Thursday, April 30, 2026 06:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କୁ ସହଯୋଗର ହାତ ବଢ଼ାଇଲା ବିଜେପି

by Our Correspondent
25 Mar, 2020- 04:08 PM
in Latest News, News
1 min read
0
ନବୀନଙ୍କୁ ସହଯୋଗର ହାତ ବଢ଼ାଇଲା ବିଜେପି
ଭୁବନେଶ୍ୱର: ରାଜ୍ୟରେ କରୋନା ମହାବିପତ୍ତି ବେଳେ ରାଜନୀତି ଭୁଲି ସହଯୋଗର ସରକାରଙ୍କୁ ସହଯୋଗର ହାତ ବଢ଼ାଇଛି ବିଜେପି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ପ୍ରଶାସନର ଜରୁରୀ ସେବା ଓ କାର୍ଯ୍ୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସାମିଲ କରିବାକୁ ଅନୁରୋଧ କରିଛନ୍ତି । ଆପଣ ଯେଉଁ ଦାୟିତ୍ୱ ଦେବେ ଆମେ ସେହି ଦାୟିତ୍ୱକୁ ନିଷ୍ଠା ଓ ଆଗ୍ରହର ସହ ପାଳନ କରିବୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ।
ସମୀର ଲେଖିଛନ୍ତି, କରୋନା ପାଇଁ ସାରା ଦେଶ ଓ ଆମ ରାଜ୍ୟ ଓଡ଼ିଶାରେ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଲାଗୁ ହୋଇଛି । ଏଥିପାଇଁ ଆମେ ଚିନ୍ତିତ । ରାଜ୍ୟବାସୀଙ୍କର ଏହି କଠିନ ପରିସ୍ଥିତି ସମୟରେ ରାଜ୍ୟ ସରକାର ଓ ପ୍ରଶାସନକୁ ସବୁପ୍ରକାର ସହଯୋଗ କରିବାକୁ ଆମ କାର୍ଯ୍ୟକର୍ତ୍ତମାନେ ପ୍ରସ୍ତୁତ । ଏହି ଜରୁୀକାଳୀନ ପରିସ୍ଥିତି ସମୟରେ ଦୀର୍ଘମିଆଦୀ ପ୍ରସ୍ତୁତି କରାଯାଇ ପରିସ୍ଥିତିର ମୁକାବିଲା କରାଯିବା ଦରକାର । ଦେଶରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଜ୍ୟରେ ଆପଣ କରୋନା ଆକ୍ରମଣ ଭଳି ଜରୁରୀକାଳୀନ କରିସ୍ଥିତିରେ ଦେଶବାସୀଙ୍କ ସୁରକ୍ଷା ପାଇଁ ସବୁପ୍ରକାର ଉଦ୍ୟମର ନେତୃତ୍ୱ ନେଉଛନ୍ତି । ଏପରି ପରିସ୍ଥିତିରେ ରାଜ୍ୟସ୍ତରରୁ ଜିଲ୍ଲା, ବ୍ଲକ୍, ପଞ୍ଚାୟତରୁ ଗାଁ ପର୍ଯ୍ୟନ୍ତ ପ୍ରଶାସନିକ କଳ ସହ ଆମ ଦଳର କାର୍ଯ୍ୟକର୍ତ୍ତାମାନେ ସ୍ୱେଚ୍ଛାସେବୀ ଭାବେ ସାମିଲ ହୋଇ ସବୁପ୍ରକାର ସହଯୋଗ କରିବା ପାଇଁ ପ୍ରସ୍ତୁତ ।
Previous Post

‘କରୋନା’ ବିପଦକୁ ବରଣ! ସଉଦା,ପରିବା,ଆମିଷ ବଜାରରେ ଠେଲାପେଲା

Next Post

ଡାକ୍ତର, ନର୍ସଙ୍କୁ ନବୀନଙ୍କ ଭୂରି ଭୂରି ପ୍ରଶଂସା; ଆଗୁଆ ୪ ମାସର ଦରମା ଦେବାକୁ ଘୋଷଣା

Next Post
ଡାକ୍ତର, ନର୍ସଙ୍କୁ ନବୀନଙ୍କ ଭୂରି ଭୂରି ପ୍ରଶଂସା; ଆଗୁଆ ୪ ମାସର ଦରମା ଦେବାକୁ ଘୋଷଣା

ଡାକ୍ତର, ନର୍ସଙ୍କୁ ନବୀନଙ୍କ ଭୂରି ଭୂରି ପ୍ରଶଂସା; ଆଗୁଆ ୪ ମାସର ଦରମା ଦେବାକୁ ଘୋଷଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA