରାୟଙ୍କ ନାଁକୁ ମାଲିକାନା ହସ୍ତାନ୍ତର ଦସ୍ତାବିଜ୍‌ରେ ସେଲ୍‌ ଆମାଉଣ୍ଟ ବା ବିକ୍ରୀ ମୂଲ୍ୟ ଶୂନ(୦) ଦର୍ଶାଯାଇଛି । ଏଥିରୁ ବୁଝାପଡୁଛି ସଞ୍ଜୟ ଗାଡ଼ିଟିକୁ ଦାନ ସୂତ୍ରରେ ଆଣିଥାଆନ୍ତୁ କି ନାହିଁ କିନ୍ତୁ ଦାନ ସୂତ୍ରରେ ଜ୍ୟୋତିରଞ୍ଜନଙ୍କୁ ଦେଇଛନ୍ତି । ବୋଧହୁଏ ମାଗଣାରେ ଗାଡ଼ିଟି ଦିଆଯାଇଥିବାରୁ ମାଲିକାନା ପରିବର୍ତ୍ତନ ଦସ୍ତାବିଜ୍‌ର ହାଇପୋଥେକେଟେଡ୍‌ କଲମରେ ବି ଶୂନ ଦର୍ଶଯାଇଛି । ଅର୍ଥାତ୍‌ ଗାଡ଼ି ପାଇଁ ବ୍ୟାଙ୍କ ଫ୍ୟାଙ୍କରୁ ଟଙ୍କା ଆଣିବା ଜ୍ୟୋତିରଞ୍ଜନଙ୍କୁ ଆବଶ୍ୟକ ପଡ଼ିନି । ଆଉ ଗାଡ଼ିର ମୂଳ ରଙ୍ଗ ଗ୍ରେନାଇଟ୍‌ ବୋଲି ଦସ୍ତାବିଜ୍‌ କହୁଛି । ମାତ୍ର ଏବେ ଚତୁର୍ଥ ପାର୍ଟି ବିଶିକେସନ ପ୍ରଧାନ ଚଢ଼ୁଥିବା ଏହି ସମାନ ଗାଡି(ଓଆର୨୯-୦୦୦୧)ର କାଗଜପତ୍ରରେ ଗାଡ଼ିର ରଙ୍ଗ ବଦଳିଯାଇଛି । ଗ୍ରେନାଇଟ୍‌ ଜାଗାରେ ତାହା ହୋଇଯାଇଛି ଫ୍ଲେମ୍‌ ରେଡ୍‌ । ଏହା ଯେ ଚଞ୍ଚକତା ତାହା ବୁଝିବାକୁ ବାକି ନାହିଁ । କାରଣ ଗାଡ଼ିର ରଙ୍ଗକୁ ମାଲିକ ବଦଳାଇଲେ ବି କାଗଜପତ୍ରରେ ମୂଳ ରଙ୍ଗ ବଦଳେ ନାହିଁ । ଏଠି କିନ୍ତୁ ବିଶିକେସନ ଗାଡ଼ିର ରଙ୍ଗକୁ ଖାଲି ନାଲି କରିନାହାନ୍ତି ବରଂ ଆରଟିଓ କାଗଜପତ୍ରରେ ବି ତାହାକୁ ନାଲି କରିଦେଇଛନ୍ତି । ଏହା କେମିତି ସମ୍ଭବ ଏବଂ ଏଭଳି ଚଞ୍ଚକତା କରି ରଙ୍ଗ ବଦଳେଇବା ପଛରେ କି ରହସ୍ୟ ତାହା ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି । ଏଥିସହ ସଞ୍ଜୟଙ୍କ ପାଜେରୋ ଆହୁରି ବିବାଦ ଘେରକୁ ଯାଇଛି ।

Previous Post

ଟୋଲ ଗେଟ୍‌ ଜଗିଲେ ରବିଶଙ୍କର

Next Post

ଇମ୍ଫା ପୁଣି ଧପେଇଲା ୫୦ ଲକ୍ଷ

Next Post
ଇମ୍ଫା ପୁଣି ଧପେଇଲା ୫୦ ଲକ୍ଷ

ଇମ୍ଫା ପୁଣି ଧପେଇଲା ୫୦ ଲକ୍ଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA