Thursday, April 30, 2026 02:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଧର୍ମେନ୍ଦ୍ର ଫ୍ୟାାକ୍ଟର୍: ବଢ଼ିଲା ବିଜେଡ଼ି ଟେନସନ୍

by Our Correspondent
03 Sep, 2017- 01:01 PM
in Latest News, Politics
1 min read
0
ଧର୍ମେନ୍ଦ୍ର ଫ୍ୟାାକ୍ଟର୍: ବଢ଼ିଲା ବିଜେଡ଼ି ଟେନସନ୍
ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ୟାବିନେଟ୍ ପଦୋନ୍ନତି ମିଳିଲା ପରେ ବିଜେଡ଼ି ଶିବିରରେ ଛନକା ପଶିଛି । ଟେନସନ୍ କେବଳ ଧର୍ମେନ୍ଦ୍ର ନୁହଁନ୍ତି, ମୋଦି-ଶାହାଙ୍କ ନଜର ଓଡ଼ିଶା ଉପରେ କେନ୍ଦ୍ରୀଭୂତ ହୋଇଥିବା ସ୍ପଷ୍ଟ ହୋଇଗଲା ପରେ ବିଜେଡ଼ିକୁ ଭୀଷଣ ଡର ଗୋଡାଇଛି । ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଗରେ ରଖି ବିଜେପି କ୍ଷମତା ଦଖଲର ସ୍ୱପ୍ନ ରଖିଛି । ଆଉ ତାହାକୁ ସାକାର କରିବା ପାଇଁ ଧର୍ମେନ୍ଦ୍ରଙ୍କୁ ଅଧିକ ପାୱାରଫୁଲ୍ କରାଯାଇଛି । ମୋଦି ତାଙ୍କୁ ପେଟ୍ରୋଲିୟମ୍ ବିଭାଗ ସହ କ୍ୟାବିନେଟ୍ ପାହ୍ୟାକୁ ଉନ୍ନୀତ କରିବା ତାହାର ସ୍ପଷ୍ଟ ସୂଚନା ଦେଇଛି । ଧର୍ମେନ୍ଦ୍ର ତେଲ ପଇସାରେ ତାଙ୍କ ଖେଳ ଆହୁରି ଜମାଇବେ ଯାହା ବିଜେଡ଼ିକୁ ଶକ୍ତ ଚାଲେଂଜ ହେବ ବୋଲି ଦଳର ଅନେକ ବରିଷ୍ଠ ନେତା ସ୍ୱୀକାର କରିଛନ୍ତି ।
ନରେନ୍ଦ୍ର ମୋଦି ଓ ଅମିତ୍ ଶାହାଙ୍କ ଟାର୍ଗେଟ୍ ରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ । ବିଜେପି କେନ୍ଦ୍ରୀୟ ନେତୃତ୍ୱ ଏହା ବହୁ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । ଓଡ଼ିଶାରେ ୧୨୦ ବିଧାନସଭା ସିଟ୍ ହାସଲ କରିବେ ବୋଲି ନିକଟରେ ଅମିତ୍ ଶାହା ଏଠାକୁ ଆସି ଛାତି ଫୁଲାଇ ଘୋଷଣା କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସେହି ଟାର୍ଗେଟ୍ ଧରି ଓଡ଼ିଶାରେ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଅମିତ୍ ଶାହାଙ୍କ ବ୍ଲୁ ପ୍ରିଣ୍ଟ ଅନୁଯାୟୀ ୨୧ ଟି ଲୋକସଭାକୁ ୫ ଟି ଜୋନ୍ କରାଯାଇ ୫ ଜଣ କେନ୍ଦ୍ରୀୟ ନେତାଙ୍କ ଦାୟିତ୍ୱରେ ଛଡ଼ାଯାଇଛି । ରାଜ୍ୟର କେଉଁ ଜାଗାକୁ ଅଧିକ ଫୋକସ୍ କରାଯିବ ତାହାର ବ୍ଲୁ ପ୍ରିଣ୍ଟ ତିଆରି ହୋଇ ବୁଥସ୍ତରରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୋଟାମୋଟି ଭାବେ ଓଡ଼ିଶାରେ କ୍ଷମତା ଦଖଲ ପାଇଁ ବାଜି ଲଗାଇଦେଇଛି ବିଜେପି । ଧର୍ମେନ୍ଦ୍ରଙ୍କୁ ଅଧିକ ପାଓ୍ପାରଫୁଲ୍ କରି ଓଡ଼ିଶା ମିସନ୍ କୁ ଦଳ ଆଗକୁ ବଢ଼ାଇଛି ।
୧୭ ବର୍ଷ ଧରି କ୍ଷମତା ଦଖଲରେ ଥିବା ନବୀନ ପଟ୍ଟନାୟକ ଓ ତାଙ୍କ ଦଳକୁ ଏହା ଭୟଭୀତ କରିବା ସ୍ୱାଭାବିକ । ନବୀନଙ୍କ ନେତୃତ୍ୱ ଓ ଲୋକପ୍ରିୟତା ଆଜି ବି ଅକ୍ଷୁର୍ଣ୍ଣ ଥିଲେ ମଧ୍ୟ ସାମଗ୍ରିକ ଭାବେ ତାଙ୍କ ଦଳ ପାଇଁ ବିଜେପିର ଓଡ଼ିଶା ଫୋକସ୍ ଓ ଧର୍ମେନ୍ଦ୍ରଙ୍କ ଅଭ୍ୟୁଦୟ ନୂଆ ସମୀକରଣ ଓ କଡ଼ା ଚାଲେଂଜ ସୃଷ୍ଟି କରିଛି । ବିଜେଡ଼ି ସୁପ୍ରିମୋ ନିଜକୁ ସେଥିପାଇଁ ପ୍ରସ୍ତୁତ କରି କାର୍ଯ୍ୟକ୍ରମ ଆରମ୍ଭ ବି କରିଛନ୍ତି । ତେବେ ତାଙ୍କ ପାଇଁ ବିଜେପି ଶକ୍ତିଠାରୁ ନିଜ ଦଳ ଭିତରୁ ହିଁ ଅଧିକ ଚାଲେଂଜ ରହିଛି । ଦଳରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିଚାଲିଛି । ଗୁପ୍ତଚର ସଂଖ୍ୟା ବି ବଢ଼ୁଛନ୍ତି । କ୍ଷମତା ପାଇଁ ଦଳୀୟ ନେତାଙ୍କ ମଧ୍ୟରେ ଗୋଛି କଟାକଟି ଜୋର୍ ହୋଇଛି । ସମସ୍ତଙ୍କୁ ଏକାଠି ରଖି ଶକ୍ତିଶାଳୀ ବିଜେପିର ଓଡ଼ିଶା ଦଖଲ ସ୍ୱପ୍ନକୁ ଧୂଳିସାତ କରିବା ନବୀନଙ୍କ ପାଇଁ ଏବେ ସବୁଠାରୁ ବଡ଼ ଚାଲେଂଜ ।
Previous Post

ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍

Next Post

ଧର୍ମେନ୍ଦ୍ର ମାନିଆ..ଭୟରୁ ପ୍ରେମ

Next Post
ଧର୍ମେନ୍ଦ୍ର ମାନିଆ..ଭୟରୁ ପ୍ରେମ

ଧର୍ମେନ୍ଦ୍ର ମାନିଆ..ଭୟରୁ ପ୍ରେମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA