Friday, May 1, 2026 12:38 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବକଳେବର ନାଁରେ ରାଜନୀତି ବୟାନବାଜି

by Our Correspondent
22 Oct, 2017- 05:20 PM
in Latest News, Politics
1 min read
0
ନବକଳେବର ନାଁରେ ରାଜନୀତି ବୟାନବାଜି
ଭୁବନେଶ୍ୱର: ପୁରୀରୁ ବିଜେପିର ନବକଳେବର ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଅର୍ଥାତ୍ ବିଜେପି ମିସନ୍ ୧୨୦ ପ୍ଲସ୍ ଅଭିଯାନ ପୁରୀରୁ ଆରମ୍ଭ କରିବାକୁ ଇଙ୍ଗିତ ଦେଇଛନ୍ତି । ନବୀନ ସରକାରକୁ ବଙ୍ଗୋପସାଗରରେ ଫିଙ୍ଗି ଦିଆଯିବ ବୋଲି ଅମିତ୍ ଶାହାଙ୍କ ମନ୍ତବ୍ୟକୁ ଧର୍ମେନ୍ଦ୍ର ରିପିଟ୍ ବି କରିଛନ୍ତି । ‘ଲୋକ ମନସ୍ଥ କଲେଣି ଏ ଅପାରଗ, ସ୍ଥାଣୁ ଏବଂ ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ବଙ୍ଗୋପସାଗରରେ ଫିଙ୍ଗିଦେବେ’। ଅବଶ୍ୟ ଏହା କେମିିତି ଓ କେଉଁ ରୂପରେ ହେବ ତାହା ଧର୍ମେନ୍ଦ୍ର କହିନାହାନ୍ତି । ଚର୍ଚ୍ଚା ହେଉଛି, ଶ୍ରୀକ୍ଷେତ୍ରରୁ ସ୍ୱଂୟ ନରେନ୍ଦ୍ର ମୋଦି ନିର୍ବାଚନ ଲଢ଼ିପାରନ୍ତି । ମୋଦି ନ ଆସିଲେ ଧର୍ମେନ୍ଦ୍ର ଲଢ଼ିପାରନ୍ତି । ବିଜେଡ଼ି ସାଂସଦ ପିନାକୀ ମିଶ୍ରଙ୍କ ହାତରେ ପଦ୍ମ ଧରାଇ ପୁରୀରୁ ଲଢ଼ାଯାଇପାରେ ।
ତେବେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ପୁରୀ ବିଧାୟକ ତଥା ମନ୍ତ୍ରୀ ମହେଶ୍ୱର ମହାନ୍ତି ପୂରା କାର୍ଟୁନ୍ କରିଛନ୍ତି । କହିଛନ୍ତି, ‘ଧର୍ମେନ୍ଦ୍ର କେଉଁଠୁ ଛିଡ଼ା ହେବେ ଆଗ ଫାଇନାଲ୍ କରନ୍ତୁ । ପୁରୀ ଆସି ବିଧାୟକ ପ୍ରାର୍ଥୀ ଭାବେ ମୋ ସହ ଲଢ଼ନ୍ତୁ । ବିଜେଡ଼ିକୁ ସମୁଦ୍ରକୁ ଫିଙ୍ଗିଦେବେ ? ହୋ..ଡଙ୍ଗାରେ ତାଙ୍କୁ(ଧର୍ମେନ୍ଦ୍ର)୨ କିମି ସମୁଦ୍ର ଭିତରକୁ ପଠାଇଦେବୁ । ସେଠି ସେ ବଡ଼ ମାଛ ଧରିବେ’ । ଧର୍ମେନ୍ଦ୍ରଙ୍କୁ ମହେଶ୍ୱର ଖାଲି କାର୍ଟୁନ୍ କରିନାହାନ୍ତି, ଦମ୍ଭ ଦେଖାଇଛନ୍ତି । ସେପଟେ ମନ୍ତ୍ରୀ ଦାମୋଦର ରାଉତ ବି ଧର୍ମେନ୍ଦ୍ରଙ୍କୁ ଛାଡ଼ିନାହାନ୍ତି । ପୁରୁଣା କଥାକୁ ଦୋହରାଇଛନ୍ତି । ‘ ଧର୍ମେନ୍ଦ୍ର ନିଜ ନିର୍ବାଚନମଣ୍ଡଳୀରେ ପ୍ରତ୍ୟାଖ୍ୟାତ ହୋଇଛନ୍ତି । ପାଳଗଦାରେ ଛିଡ଼ା ହୋଇ ନିଜକୁ ଉଚୁଁଆ ଭାବୁଛନ୍ତି । ତଳୁ ନିଆଁ ଲାଗି ସେ ଜଳିଯିବେ’ । ବିଜେଡ଼ି ପ୍ରବକ୍ତା ଅରୁଣ ସାହୁ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କର ନବକଳେବର ହୁଏ । ଆଉ ଯଦି କେଉଁ ବ୍ୟକ୍ତିବିଶେଷ ନିଜକୁ ଜଗନ୍ନାଥଙ୍କ ସହ ତୁଳନା କରେ ତେବେ ତାହା ତାଙ୍କର ଔଦ୍ଧତ୍ୟ ।
Previous Post

୧୨ ଘଣ୍ଟାର ସସପେନସ୍

Next Post

ମୁହଁ ଇସ୍ପାତ, ପଛ ସନ୍ନିପାତ !

Next Post
ମୁହଁ ଇସ୍ପାତ, ପଛ ସନ୍ନିପାତ !

ମୁହଁ ଇସ୍ପାତ, ପଛ ସନ୍ନିପାତ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA