Thursday, May 7, 2026 11:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତେଲେଙ୍ଗାନା ମଡ଼େଲ; ନିର୍ବାଚନ ପୂର୍ବରୁ ବିଧାନ ପରିଷଦ !

by Our Correspondent
03 Aug, 2018- 09:36 PM
in Latest News, News
1 min read
0
ତେଲେଙ୍ଗାନା ମଡ଼େଲ; ନିର୍ବାଚନ ପୂର୍ବରୁ ବିଧାନ ପରିଷଦ !
ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ଅନୁଧ୍ୟାନ କମିଟି ଆଜି ତାଙ୍କର ସୁପାରିଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି । ତେଲେଙ୍ଗାନା ବିଧାନ ପରିଷଦ ଗଠନ ଢ଼ାଞ୍ଚାକୁ ଓଡ଼ିଶା ପାଇଁ ଶ୍ରେଷ୍ଠ ଆଧାର ବୋଲି ଦର୍ଶାଯାଇଛି । ମୁଖ୍ୟମନ୍ତ୍ରୀ ଉକ୍ତ ରିପୋର୍ଟକୁ ଗ୍ରହଣ କରିବା ସହ ଯଥାଶୀଘ୍ର ଏହାର ପ୍ରକ୍ରିୟା ସାରି ନିର୍ବାଚନ ପୂର୍ବରୁ କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି ।
ବିଧାନ ପରିଷଦ ଗଠନ ପ୍ରଣାଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ବିଶଦ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଗତ ଜୁନ୍ ୫ ତାରିଖରେ ମୁଖ୍ୟମନ୍ତ୍ରୀ କମିଟିକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କମିଟି ତେଲେଙ୍ଗାନା ରାଜ୍ୟ ଗସ୍ତ କରି ତାହାର ବିଧାନ ପରିଷଦ ଗଠନର ପ୍ରଣାଳୀ ଅନୁଧ୍ୟାନ କରିଥିଲେ । ପୂର୍ବରୁ ୨୦୧୫ ଜାନୁଆରୀ ମାସରେ କମିଟି ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ବିଧାନ ପରିଷଦ ଗଠନ ପ୍ରଣାଳୀ ଅନୁଧ୍ୟାନ କରିଥିଲେ । ତେବେ ସେଥିମଧ୍ୟରୁ ତେଲେଙ୍ଗାନା ବିଧାନ ପରିଷଦ ଗଠନ ଢ଼ାଞ୍ଚାକୁ ସର୍ବଶ୍ରେଷ୍ଠ ବୋଲି କମିଟି ବିଚାର କରିଛି ।
ବିହାର, ଜାମ୍ମୁ କାଶ୍ମୀର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ ଓ ତେଲେଙ୍ଗାନା ପରେ ବିଧାନ ପରିଷଦ ଗଠନ ପାଇଁ ଓଡ଼ିଶା ହେବ ଅଷ୍ଟମ ରାଜ୍ୟ । ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ଆଇନ ପ୍ରଣୟନ କ୍ଷେତ୍ରରେ ଭାଗ ନେବା ପାଇଁ ବିଧାନ ପରିଷଦ ସହାୟକ ହୋଇପାରିବ । ଓଡ଼ିଶାରେ ୨୦୧୫ରୁ ଅନୁଧ୍ୟାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନିଜେ ଏଥିପ୍ରତି ଆଗ୍ରହ ଦେଖାଇବା ପରେ ଏହା ତ୍ୱରାନ୍ୱିତ ହୋଇଛି । ଆସନ୍ତା ନିର୍ବାଚନ ପୂର୍ବରୁ ପ୍ରକ୍ରିୟା ସାରିବାକୁ ଉଦ୍ୟମ ଚାଲିଛି ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି ।
Previous Post

ବୈଜୟନ୍ତଙ୍କ ବେକରେ ବିଜେପି ଗାମୁଛା

Next Post

୨୩ ଅଫିସରଙ୍କ ବଦଳି, ୮ ଜିଲ୍ଲାରେ ନୂଆ ଜିଲ୍ଲାପାଳ

Next Post
୨୩ ଅଫିସରଙ୍କ ବଦଳି, ୮ ଜିଲ୍ଲାରେ ନୂଆ ଜିଲ୍ଲାପାଳ

୨୩ ଅଫିସରଙ୍କ ବଦଳି, ୮ ଜିଲ୍ଲାରେ ନୂଆ ଜିଲ୍ଲାପାଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA