Monday, April 20, 2026 12:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ଜୟ’ ଙ୍କ କଳାଟଙ୍କାର ତଦନ୍ତ ଦାବି କଲେ ଯୋଗୀ

by Our Correspondent
26 Aug, 2017- 01:04 PM
in Latest News, Politics
1 min read
0
‘ଜୟ’ ଙ୍କ କଳାଟଙ୍କାର ତଦନ୍ତ ଦାବି କଲେ ଯୋଗୀ
ଭୁବନେଶ୍ୱର: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀ ପୁଣି ଏକ ବାଣ ଛାଡ଼ିଛନ୍ତି । ବୈଜୟନ୍ତ ‘ଜୟ’ ପଣ୍ଡାଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଓ କଳାଟଙ୍କା ଉପରେ ସେ ଆଣିଥିବା ଅଭିଯୋଗ ଉପରେ ତଦନ୍ତ କରିବାକୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏସଆଇଟିକୁ ଚିଠି ଲେଖିଛନ୍ତି । ଜୟ ପଣ୍ଡାଙ୍କ ସମେତ ରମଣ ସିଂ ଓ ପି.ଚିଦାମ୍ବରମ୍ ଙ୍କ କଳାଟଙ୍କାର ତଦନ୍ତ ପାଇଁ ମଧ୍ୟ ସେଥିରେ ସେ ଅନୁରୋଧ କରିଛନ୍ତି । ଖାଲି ସେତିକି ନୁହେଁ, ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କୁ ଏ ମର୍ମରେ ଚିଠି ଲେଖିଛନ୍ତି ଯୋଗୀ ।
ଗତ ୨୪ ତାରିଖରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଯୋଗୀ ଲେଖିଥିବା ଚିଠିରେ ଗତ ଅଗଷ୍ଟ ୨ ତାରିଖରେ କରିଥିବା ସାମ୍ବାଦିକ ସମ୍ମିଳନୀର ବିଷୟବସ୍ତୁ ଉଲ୍ଲେଖ କରିଛନ୍ତି । ସେଥିରେ ସେ ଲେଖିଛନ୍ତି, ଚିଦାମ୍ବରମ୍ ଅର୍ଥମନ୍ତ୍ରୀ ଥିବା ବେଳେ ଜୟ ପଣ୍ଡାଙ୍କ ମାଲିକାନାରେ ଥିବା ସଂସ୍ଥାକୁ ଫରେନ୍ ଇନଭେଷ୍ଟମେଣ୍ଟ ପ୍ରମୋସନ୍ ବୋର୍ଡ(ଏଫଆଇପିବି)ର ଅନୁମତିରେ ଅନୁଗ୍ରହ ଦିଆଯାଇଛି । ‘ଜୟ’ ଙ୍କ ମାଲିକାନାରେ ଥିବା ‘ଇମଫା’ କମ୍ପାନୀରେ ଚିଦାମ୍ବରମ୍ ଙ୍କ ପତ୍ନୀ ନଳିନୀ ସେୟାର ହୋଲଡର ଅଛନ୍ତି । ଖୋଦ୍ ଜୟ ପଣ୍ଡା ଏହାକୁ ସ୍ୱୀକାର କରିଛନ୍ତି ଏବଂ ‘ଇମଫା’ରେ ନଳିନୀଙ୍କର୧୦ ଟି ସେୟାର ରହିଥିବା କହିଛନ୍ତି । ମୁଖ୍ୟ ନିର୍ବାଚନ କମିଶନଙ୍କୁ ଯୋଗୀ ଏହା ଅବଗତ କରାଇ ଚିଦାମ୍ବରମ୍ ଙ୍କ ନିର୍ବାଚନୀ ସତ୍ୟପାଠ ଉପରେ ପ୍ରଶ୍ନ ଲଗାଇଛନ୍ତି । ଲଗାତର ତିନିଟି ନିର୍ବାଚନୀ ସତ୍ୟପାଠରେ ଚିଦାମ୍ବରମ୍ ‘ଇମଫା’ ରେ ନିଜ ପତ୍ନୀଙ୍କ ସେୟାର କଥା ଉଲ୍ଲେଖ କରିନାହାନ୍ତି ବୋଲି ଦର୍ଶାଇଛନ୍ତି । ଏହା ରିପ୍ରେଜେଣ୍ଟସନ୍ ଅଫ ପିପୁଲସ୍ ଆକ୍ଟ ୧୯୫୧ର ଉଲ୍ଲଂଘନ କରୁଥିବା ସେ କହିଛନ୍ତି । ଶହ ଶହ କୋଟି ଟଙ୍କାର ସମ୍ପତ୍ତି ଓ ସେୟାର ହୋଲଡରର ମାଲିକ ଚିଦାମ୍ବରମ୍ ଜୟ ପଣ୍ଡାଙ୍କ କମ୍ପାନୀରେ ପତ୍ନୀଙ୍କ ସେୟାର୍ ଲୁଚାଇବାକୁ ନେଇ ଯୋଗୀ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ।
ଚିଦାମ୍ବରମ୍ ନିଜ ସତ୍ୟପାଠରେ ଏହି ତଥ୍ୟ ଲୁଚାଇଥିବାରୁ ତାହା ଉପରେ ତଦନ୍ତ କରାଯାଇ ତାଙ୍କ ରାଜ୍ୟସଭା ସଭ୍ୟ ପଦ ଅସିଦ୍ଧ ଘୋଷଣା କରିବାକୁ ସେ ନିର୍ବାଚନ କମିଶନଙ୍କ ପାଖରେ ଦାବି ରଖିଛନ୍ତି । ମିଥ୍ୟା ସତ୍ୟପାଠ ଓ ସାଂସଦଙ୍କ ବ୍ୟବସାୟିକ ଅସାଧୁ ମେଣ୍ଟ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଯୋଗୀ ଦାବି କରିଛନ୍ତି ।
Previous Post

ରେପିଷ୍ଟ୍ ବାବାଙ୍କୁ ନେଇ ଜଳୁଛି ପଞ୍ଜାବ-ହରିୟାଣା, ୩୦ ମୃତ

Next Post

ରେପିଷ୍ଟ୍ ବାବା: ବେନାମୀ ଚିଠିରୁ ଦୋଷୀ ସାବ୍ୟସ୍ତ ଯାଏଁ..

Next Post
ରେପିଷ୍ଟ୍ ବାବା: ବେନାମୀ ଚିଠିରୁ ଦୋଷୀ ସାବ୍ୟସ୍ତ ଯାଏଁ..

ରେପିଷ୍ଟ୍ ବାବା: ବେନାମୀ ଚିଠିରୁ ଦୋଷୀ ସାବ୍ୟସ୍ତ ଯାଏଁ..

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA