Sunday, May 31, 2026 04:38 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦାମଙ୍କ ଆସନରୁ ପୁଅ ସମ୍ବିତ ଲଢ଼ିବେ, ରାଜଶ୍ରୀଙ୍କ ଜାଗାରେ ବିଷ୍ଣୁ

by Our Correspondent
29 Mar, 2019- 06:28 PM
in Latest News, News, Politics
1 min read
0
ଦାମଙ୍କ ଆସନରୁ ପୁଅ ସମ୍ବିତ ଲଢ଼ିବେ, ରାଜଶ୍ରୀଙ୍କ ଜାଗାରେ ବିଷ୍ଣୁ
Spread the love
ଭୁୁବନେଶ୍ୱର: ପଞ୍ଚମ ପର୍ଯ୍ୟାୟରେ ୧୮ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ତାଲିକାରେ ୬ ନୂଆ ମୁହଁ ସ୍ଥାନ ପାଇଥିବା ବେଳେ ୫ ଜଣ ବିଧାୟକଙ୍କ ଟିକେଟ୍ କଟିଛି । ପାରାଦ୍ୱୀପରେ ବିଜେଡ଼ି ପ୍ରାର୍ଥୀ ହୋଇ ଆସୁଥିବା ଦାମୋଦର ରାଉତଙ୍କ ଜାଗା ନେଇଛନ୍ତି ତାଙ୍କ ପୁଅ ସମ୍ବିତ୍ ରାଉତରାୟ । ବାପା ଦାମୋଦର ବାଲିକୁଦା-ଏରସମାରୁ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ପଡୋଶୀ ଆସନ ପାରାଦ୍ୱୀପରୁ ପୁଅ ସମ୍ବିତ ବିଜେଡ଼ି ପ୍ରାର୍ଥୀ ହୋଇଛନ୍ତି । ତିର୍ତ୍ତୋଲ ବିଧାୟକ ରାଜଶ୍ରୀ ମଲ୍ଲିକ ଜଗତସିଂହପୁର ଲୋକସଭା ପ୍ରାର୍ଥୀ ହୋଇଥିବାରୁ ସେହି ଆସନଟି ବିଷ୍ଣୁ ଦାସଙ୍କୁ ଦିଆଯାଇଛି । ଭଦ୍ରକ ଆସନରୁ ବିଧାୟକ ଯୁଗଳ ପଟ୍ଟନାୟକଙ୍କ ଜାଗାରେ ସଞ୍ଜୀବ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି । ଶ୍ରୀ ପଟ୍ଟନାୟକ ତାଙ୍କ ପୁଅ ପାଇଁ ଲବି କରି ନିରାଶ ହୋଇଛନ୍ତି । ଜଟଣୀରୁ ବିଭୂତି ବଳବନ୍ତରାୟଙ୍କୁ ପ୍ରାର୍ଥୀ କରାଯାଇଛି । ରେଙ୍ଗାଲି, ଯଶୀପୁର, ସାରସକଣ,ବଡ଼ସାହି, ଉଦଳାରେ ନୂଆ ପ୍ରାର୍ଥୀ ହୋଇଛନ୍ତି । ଉଦଳା ବିଧାୟକ ଗୋଲକ ବିହାରୀ ନାୟକଙ୍କୁ ଯଶୀପୁର ଆସନ ଦିଆଯାଇଛି । ରାଜନଗରରୁ ଧ୍ରୁବ ସାହୁଙ୍କୁ ପୁଣି ଥରେ ଟିକେଟ ମିଳିଛି । ଗତଥର ସେ ପରାଜିତ ହୋଇଥିଲେ ।
ପୁରୀରୁ ମହେଶ୍ୱର ମହାନ୍ତି, କଟକ-ବାରବାଟୀରୁ ଦେବାଶିଷ ସାମନ୍ତରାୟ, କଟକ ସଦରରୁ ଚନ୍ଦ୍ରସାରଥୀ ବେହେରା,ବାଙ୍ଗିରିପୋଷିରୁ ସୁଦାମ ମାରାଣ୍ଡି,ବାଲେଶ୍ୱରରୁ ଜୀବନ ପ୍ରଦୀପ ଦାସ, ଜଳେଶ୍ୱରରୁ ଅଶ୍ୱିନୀ କୁମାର ପାତ୍ର, ସୋରୋରୁ ପର୍ଶୁରାମ ଧଡ଼ା, ବଡ଼ଚଣାରୁ ଅମର ପ୍ରସାଦ ଶତପଥୀଙ୍କୁ ପୁନର୍ବାର ପ୍ରାର୍ଥୀ କରାଯାଇଛି ।
ବିଜେଡ଼ି ପ୍ରାର୍ଥୀ ତାଲିକା
ପୁରୀ- ମହେଶ୍ୱର ମହାନ୍ତି
ଜଟଣୀ- ବିଭୂତି ବଳବନ୍ତରାୟ
ବାରବାଟୀ-କଟକ- ଦେବାଶିଷ ସାମନ୍ତରାୟ
କଟକ ସଦର- ଚନ୍ଦ୍ରସାରଥୀ ବେହେରା
ରେଙ୍ଗାଲି- ଶ୍ରୀମତୀ ରୀନା ତନ୍ତୀ
ଯଶୀପୁର- ଗୋଲକ ବିହାରୀ ନାୟକ
ବାଙ୍ଗିରିପୋଷି- ସୁଦାମ ମାରାଣ୍ଡି
ସାରସକଣ- ଅମର ସିଂ ଟୁଡୁ
ଉଦଳା- ଶ୍ରୀନାଥ ସୋରେନ୍
ବାଲେଶ୍ୱର- ଜୀବନ ପ୍ରଦୀପ ଦାସ
ଜଳେଶ୍ୱର- ଅଶ୍ୱିନୀ କୁମାର ପାତ୍ର
ବଡ଼ସାହି- ବୃନ୍ଦାବନ ଦାସ
ଭଦ୍ରକ- ସଞ୍ଜୀବ ମଲ୍ଲିକ
ସୋରୋ- ପର୍ଶୁରାମ ଧଡ଼ା
ବଡ଼ଚଣା- ଅମର ପ୍ରସାଦ ଶତପଥୀ
ରାଜନଗର- ଧ୍ରୁବ ସାହୁ
ପାରାଦ୍ୱୀପ- ସମ୍ବିତ ରାଉତରାୟ
ତିର୍ତ୍ତୋଲ- ବିଷ୍ଣୁ ଦାସ
Previous Post

ଓଡ଼ିଶାରେ ନିର୍ବାଚନ ପ୍ରଚାର କଲେ ମୋଦି

Next Post

ଚୌକିଦାର ପୀତାମ୍ବରଙ୍କ ଦରବାରୀ ଠାଣି; ଥାନାକୁ ଗଲା ମାମଲା

Next Post
ଚୌକିଦାର ପୀତାମ୍ବରଙ୍କ ଦରବାରୀ ଠାଣି; ଥାନାକୁ ଗଲା ମାମଲା

ଚୌକିଦାର ପୀତାମ୍ବରଙ୍କ ଦରବାରୀ ଠାଣି; ଥାନାକୁ ଗଲା ମାମଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA