Thursday, April 30, 2026 12:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦୁର୍ଭାଗ୍ୟ ଏମିତି ଆସେ.. ଆଉ ଏକ ସୁରତ୍ ଫେରନ୍ତା ବସ ଓଲଟିଲା

by Our Correspondent
03 May, 2020- 10:08 AM
in Latest News, News
1 min read
0
ଦୁର୍ଭାଗ୍ୟ ଏମିତି ଆସେ.. ଆଉ ଏକ ସୁରତ୍ ଫେରନ୍ତା ବସ ଓଲଟିଲା
ଭୁବନେଶ୍ୱର: କରୋନା ଲକ୍ ଡାଉନ୍ ରେ ଜୀବିକା ହରାଇଥିବା ସୁରତ୍ ପ୍ରବାସୀ ଓଡ଼ିଆଙ୍କ ପିଛା ଛାଡୁନି ଦୁର୍ଭାଗ୍ୟ । ନିଜ ଭିଟାମାଟିକୁ ଫେରିବାକୁ ବ୍ୟାକୁଳ ଏହି ହତଭାଗାଙ୍କ ପାଇଁ ଭଗବାନ ସତେ ଯେମିତି ନିଷ୍ଠୁର ପାଲଟିଛନ୍ତି । ଗତକାଲି ରାତିରେ ସୁରତା ଫେରନ୍ତା ଏକ ବସ୍ କଳିଙ୍ଗା ଘାଟିରେ ଓଲଟି ପଡ଼ିବାରୁ ୨ ଜଣଙ୍କ ଜୀବନ ଯିବା ସହ ୪୦ ଜଣ ଆହତ ହୋଇଥିଲେ । ୧୨ ଘଣ୍ଟା ନ ପୂରୁଣୁ ଆଜି ସକାଳେ ଆଉ ଏକ ସୁରତ୍ ଫେରନ୍ତା ବସ୍ ମହାରାଷ୍ଟ୍ରର ନାଗପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଆଜି ସକାଳ ୭ଟାରୁ ୮ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଶୁକ୍ରବାର ରାତିରେ ସୁରତରୁ ୫୦ ଜଣ ଯାତ୍ରୀଙ୍କୁ ଧରି ଗଞ୍ଜାମ ବାହାରିଥିବା ବସ୍ ନାଗପୁର-ଅମରାବତୀ ଜାତୀୟ ରାଜପଥରେ ଓଲଟି ପଡ଼ିଥିଲା । ଦ୍ରୁତ ଗତିରେ ଥିବା ବସ୍ ଆଗକୁ ଏକ ଜନ୍ତୁ ପଳାଇ ଆସିବାରୁ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଏହି ଦୁର୍ଘଟଣା ହୋଇଥିଲା । ବସ୍ ରେ ଥିବା ୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଅମରାବତୀ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି ।  ଦୁର୍ଘଟଣାସ୍ଥଳରେ ପୁଲିସ ପହଞ୍ଚି ବସ୍ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା ।
ସୂଚନାଯୋଗ୍ୟ, ସୁରତରୁ ୫୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ଓଡ଼ିଶା ଫେରୁଥିବା ଏକ ବସ୍ ଗତକାଲି ସଂଧ୍ୟାରେ କନ୍ଧମାଳ-ଗଞ୍ଜାମ ସୀମାନ୍ତ କଳିଙ୍ଗା ଘାଟିରେ ଓଲଟି ପଡ଼ିଥିଲା । ଡ୍ରାଇଭର୍ ଏହି ରାସ୍ତା ସହ ପରିଚିତ ନ ଥିବାରୁ ବସ୍ ଟି ଘାଟି ପାଶ୍ୱର୍ ଗାର୍ଡୱାଲ୍ ରେ ଚଢ଼ିଯାଇଥିଲା । ବସ୍ ରେ ଚାପି ହୋଇ ବୁଗୁଡ଼ାର ସନ୍ତୋଷ କୁମାର ସେଠୀ(୩୮) ଓ ଚିତ୍ତରଞ୍ଜନ ସେଠୀଙ୍କର ମୃତୁ୍ୟ ହୋଇଥିଲା । ଏଥିରେ ୪୦ ରୁ ଅଧିକ ଆହତ ହୋଇଥିଲେ ।
Previous Post

ଅପରେସନ୍ ଶୁଭଯାତ୍ରା: କର୍ଣ୍ଣାଟକ ଓ ଆନ୍ଧ୍ରରୁ ଫେରିବେ ପ୍ରବାସୀ

Next Post

କଳିଙ୍ଗା ଘାଟିରେ ପୁଣି ଓଲଟିଲା ସୁରତ୍ ଫେରନ୍ତା ବସ୍

Next Post
କଳିଙ୍ଗା ଘାଟିରେ ପୁଣି ଓଲଟିଲା ସୁରତ୍ ଫେରନ୍ତା ବସ୍

କଳିଙ୍ଗା ଘାଟିରେ ପୁଣି ଓଲଟିଲା ସୁରତ୍ ଫେରନ୍ତା ବସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA