Thursday, April 30, 2026 08:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଡାକ୍ତର, ନର୍ସଙ୍କୁ ନବୀନଙ୍କ ଭୂରି ଭୂରି ପ୍ରଶଂସା; ଆଗୁଆ ୪ ମାସର ଦରମା ଦେବାକୁ ଘୋଷଣା

by Our Correspondent
25 Mar, 2020- 05:02 PM
in Latest News, News
1 min read
0
ଡାକ୍ତର, ନର୍ସଙ୍କୁ ନବୀନଙ୍କ ଭୂରି ଭୂରି ପ୍ରଶଂସା; ଆଗୁଆ ୪ ମାସର ଦରମା ଦେବାକୁ ଘୋଷଣା
ଭୁୁବନେଶ୍ୱର: କରୋନା ଭାଇରସ୍ ଆହ୍ୱାନର କଠିନ ପରିସ୍ଥିତିରେ କାର୍ଯ୍ୟ କରୁଥିବା ରାଜ୍ୟର ଡାକ୍ତର, ନର୍ସ, ପାରାମେଡ଼ିକାଲ୍ ଓ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂରି ଭୂରି ପ୍ରଶଂସା କରିଛନ୍ତି । “ମୁଁ ଆପଣମାନଙ୍କ ସ୍ପିରିଟ୍ କୁ ସମ୍ମାନ ଜଣାଉଛି । ଆପଣମାନଙ୍କ ତ୍ୟାଗ, ନିଷ୍ଠା ଓ ସେବାର ତୁଳନା ନାହିଁ । ଆମେ ସମସ୍ତେ ଆପଣମାନଙ୍କ ସାଥୀରେ ଅଛୁ । ମାନବଜାତି ପାଇଁ ଆପଣମାନେ ସେବା ଜାରି ରଖନ୍ତୁ” ।
ଆଜି ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଏଭଳି ଭାଷାରେ ଡାକ୍ତର ଓ କର୍ମଚାରୀମାନଙ୍କୁ ପ୍ରଶଂସା, ସାଧୁବାଦ ଓ କୃତଜ୍ଞତା ଜଣାଇଛନ୍ତି । ଖାଲି ସେତିକି ନୁହେଁ ରାଜ୍ୟର ସମସ୍ତ ଡାକ୍ତର, ନର୍ସ, ପାରାମେଡ଼ିକାଲ ଓ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ୪ ମାସର ଆଗୁଆ ଦରମା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏପ୍ରିଲ୍, ମେ, ଜୁନ୍ ଏବଂ ଜୁଲାଇ ମାସର ଦରମା ସେମାନଙ୍କୁ ଏପ୍ରିଲ୍ ମାସରେ ଏକକାଳୀନ ପ୍ରଦାନ କରାଯିବ । ସେମାନଙ୍କ ଓ ସେମାନଙ୍କ ପରିବାରର ସୁବିଧା ଏହି ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ।
ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କ କାମରେ ବ୍ୟାଘାତ କିମ୍ବା ସେମାନଙ୍କ ପ୍ରତି କୌଣସି ର୍ଦୁବ୍ୟବହାର ପ୍ରତି ମୁଖ୍ୟମନ୍ତ୍ରୀ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଏଭଳି କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ ଡାକ୍ତର, ନର୍ସ ଏବଂ ଅନ୍ୟ କର୍ମଚାରୀଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହ ବ୍ୟବହାର କରନ୍ତୁ । ସେମାନେ ସବୁ ସୁଖ, ସୁବିଧା, ତ୍ୟାଗ କରି ଦିନରାତି କଠିନ ପରିଶ୍ରମ କରୁଛନ୍ତି । ଆମେ ସେମାନଙ୍କୁ ଉତ୍ସାହିତ ଏବଂ ପ୍ରଶଂସା କରିବା ଦରକାର ।
Previous Post

ନବୀନଙ୍କୁ ସହଯୋଗର ହାତ ବଢ଼ାଇଲା ବିଜେପି

Next Post

ଖୋଲିଲା କରୋନା କଣ୍ଟ୍ରୋଲ୍ ରୁମ୍; ଦାୟିତ୍ୱରେ ଅମିତାଭ ଠାକୁର

Next Post
ଖୋଲିଲା କରୋନା କଣ୍ଟ୍ରୋଲ୍ ରୁମ୍; ଦାୟିତ୍ୱରେ ଅମିତାଭ ଠାକୁର

ଖୋଲିଲା କରୋନା କଣ୍ଟ୍ରୋଲ୍ ରୁମ୍; ଦାୟିତ୍ୱରେ ଅମିତାଭ ଠାକୁର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA