Thursday, April 30, 2026 01:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଡିଜି ଶର୍ମାଙ୍କୁ ଏମପି ନିଶା !

by Our Correspondent
23 Feb, 2019- 06:44 PM
in Latest News, News, Politics
1 min read
0
ଡିଜି ଶର୍ମାଙ୍କୁ ଏମପି ନିଶା !
ଭୁବନେଶ୍ୱର: ପୁଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ କୁଆଡ଼େ ଏବେ ଏମପି ନିଶା ଘାରିଛି । ସୁଯୋଗ ପାଇଲେ ଛାକିରି ଛାଡ଼ି ସେ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିବା ପୁଲିସ ମହଲରେ ଆଲୋଚନା ହେଉଛି । ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀ ହେବାକୁ ତାଙ୍କର ଇଚ୍ଛା ଅଛି । ବିଜେପିର ସମ୍ଭାବ୍ୟ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ସେ ଠିକ୍ ଫାଇଟ୍ ଦେଇପାରିବେ ବୋଲି ତାଙ୍କର ଅନୁଭବ ହେଉଛି । ଖୋଦ୍ ପୁଲିସ ମହଲରେ ଏହି ଚର୍ଚ୍ଚା ଏବେ ଦାଣ୍ଡରେ ବୁଲିଲାଣି । ତେବେ ଏହାର ସତ୍ୟାସତ୍ୟ ଜଣାପଡ଼ିନାହିଁ ।
ଅନ୍ୟପକ୍ଷରେ ଡିଜି ଡ. ଶର୍ମାଙ୍କୁ ନେଇ ଅନ୍ୟ ଏକ ଚର୍ଚ୍ଚା ତାଙ୍କ ପାଇଁ ଭୀଷଣ ସମସ୍ୟା ସୃଷ୍ଟି କଲାଣି । ତାହା ହେଉଛି, ପୁଲିସ ବିଭାଗରେ ବଦଳି ନାଟକ । ପୁଲିସ ଅଫିସରଙ୍କ ବଦଳି ତାଲିକାକୁ ବାରମ୍ବାର ବଦଳେଇ ସେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । କାଲି ବାହାରିଥିବା ଅର୍ଡର ଆଜି ବାତିଲ ହୋଇ ନୂଆ ଅର୍ଡର ବାହାରୁଛି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ ଏଇ ୧୦ ଦିନ ଭିତରେ ଜଣେ ଅଫିସରଙ୍କ ୫ ଟି ଜାଗାକୁ ପୋଷ୍ଟିଂ ଓ ଟ୍ରାନସଫର୍ ହୋଇଛି । ନୟାଗଡ଼ ଜିଲ୍ଲାରେ ଅବସ୍ଥାପିତ ଏହି ଅଫିସର ଗଣ୍ଡା ଗଣ୍ଡା ବଦଳି ଓ କ୍ୟାନସଲ୍ ଅର୍ଡର ଧରି ଗଂଜାମରେ ପହଞ୍ଚିଲେଣି । ଗଂଜାମ ଅର୍ଡରଟି ଫାଇନାଲ୍ ନା ପୁଣି ତାଙ୍କର କୁଆଡେ ଯିବାର ଅଛି ତାହା ଦେଖିବା ବାକି ଅଛି ।
ସୂଚନାଯୋଗ୍ୟ, ନିକଟରେ ପୁଲିସ ବିଭାଗରେ ଏକ ବଡ଼ଧରଣର ବଦଳି ଅର୍ଡର ବାହାରିଥିଲା । ଗୋଟିଏ ଜାଗାରେ ୩ ବର୍ଷରୁ ଅଧିକ ସମୟ ରହିଥିବା ଏଡିସିପି, ଏସିପି, ଇନସପେକ୍ଟର, ସବ ଇନସପେକ୍ଟରସ୍ତରରେ ଅଦଳବଦଳ ହୋଇଥିଲା । ଭୁବନେଶ୍ୱରରେ ବହୁ ବର୍ଷ ଧରି ଗାଦି ମାଡ଼ି ରହିଥିବା ୩ ଏସିପିଙ୍କ ସମେତ କମିଶନରେଟ୍ ପୁଲିସର ପ୍ରାୟ ସବୁ ଥାନା ଇନସପେକ୍ଟରଙ୍କ ବଦଳି ହୋଇଥିଲା । ତେବେ ୪/୫ ଦିନ ପରେ ସେଥିରୁ ଅଧିକାଂଶ ଅଫିସରଙ୍କ ବଦଳି ଅର୍ଡର ବାତିଲ କରାଯାଇ ଅନ୍ୟତ୍ର ଥଇଥାନ କରାଯାଇଛି ।
ବାରମ୍ବାର ବଦଳି ଅର୍ଡର ବାତିଲ ପଛରେ ରହସ୍ୟ କ’ଣ ତାହା ବୁଝିବା ଲୋକ ବୁଝୁଛନ୍ତି । ଭଲ ଜାଗାରେ ପୋଷ୍ଟିଂ ପାଇଁ କିଛି ଅଫିସର ଲବି କରୁଥିବା ବେଳେ ଅଦୃଶ୍ୟ କାରଣରୁ ତାହା ତଥାସ୍ତୁ ହୋଇଯାଉଛି । ଫଳରେ ଅର୍ଡର ବଦଳି ଯାଉଛି ।
ଡିଜି ଡ. ଶର୍ମା ଜଣେ ସଚ୍ଚୋଟ ଓ ଦକ୍ଷ ଅଫିସର ଭାବେ ଜଣାଶୁଣା ହୋଇଥିଲେ ମଧ୍ୟ ଏହାକୁ ରୋକିବାରେ ତାଙ୍କର ବିଫଳତା ଏବେ ସବୁ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ବଦଳି ପାଇଁ ଡିଜି ଅଫିସ ଓ ପୁଲିସ କମିଶନରେଟ୍ ଅଫିସରେ ଲକ୍ଷ ଲକ୍ଷ ଟଙ୍କାର କାରବାର ଅଭିଯୋଗ ହୋଇଛି ।
Previous Post

ଦେବାଶିଷଙ୍କ ସୁରକ୍ଷାରେ ସହିଦଙ୍କ ସେହି ଦାଦା !

Next Post

ଦେବାଶିଷଙ୍କ ତଣ୍ଟିଆମରା ଫୁଟେଜ୍ ପାକିସ୍ଥାନକୁ ପଠେଇଲା କିଏ?

Next Post
ଦେବାଶିଷଙ୍କ ତଣ୍ଟିଆମରା ଫୁଟେଜ୍ ପାକିସ୍ଥାନକୁ ପଠେଇଲା କିଏ?

ଦେବାଶିଷଙ୍କ ତଣ୍ଟିଆମରା ଫୁଟେଜ୍ ପାକିସ୍ଥାନକୁ ପଠେଇଲା କିଏ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA