Thursday, April 30, 2026 06:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନ ଦେଶର ସବୁଠୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

by Our Correspondent
02 Jun, 2020- 05:07 PM
in Latest News, National, News
1 min read
0
ନବୀନ ଦେଶର ସବୁଠୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୁଣି ଶୀର୍ଷରେ ନବୀନ ପଟ୍ଟନାୟକ । ଦେଶର ସବୁଠାରୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ । ସି ଭୋଟର ଜନମତ ସର୍ଭେ( ଷ୍ଟେଟ୍ ଅଫ୍ ଦ ନେସନ୍ ୨୦୨୦)ରୁ ଏହି ଫଳ ଆସିଛି । ନବୀନଙ୍କ କାର୍ଯ୍ୟରେ ୮୨.୯୬% ଲୋକ ସନ୍ତୁଷ୍ଟ ଅଛନ୍ତି ।

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନଙ୍କ ପଛକୁ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ଭାଗେଲ୍ । ତାଙ୍କୁ ୮୧.୦୬% ସମର୍ଥନ କରିଛନ୍ତି । ତୃତୀୟ ସ୍ଥାନରେ ଅଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ୍ । ତାଙ୍କୁ ୮୦.୨୮% ଲୋକ ଗ୍ରହଣ କରିଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ୭୮.୦୧% ଗ୍ରହଣୀୟତା ପାଇ ଚତୁର୍ଥ ସ୍ଥାନରେ ଅଛନ୍ତି । ପଞ୍ଚମ ସ୍ଥାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକୁର (୭୬.୫୨%), ଷଷ୍ଠ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ (୭୪.୧୮%), ସପ୍ତମ ସ୍ଥାନରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର (୭୩.୯୬%) ଏବଂ ଅଷ୍ଟମ ସ୍ଥାନରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା ୬୭.୨୧% ସମର୍ଥନ(ରେଟିଂ) ପାଇଛନ୍ତି ।
ଲୋକପ୍ରିୟ ତାଲିକାର ସବା ତଳେ ଅଛନ୍ତି ବିଜେପି ଶାସିତ ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର । ତାଙ୍କ ଉପରେ ମାତ୍ର ୪.୪୭% ଲୋକ ସନ୍ତୁଷ୍ଟ ଅଛନ୍ତି । ତାଙ୍କ ପଛକୁ ଅଛନ୍ତି ଅନ୍ୟତମ ବିଜେପି ଶାସିତ ରାଜ୍ୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱାତ୍ । ୧୭.୭୨% ଲୋକ ତାଙ୍କୁ ପସନ୍ଦ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟରେ ୫୨.୦୬% ସନ୍ତୁଷ୍ଟ ।
ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ୬୫.୬୯% ଲୋକ ସନ୍ତୁଷ୍ଟ ଅଛନ୍ତି । ସବୁଠାରୁ ଅଧିକ ସନ୍ତୁଷ୍ଟ ଅଛନ୍ତି ଓଡ଼ିଶାବାସୀ । ଓଡ଼ିଶାର ୯୫.୬% ଲୋକ ମୋଦିଙ୍କୁ ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୮୪.୮୭% ଅତ୍ୟନ୍ତ ପ୍ରୀତ ଥିବା ବେଳେ ମାତ୍ର ୨.୨% ଖୁସି ନାହାନ୍ତି । ଓଡ଼ିଶା ପରେ ହିମାଚଳ ପ୍ରଦେଶ, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶରେ ମୋଦି ଅଧିକ ଗ୍ରହଣୀୟ ରହିଛନ୍ତି ।
ହିମାଚଳ ପ୍ରଦେଶରେ ୯୩.୯୫%, ଛତିଶଗଡ଼ରେ ୯୨.୭୩%, ଆନ୍ଧ୍ର ପ୍ରଦେଶରେ ୮୩.୬% ମୋଦିଙ୍କୁ ଗ୍ରହଣ କରିଛନ୍ତି । ଝାଡ଼ଖଣ୍ଡରେ ୮୨.୯୭%, କର୍ଣ୍ଣାଟକ ୮୨.୫୬%, ଗୁଜୁରାଟ ୭୨.୬୨%, ଆସାମ ୭୪.୫୯%, ତେଲେଙ୍ଗାନା ୭୧.୫୧% ଏବଂ ମହାରାଷ୍ଟ୍ରରେ ୭୧.୪୮% ଗ୍ରହଣୀୟ ହୋଇଛନ୍ତି ମୋଦି ।
ତାମିଲନାଡୁରେ ମୋଦିଙ୍କ ଗ୍ରହଣୀୟତା ସବୁଠାରୁ କମ । ମାତ୍ର ୩୨.୧୫% ଲୋକ ମୋଦିଙ୍କୁ ଗ୍ରହଣ କରିଛନ୍ତି । କେରଳରେ ମଧ୍ୟ ମୋଦିଙ୍କ ଗ୍ରହଣୀୟତା ନାହିଁ । ମାତ୍ର ୩୨.୮୯% ସମର୍ଥନ କରିଛନ୍ତି । ଜାମ୍ମୁ କାଶ୍ମୀରରେ ୫୦.୨୩%, ହରିଆନା ୫୧.୨୫%, ଗୋଆ ୫୨.୫୪%, ଉତ୍ତରାଖଣ୍ଡ ୫୩.୫୩%, ବିହାର ୫୮.୪୮%, ଦିଲ୍ଲୀ ୬୦.୩୫%, ଉତ୍ତର ପ୍ରଦେଶ ୬୦.୬୮% ଏବଂ ପଶ୍ଚିମବଙ୍ଗରୁ ୬୪.୦୬% ମୋଦିଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି ।
Previous Post

ପଙ୍ଗପାଳ ଡର, ଉଚ୍ଚସ୍ତରୀୟ ସମୀକ୍ଷା

Next Post

ବିଜେପି ଛାଡ଼ିବେ ଜଗନ୍ନାଥ ପ୍ରଧାନ !

Next Post
ବିଜେପି ଛାଡ଼ିବେ ଜଗନ୍ନାଥ ପ୍ରଧାନ !

ବିଜେପି ଛାଡ଼ିବେ ଜଗନ୍ନାଥ ପ୍ରଧାନ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA