Tuesday, April 21, 2026 06:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ତିତଲି ପ୍ରଭାବିତଙ୍କ ପାଇଁ ପ୍ୟାକେଜ୍ ଘୋଷଣା

by Our Correspondent
31 Oct, 2018- 08:10 PM
in Latest News, News
1 min read
0
ତିତଲି ପ୍ରଭାବିତଙ୍କ ପାଇଁ ପ୍ୟାକେଜ୍ ଘୋଷଣା
ଭୁବନେଶ୍ୱର: ତିତଲି ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ ରାଜ୍ୟ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଆଜି ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି । ୩୭ଟି କ୍ଷେତ୍ରରେ ପ୍ରଭାବିତଙ୍କୁ ସହାୟତା ରାଶି ମିଳିବ ।
– ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କୃଷି ଇନପୁଟ୍ ସବସିଡ଼ି ମିଳିବ । ଅଣଜଳସେଚିତ ଚାଷଜମି ପାଇଁ ହେକ୍ଟର ପିଛା ୬,୮୦୦ ଏବଂ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ ଦିଆଯିବ । ଆମ୍ବ, କାଜୁ, ନଡିଆ ଭଳି ଶସ୍ୟ ପାଇଁ ହେକ୍ଟର ପିଛା ୧୮,୦୦୦ ସହାୟତା ରାଶି ମିଳିବ । ଆଖୁ ଚାଷୀଙ୍କୁ ହେକ୍ଟର ପିଛା ୨୦ ହଜାର ଟଙ୍କା ସହାୟତା ମିଳିବ ।
– ଚାଷୀଙ୍କୁ ୫୦ ପ୍ରତିଶତ ସବସିଡ଼ିରେ ୧୦୦୦ ପମ୍ପ ସେଟ୍ ଦିଆଯିବ । ପମ୍ପ ସେଟ୍ ପିଛା ସର୍ବାଧିକ ୧୫ ହଜାର ଟଙ୍କା ପଡ଼ିବ ।
– ପ୍ରଭାବିତ ଚାଷୀଙ୍କୁ ୯୦ ପ୍ରତିଶତ ସବସିଡ଼ିରେ ସର୍ବାଧିକ ୫୪ ହଜାର ଟଙ୍କା ପର୍ଯ୍ୟନ୍ତ ୧୦୦୦ ଟି ସୋଲାର୍ ପମ୍ପ ସେଟ୍(୦.୫ ଏଚପି) ଯୋଗାଇ ଦିଆଯିବ ।
– ତିତଲି ପ୍ରଭାବିତ ଅଞ୍ଚଳରେ ଚାଷୀଙ୍କୁ ୫୦୦୦ ସିଞ୍ଚନ ଯନ୍ତ୍ର ୫୦ ପ୍ରତିଶତ ସବସିଡ଼ିରେ ଯୋଗାଇ ଦିଆଯିବ । ବ୍ୟାଟେରି ଯନ୍ତ୍ର ପାଇଁ ସର୍ବାଧିକ ସର୍ବାଧିକ ୩୮୦୦ ଏବଂ ହାତ ଯନ୍ତ୍ର ପାଇଁ ସର୍ବାଧିକ ୬୦୦ ଟଙ୍କା ମିଳିବ ।
– ଗାଇ ଗୁହାଳ ମରାମତି ପାଇଁ ଚାଷୀଙ୍କୁ ୧୦ ହଜାର ଟଙ୍କା ମିଳିବ ।
– ଉଠା ଜଳସେଚନ ପଏଣ୍ଟଗୁଡ଼ିକର ମରାମତିକୁ ପ୍ରାଥମିକତା ଦିଆଯିବ । ଓଡ଼ିଶା ଉଠା ଜଳସେଚନ ନିଗମ ଏଥିପାଇଁ ତୁରନ୍ତ ପଦକ୍ଷେପ ନେବ ।
– ୨୦୧୮ ଖରିଫ ବର୍ଷରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା ଅଞ୍ଚଳରେ ସ୍ୱଳ୍ପ ମିଆଦୀ ଖରିଫ୍ କୃଷି ଋଣର ଅବଧି ବଢ଼ିବ । ଏହା ମିଡ଼ଅମ୍ ଟର୍ମ ଲୋନ୍ କୁ ପରିବର୍ତ୍ତନ କରାଯିବ ।
–  ତିତଲି ପ୍ରଭାବିତ ଅଞ୍ଚଳର ସରକାରୀ ସ୍କୁଲରେ ହାଇସ୍କୁଲ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ ଏବଂ ପରୀକ୍ଷା ଫି’ ଛାଡ଼ କରାଯିବ
– ପ୍ରଭାବିତ ଅଞ୍ଚଳର ଏଇମେଣ୍ଟାରି ସ୍କୁଲ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ସ୍କୁଲ ୟୁନିଫର୍ମ ଏବଂ ସ୍କୁଲ ପାଠ୍ୟପୁସ୍ତକ ଦିଆଯିବ ।
ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବହୁ ସହାୟତା ଘୋଷଣା କରାଯାଇଛି ।
Previous Post

ଧର୍ମେନ୍ଦ୍ରଙ୍କ ଜବାବ: ମୁଖ୍ୟମନ୍ତ୍ରୀ ଦିନରେ ଲଣ୍ଠନ ଦେଖାଉଛନ୍ତି

Next Post

ଡିଜିସିଏ କ୍ଲିନଚିଟ୍ ଉପରେ ପ୍ରଶ୍ନ: ବୈଜୟନ୍ତଙ୍କ ମତ ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇଛି

Next Post
ଡିଜିସିଏ କ୍ଲିନଚିଟ୍ ଉପରେ ପ୍ରଶ୍ନ: ବୈଜୟନ୍ତଙ୍କ ମତ ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇଛି

ଡିଜିସିଏ କ୍ଲିନଚିଟ୍ ଉପରେ ପ୍ରଶ୍ନ: ବୈଜୟନ୍ତଙ୍କ ମତ ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇଛି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA