Thursday, April 30, 2026 12:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦେବାଶିଷଙ୍କ ତଣ୍ଟିଆମରା ଫୁଟେଜ୍ ପାକିସ୍ଥାନକୁ ପଠେଇଲା କିଏ?

by Our Correspondent
23 Feb, 2019- 07:45 PM
in Latest News, News
1 min read
1
ଦେବାଶିଷଙ୍କ ତଣ୍ଟିଆମରା ଫୁଟେଜ୍ ପାକିସ୍ଥାନକୁ ପଠେଇଲା କିଏ?
ଭୁବନେଶ୍ୱର: ସହିଦ ମନୋଜ ବେହେରାଙ୍କ ଅନ୍ତେଷ୍ଟିକ୍ରିୟାରେ ତାଙ୍କ ଦାଦାଙ୍କୁ ତଣ୍ଟିଆ ମାରିଲେ ବିଜେଡ଼ି ବିଧାୟକ ଦେବାଶିଷ(ରୁଷି) ସାମନ୍ତରାୟ । ଟିଭିରେ ଏହା ବାଜିଲା । ଭିଡ଼ିଓ ଫୁଟେଜ୍ ଟି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଲା । ଦିନକ ପରେ ଏହା ଜାତୀୟ ଟେଲିଭିଜନରେ ବାଜିଲା । ଆଉ ତାପରେ ଚାଲିଗଲା ପାକିସ୍ଥାନ । ପାକିସ୍ଥାନୀ ଟିଭିରେ ଯେଉଁ ଫୁଟେଜ୍ ଟି ଦେଖେଇଲା ସେଥିରେ କଟସି ଲୋଗୋ ନଥିଲା । ଅର୍ଥାତ୍ ମୂଳ(ର) ଫୁଟେଜ୍ ଟି ସିଧାସଳଖ ପାଇଥିଲା ପାକିସ୍ଥାନୀ ଟିଭିକୁ ।
ତେବେ ପାକିସ୍ଥାନକୁ ଏହା ଗଲା କେମିତି? କିଏ ତାକୁ ପଠାଇଛନ୍ତି? ଏହାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା । ଓଡ଼ିଶାର କେଉଁ ଭଦ୍ରବ୍ୟକ୍ତି କି ଅନୁଷ୍ଠାନ ଏହି ସମ୍ବେଦନଶୀଳ ପୁଟେଜ୍ ଟିକୁ ପାକିସ୍ଥାନ ପଠାଇ ଓଡ଼ିଶାର ଇଜ୍ଜତକୁ ପକାଇବାକୁ ଚାହିଁଛନ୍ତି ତାହା ଏବେ ସମସ୍ତଙ୍କ ବ୍ୟଗ୍ରତା ବଢ଼ାଇଛି । ବୁଦ୍ଧିଜୀବୀ ଓ ସାମ୍ବାଦିକମହଲରେ ଏହାକୁ ନେଇ ରୋଚକ ଆଲୋଚନା ହେଉଛି । କୁହାଯାଉଛି, ଓଡ଼ିଶାର ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହି ଫୁଟେଜ୍ ଟି ପାକିସ୍ଥାନ ଯାଇଛି । ଏହା ପଛରେ ଦୁଇଟି କାରଣ ଥାଇପାରେ । ଏକରେ, ସାମ୍ବାଦିକତାରେ ନିଜର ପାରଙ୍ଗମତାକୁ ଆର୍ନ୍ତଜାତୀୟସ୍ତରର ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଛନ୍ତି । ଦୁଇରେ, ଶାସକ ଦଳ ବିଧାୟକଙ୍କ କୁତ୍ସିତ କାଣ୍ଡର ପ୍ରସାର କରାଇ ବିରୋଧୀ ରାଜନୈତିକ ଦଳର ମନଖୁସି କରିବାକୁ ଚାହିଁଛନ୍ତି । ସମ୍ଭବତଃ ଗୋଟିଏ ଗୁଳିରେ ଏମିତି ଦୁଇଟି ଶିକାର କରିବାକୁ ଚାହିଁଛନ୍ତି । ତେବେ ସ୍ୱାମୀ ମରୁ ପଛେ ସଉତୁଣୀ ବିଧବା ହେଉ ଭଳି କଥାଟି ହୋଇଛି । ଏଥିରେ ଦେବାଶିଷଙ୍କର କ’ଣ ହୋଇଛି ତାଙ୍କୁ ଏବଂ ତାଙ୍କ ବିଜେଡ଼ିକୁ ଜଣାଥିବ । ମାତ୍ର ଏହା ସମଗ୍ର ଓଡ଼ିଶା ଓ ଭାରତବର୍ଷର ସମ୍ମାନରେ ଆଞ୍ଚ ଆଣିଛି ତାହା ପୁଣି ଆମ ବୀର ଯବାନଙ୍କ ହତ୍ୟାକାରୀ ପାକିସ୍ଥାନ ଦେଶରେ ।
ଯିଏ ବି ହୁଅନ୍ତୁନା କାହିଁକି, ନିଜର ହୀନ ସ୍ୱାର୍ଥ ପାଇଁ ପାକିସ୍ଥାନୀ ଟିଭିକୁ ଫୁଟେଜ୍ ପଠାଇଥିବା ସତ୍ୟ । ପ୍ରେରକ ଚର୍ଚ୍ଚାକୁ ଆସିଥିବା ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବା ମୁଖିଆଙ୍କ ସମ୍ପର୍କରେ ଜାଣିବାକୁ ଏବେ ସମସ୍ତେ ବ୍ୟଗ୍ର ହୋଇଛନ୍ତି । ଯଦି ତାହା ସତ, ତେବେ ତାଙ୍କୁ ଦେଶପ୍ରେମୀ କୁହାଯିବ ନା ଦେଶଦ୍ରୋହୀ ତାହା ନିଜେ ବୁଝନ୍ତୁ ।
Previous Post

ଡିଜି ଶର୍ମାଙ୍କୁ ଏମପି ନିଶା !

Next Post

ନବୀନଙ୍କ ୩୩% ମହିଳା ସଂରକ୍ଷଣ ଉଦ୍ୟମକୁ ଜାତିସଂଘର ପ୍ରଶଂସା

Next Post
ନବୀନଙ୍କ ୩୩% ମହିଳା ସଂରକ୍ଷଣ ଉଦ୍ୟମକୁ ଜାତିସଂଘର ପ୍ରଶଂସା

ନବୀନଙ୍କ ୩୩% ମହିଳା ସଂରକ୍ଷଣ ଉଦ୍ୟମକୁ ଜାତିସଂଘର ପ୍ରଶଂସା

Comments 1

  1. Nityasidha Nayak says:
    7 years ago

    Bhul ta koricho puni kn pain futani dekhoucho.

    Aajika date re kichi news kehi luchai paribeni.

    Kiea send korichi jani kn pratisadh nobo ki.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA