Thursday, April 30, 2026 03:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦେବାଶିଷଙ୍କ ସୁରକ୍ଷାରେ ସହିଦଙ୍କ ସେହି ଦାଦା !

by Our Correspondent
22 Feb, 2019- 04:30 PM
in Latest News, News
1 min read
0
ଦେବାଶିଷଙ୍କ ସୁରକ୍ଷାରେ ସହିଦଙ୍କ ସେହି ଦାଦା !
ଭୁବନେଶ୍ୱର: ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ମାମଲା ଗମ୍ଭୀର ହୋଇସାରିଥିବା ବେଳେ ମଜାଦାର ଦିଗ ସାମନାକୁ ଆସିଛି । ବିଧାୟକଙ୍କ ତଣ୍ଟିଆ ମରାର ଶିକାର ହୋଇଥିବା ସହିଦଙ୍କ ଦାଦା ଚୈତନ୍ୟ ବେହେରାଙ୍କର ଏକ ସାକ୍ଷାତକାର ଭିଡ଼ିଓ ମାର୍କେଟ୍ କୁ ଆସିଛି । ଦେବାଶିଷ ବାବୁଙ୍କର କିଛି ଭୁଲ ନାହିଁ ଏବଂ ସେ ମତେ ଅସମ୍ମାନ କରିନାହାନ୍ତି ବୋଲି ଚୈତନ୍ୟ କହୁଛନ୍ତି । ବାରମ୍ବାର ସେଇ ସମାନ ପ୍ରଶ୍ନରେ ବାରମ୍ବାର ସେହି ସମାନ ଉତ୍ତର ଦେଉଛନ୍ତି ଚୈତନ୍ୟ ।
ଖାଲି ସେତିକି ନୁହେଁ, ଭାଇରାଲ୍ ହୋଇଥିବା ଶବ ସତ୍କାର ବେଳର ଭିଡ଼ିଓକୁ ଫାଙ୍କିଛନ୍ତି ଦାଦା । ହୋଇପାରେ ସେତେବେଳେର ପରିବେଶରେ ତାଙ୍କ ପ୍ରତି ବିଧାୟକଙ୍କର ଆଚରଣକୁ ସେ ଧ୍ୟାନ ଦେଇନାହାନ୍ତି କିମ୍ବା ଧ୍ୟାନ ଥିଲେ ମଧ୍ୟ ଖରାପ ଅର୍ଥରେ ନେଇନାହାନ୍ତି । ତେବେ ଜାଣତରେ ହେଉ କି ଅଜାଣତରେ ହେଉ, ଭିଡ଼ିଓରେ ବନ୍ଧା ହୋଇଥିବା ଦୃଶ୍ୟକୁ ଚୈତନ୍ୟ ଫାଙ୍କିଦେଇଛନ୍ତି । ଶବ ସକ୍ରାର ବେଳେ ପ୍ରବଳ ଭିଡ ଯୋଗୁଁ ଠେଲାପେଲା ହେବାରୁ ଦେବାଶିଷ ବାବୁ ମତେ କହିଲେ, ମଉସା ବସିଯାଅ । ତା’ ଛଡ଼ା ଆଉ କିଛି ହୋଇନାହିଁ ବୋଲି ଚୈତନ୍ୟ କହିଛନ୍ତି ।
ଚୈତନ୍ୟ ପୁଣି କହିଛନ୍ତି ଯେ ଆମ ପରିବାର ପ୍ରତି ବିଧାୟକଙ୍କର ବହୁତ ସମ୍ମାନ ଅଛି ଏବଂ ଆମର ବି ତାଙ୍କ ପ୍ରତି ସମ୍ମାନ ଅଛି । ଦେବାଶିଷ ବାବୁ ଭଲ ଲୋକ । ସେଦିନ ଆମ ଘରକୁ ଆସିଥିଲେ ଏବଂ ପୁତୁରା ବୋହୁ ସାଙ୍ଗରେ କଥା ହୋଇଥିଲେ । ଶବକୁ କାନେ୍ଧଇ ବି ଆଣିଥିଲେ । ତେଣୁ ତାଙ୍କ ନାଁରେ ଏମିତି ଖରାପ ପ୍ରଚାର ଠିକ୍ ହେଉନାହିଁ । ଏହି ଘଟଣାକୁ ନେଇ ରାଜନୀତି କରନ୍ତୁ ନାହିଁ ବୋଲି ଭିଡ଼ିଓରେ ଚୈତନ୍ୟ କହୁଛନ୍ତି ।
Previous Post

ଦେବାଶିଷଙ୍କୁ ମିଳିବନି ତ୍ରାହି

Next Post

ଡିଜି ଶର୍ମାଙ୍କୁ ଏମପି ନିଶା !

Next Post
ଡିଜି ଶର୍ମାଙ୍କୁ ଏମପି ନିଶା !

ଡିଜି ଶର୍ମାଙ୍କୁ ଏମପି ନିଶା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA