Thursday, April 30, 2026 05:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦେବାଶିଷଙ୍କୁ ମିଳିବନି ତ୍ରାହି

by Our Correspondent
22 Feb, 2019- 04:19 PM
in Latest News, News
1 min read
0
ଦେବାଶିଷଙ୍କୁ ମିଳିବନି ତ୍ରାହି
ଭୁବନେଶ୍ୱର: ସହିଦ ମନୋଜ ବେହେରାଙ୍କ ଅନ୍ତେଷ୍ଟିକ୍ରିୟାରେ ତାଙ୍କ ଦାଦାଙ୍କୁ ତଣ୍ଟିଆ ମାରିଥିବା ବିଜେଡ଼ି ବିଧାୟକ ଦେବାଶିଷ(ରୁଷି) ସାମନ୍ତରାୟଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ପ୍ରବଳ କ୍ଷୁବ୍ଧ ହୋଇଛନ୍ତି ଏବଂ ଯେ କୌଣସି ମୁହୁର୍ତ୍ତରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଦଳୀୟ ମହଲରୁୁ ସୂଚନା ମିଳିଛି । ନିଜ ଭୁଲ୍ ପାଇଁ ଦେବାଶିଷ କ୍ଷମା ମାଗି ସାରିଥିଲେ ମଧ୍ୟ ପାକିସ୍ଥାନୀ ଟିଭିରେ ତାହା ପ୍ରସାରଣ ହେବା ପରେ ମାମଲାର ଗମ୍ଭୀରତା ଯଥେଷ୍ଟ ବଢ଼ିଯାଇଛି ।
କଟକ-ବାରବାଟୀର ଏହି ବିଧାୟକଙ୍କର ଏହି କାର୍ଯ୍ୟ ସମଗ୍ର ରାଜ୍ୟବାସୀଙ୍କୁ ଲଜ୍ଜିତ କରିଛି । ସହିଦଙ୍କ ଦାଦାଙ୍କୁ ତଣ୍ଟିଆ ଧକ୍କା ମରା ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବା ପରେ ଯେତିକି ଚର୍ଚ୍ଚା ହୋଇଥିଲା ଗତକାଲି ପାକିସ୍ଥାନୀ ଟିଭିରେ ବାଜିବା ପରେ ଚର୍ଚ୍ଚା ବହୁତ ବଢ଼ିଯାଇଛି । ବିଜେଡ଼ି ବିଧାୟକଙ୍କର ଅମାନବୀୟ କାଣ୍ଡକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି । ନିର୍ବାଚନ ପାଇଁ ଦିନ କେଇଟାର ଅପେକ୍ଷା ଥିବା ବେଳେ ପ୍ରସଙ୍ଗଟି ବିଜେଡ଼ି ପାଇଁ ବିପଦ ସୃଷ୍ଟି କରିଛି ।
ଦେବାଶିଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଇତିମଧ୍ୟରେ ବିଭିନ୍ନ ମହଲରୁ ସ୍ୱର ଉଠିଲାଣି । ଆଜି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଦେବାଶିଷଙ୍କ ଗିରଫ ଦାବି କରାଯାଇଛି । ଦଳର ମିଡ଼ିଆ ସେଲ୍ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ, ବରିଷ୍ଠ ନେତା ପଞ୍ଚାନନ କାନୁଗୋ ଏବଂ ଅଶୋକ ସାମଲ ଏକ ସାମ୍ବାଦିକ ସମ୍ମିଳନୀ କରି ଦେବାଶିଷଙ୍କୁ ଅବିଳମ୍ବେ ଗିରଫ କରିବାକୁ ଦାବି କରିଛନ୍ତି । ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନିଜେ କ୍ଷମା ମାଗନ୍ତୁ ଓ ତାଙ୍କ ବିଧାୟକଙ୍କୁ ଦଳରୁ ବହିଷ୍କାର କରନ୍ତୁ । ସହିଦଙ୍କ ପ୍ରତି ଅସମ୍ମାନ, ଜାତୀୟପତାକା ଓ ଜାତୀୟତାକୁ ଅସମ୍ମାନ କରିଥିବାରୁ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ପାଇଁ ସେମାନେ ଦାବି କରିଛନ୍ତି । ସେପଟେ କଟକରେ ମହିଳା କଂଗ୍ରେସ ପକ୍ଷରୁ ଦେବାଶିଷଙ୍କ ବିରୋଧରେ ବାଦାମବାଡ଼ି ଥାନାରେ ଏତଲା ଦିଆଯାଇଛି ।
Previous Post

ପାକିସ୍ଥାନୀ ଟିଭିରେ ଦେବାଶିଷ; ଦେଶର ସମ୍ମାନକୁ ତଳେ ପକାଇଲେ ବିଜେଡ଼ି ବିଧାୟକ

Next Post

ଦେବାଶିଷଙ୍କ ସୁରକ୍ଷାରେ ସହିଦଙ୍କ ସେହି ଦାଦା !

Next Post
ଦେବାଶିଷଙ୍କ ସୁରକ୍ଷାରେ ସହିଦଙ୍କ ସେହି ଦାଦା !

ଦେବାଶିଷଙ୍କ ସୁରକ୍ଷାରେ ସହିଦଙ୍କ ସେହି ଦାଦା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA