Saturday, April 18, 2026 03:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦୁଇ ପଟୁ ଚୁମା ଖାଉଥିବା ଏ ବିଧାୟକ କିଏ ?

by Our Correspondent
08 May, 2017- 12:39 PM
in Latest News
0
ଦୁଇ ପଟୁ ଚୁମା ଖାଉଥିବା ଏ ବିଧାୟକ କିଏ ?

ଭୁବନେଶ୍ୱର: ଉପକୂଳ ଅଞ୍ଚଳର ଏ ଯୁବ ବିଧାୟକ ଜଣକ ଏବେ ଦୁଇପଟୁ ଚୁମା ଖାଉଛନ୍ତି । ମାନେ ବିଜେଡ଼ିି ପଟୁ ଆଉ ଏବେ  ଧର୍ମେନ୍ଦ୍ରଙ୍କ ପଟୁ । ପୂର୍ବରୁ ଧର୍ମେନ୍ଦ୍ରଙ୍କ ସହ ଗୋପନ କନେକ୍ସନ ଥିଲା । ଥରେ ବି ନିଜ ନିର୍ବାଚନ ମଣ୍ଡଳୀର ଏକ ସ୍କୁଲ ଉତ୍ସବକୁ ମୁଖ୍ୟ ଅତିଥି କରି ନେଇଥିଲେ । ଏହି ବିଧାୟକ ଗତ ସପ୍ତାହରେ ଦିଲ୍ଲୀରେ ଯାଇ ଧର୍ମେନ୍ଦ୍ରଙ୍କୁ ଭେଟିବା, ପେଟ୍ରୋଲ୍ ଟାଙ୍କି ହାତେଇବା ଖବର ଏବେ ଚାଂଚଲ୍ୟ ସୃଷ୍ଟି କରିଛି । ସାଥୀରେ ଥିଲେ ଯୁବ ବିଜେଡିର ନବନିଯୁକ୍ତ ଉପଦେଷ୍ଟା ଓ ଅନ୍ୟ କିଛି ସମର୍ଥକ ।

ଧର୍ମେନ୍ଦ୍ରଙ୍କୁ ଭେଟି ବିଧାୟକ ଜଣକ କିରାସିନି କୋଟା ହ୍ରାସକୁ ଭରପୂର ପ୍ରଶଂସା କରିଥିଲେ । କହିଥିଲେ ଯେ ଗାଁ ଗହଳିରେ କିରାସିନି ବାଟମାରଣା ହେଉଥିବାରୁ କୋଟା ହ୍ରାସ ଠିକ୍ ପଦକ୍ଷେପ । ନିଜେ ନିଜେ ଲଢ଼େଇ କରି ଜିତିଥିବାରୁ ଧର୍ମେନ୍ଦ୍ରଙ୍କୁ ମଧ୍ୟ ନିଜ କାଟତି ଦେଖାଇଥିଲେ । ବିଧାୟକଙ୍କ ପ୍ରଶଂସାରେ ଧର୍ମେନ୍ଦ୍ର ଉତଫୁଲ୍ଲିତ ହେବା ପରେ ସିଧା ସବଜେକ୍ଟ୍ ଉପରକୁ ପଳାଇ ଆସିଥିଲେ ବିଧାୟକ । ମାଗିଥିଲେ ଗୋଟିଏ ପେଟ୍ରୋଲ୍ ପମ୍ପ୍, ଯାହାକୁ ଧର୍ମେନ୍ଦ୍ର ତୁରନ୍ତ ଆପ୍ରୁଭ୍ କରିଥିଲେ । ଖୁସିରେ ଗଦ୍ ଗଦ୍ ବିଧାୟକ ଜଣକ ପ୍ରତିଶ୍ରୁତି ଦେଇଥିଲେ ଯେ ନିର୍ବାଚନ ପାଖେଇ ଆସିବା ବେଳକୁ ସେ ବିଜେପିରୁ ଲଢ଼ିବା ନିଶ୍ଚିତ । ଧର୍ମେନ୍ଦ୍ର ବି ହସି ଦେଇଥିଲେ । ବିଲେଇ ଆଖି ବୁଜି ବୁଜି କ୍ଷୀର ପିଇବା ପରି ବିଧାୟକ ଭାବିଥିଲେ ଯେ ଖବର ଲୁଚିଯିବ । ହେଲେ ଭୁଲି ଯାଇଥିଲେ ଯେ “ମିଡ୍ ଡେ ଓଡ଼ିଶା” ଅଛି ବୋଲି ।

Previous Post

ଶପଥ ନେଲେ ୮ କ୍ୟାବିନେଟ୍ , ୪ ରାଷ୍ଟ୍ରମନ୍ତ୍ରୀ

Next Post

କାଲି ବିଜେପିରେ ମିଶିବେ ଜୟରାମ ପାଙ୍ଗୀ

Next Post
କାଲି ବିଜେପିରେ ମିଶିବେ ଜୟରାମ ପାଙ୍ଗୀ

କାଲି ବିଜେପିରେ ମିଶିବେ ଜୟରାମ ପାଙ୍ଗୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA