Saturday, April 18, 2026 02:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶପଥ ନେଲେ ୮ କ୍ୟାବିନେଟ୍ , ୪ ରାଷ୍ଟ୍ରମନ୍ତ୍ରୀ

by Our Correspondent
07 May, 2017- 02:59 PM
in Latest News
1 min read
0
ଶପଥ ନେଲେ ୮ କ୍ୟାବିନେଟ୍ , ୪ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନୂଆ ମନ୍ତ୍ରୀ ଟିମ୍ ଗଠନ କରିଛନ୍ତି । ରାଭବନର ଅଭିଷେକ ହଲ୍ ରେ ଆଜି ୮ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଭାବେ ଶପଥ ନେଇଥିଲା ବେଳେ ୪ ଜଣ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପୁରୁଣା ମନ୍ତ୍ରୀମଣ୍ଡଳର ପ୍ରଫୁଲ୍ଲ ମଲ୍ଲିକ ଓ ରମେଶ ମାଝୀ କ୍ୟାବିନେଟ୍ ପାହ୍ୟାକୁ ପଦୋନ୍ନତି ପାଇ ପ୍ରଥମେ ଶପଥ ନେଇଥିଲେ । ସେମାନଙ୍କ ପରେ ୬ ଜଣ ନୂଆ କ୍ୟାବିନେଟ୍ ମନ୍ତ୍ରୀ ଶପଥ ନେଇଥିଲେ । ସେମାନେ ହେଲେ ସୂର୍ଯ୍ୟନାରାୟଣ ପାତ୍ର, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ଶଶୀଭୂଷଣ ବେହେରା, ମହେଶ୍ୱର ମହାନ୍ତି ଏବଂ ପ୍ରଫୁଲ୍ଲ ସାମଲ । ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରଥମେ ଡାକ୍ତର ନୃସିଂହ ଚରଣ ସାହୁ ଶପଥ ନେଇଥିଲା ବେଳେ ପରେ ପରେ ଅନନ୍ତ ଦାସ, ଚନ୍ଦ୍ରସାରଥୀ ବେହେରା ଏବଂ ସୁଶାନ୍ତ ସିଂ ଶପଥ ନେଇଥିଲେ । ରାଜଭବନରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟପାଳ ଏସ.ସି.ଜମିର୍ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ପରେ ନୂଆ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି । ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଛାଡ଼ିଦେଲେ ଅନ୍ୟ ପୁରୁଣା ମନ୍ତ୍ରୀମାନଙ୍କ ବିଭାଗରେ ଅଦଳବଦଳ ହୋଇଛି ।

                             କିଏ କେଉଁ ବିଭାଗର ମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ– ଗୃହ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ, ପୂର୍ତ୍ତ ଓ ଜଳସମ୍ପଦ

କ୍ୟାବିନେଟ୍ ମନ୍ତ୍ରୀ

ବିଜୟଶ୍ରୀ ରାଉତରାୟ– ଜଙ୍ଗଲ ଓ ପରିବେଶ
ଡା. ଦାମୋଦର ରାଉତ– କୃଷି ଏବଂ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ, ସାଧାରଣ ଉଦ୍ୟୋଗ
ବିକ୍ରମ କେଶରୀ ଆରୁଖ– ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର, ସୂଚନା ଓ ଲୋକସମ୍ପର୍କ
ପ୍ରଦୀପ ମହାରଥୀ– ପଞ୍ଚାୟତିରାଜ ଏବଂ ପାନୀୟ ଜଳ
ଶ୍ରୀମତୀ ଉଷା ଦେବୀ– ଯୋଜନା ଓ ସମନ୍ୱୟ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା
ବଦ୍ରିନାରାୟଣ ପାତ୍ର– ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ କାରିଗରୀ କୌଶଳ
ସୂର୍ଯ୍ୟ ନାରାୟଣ ପାତ୍ର– ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ, ସମବାୟ
ନିରଞ୍ଜନ ପୂଜାରୀ– ଗୃହ ଓ ନଗର ଉନ୍ନୟନ, ଶିଳ୍ପ
ପ୍ରଫୁଲ୍ଲ ସାମଲ– ମହିଳା, ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଏମଏସଏମଇ
ମହେଶ୍ୱର ମହାନ୍ତି– ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
ଶଶୀଭୂଷଣ ବେହେରା– ଅର୍ଥ ଓ ଅବକାରୀ
ପ୍ରତାପ ଜେନା– ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ
ଋମେଶ ଚନ୍ଦ୍ର ମାଝୀ– ଅନୁସୂଚିତ ଜାତି, ଜନଜାତି କଲ୍ୟାଣ
ପ୍ରଫୁଲ୍ଲ କୁମାର ମଲ୍ଲିକ– ଇସ୍ପାତ ଓ ଖଣି, ଶକ୍ତି

ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)

ଅଶୋକ ଚନ୍ଦ୍ର ପଣ୍ଡା– ପର୍ଯ୍ୟଟନ ଓ ସଂସ୍କୃତି
ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ– ହସ୍ତତନ୍ତ ଓ ବୟନ ଶିଳ୍ପ
ଡା. ନୃସିଂହ ଚରଣ ସାହୁ– ବାଣିଜ୍ୟ ଓ ପରିବହନ
ସୁଶାନ୍ତ ସିଂ– ଶ୍ରମ ଓ ଇଏସଆଇ
ଅନନ୍ତ ଦାସ– ଉଚ୍ଚଶିକ୍ଷା
ଚନ୍ଦ୍ରସାରଥୀ ବେହେରା– ଇଲେକ୍ଟ୍ରୋନିକ୍ସ ଓ ଆଇଟି, କ୍ରୀଡ଼ା ଓ ଯୁବ କଲ୍ୟାଣ

Previous Post

ନବୀନଙ୍କ ଫ୍ଲପ୍ ସୋ !

Next Post

ଦୁଇ ପଟୁ ଚୁମା ଖାଉଥିବା ଏ ବିଧାୟକ କିଏ ?

Next Post
ଦୁଇ ପଟୁ ଚୁମା ଖାଉଥିବା ଏ ବିଧାୟକ କିଏ ?

ଦୁଇ ପଟୁ ଚୁମା ଖାଉଥିବା ଏ ବିଧାୟକ କିଏ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA