Tuesday, May 26, 2026 12:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନାଇଡୁଙ୍କ ରାସ୍ତାରେ ଦିଦି; ସିବିଆଇକୁ ପଶ୍ଚିମବଙ୍ଗ ବି ମନା

by Our Correspondent
16 Nov, 2018- 11:29 PM
in Latest News, News
1 min read
0
ନାଇଡୁଙ୍କ ରାସ୍ତାରେ ଦିଦି; ସିବିଆଇକୁ ପଶ୍ଚିମବଙ୍ଗ ବି ମନା
କୋଲକତା: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ରାସ୍ତା ଧରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସିବିଆଇଠାରୁ ରାଜ୍ୟ ପ୍ରବେଶ ସ୍ୱୀକୃତିକୁ ପଶ୍ଚିମବଙ୍ଗ ସରକାର ପ୍ରତ୍ୟାହାର କରି ନେଇଛନ୍ତି । ସରକାରଙ୍କ ବିନା ଅନୁମତିରେ ସିବିଆଇ ରାଜ୍ୟରେ କୌଣସି ଚଢ଼ଉ କିମ୍ବା ତଦନ୍ତ କରିପାରିବ ନାହିଁ । ସେଥିପାଇଁ ରାଜ୍ୟ ସରକାରଙ୍କଠାରୁ ସିବିଆଇକୁ ଅନୁମତି ଆଣିବାକୁ ପଡ଼ିବ । ଆଜି ବିଳମ୍ବିତ ସଂଧ୍ୟାରେ ପଶ୍ଚିମବଙ୍ଗ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସିବିଆଇ ରୋକ୍ ନେଇ ସକାଳେ ଆନ୍ଧ୍ରପ୍ରଦେଶ ସରକାର ନିଷ୍ପତ୍ତି ନେଇଥିଲେ । ଆଉ ସେହି ପଦାଙ୍କ ଅନୁସରଣ କରିଛନ୍ତି ମମତା ବାନାର୍ଜୀ ।
ମମତା ବାନାର୍ଜୀ କହିଛନ୍ତି, ମୋଦି ସରକାର ସିବିଆଇକୁ ରାଜନୈତିକ ଅସ୍ତ୍ରଭାବେ ବ୍ୟବହାର କରୁଛନ୍ତି । ଏହି ଅଭିଯୋଗ ପୂର୍ବରୁ ସେ କରି ଆସୁଛନ୍ତି । ରାଜ୍ୟ ସରକାରଙ୍କ କ୍ଷମତା ବଳରେ ଆଜି ଚନ୍ଦ୍ରବାବୁ ନାଇଡୁ ସରକାର ସିବିଆଇକୁ ଆନ୍ଧ୍ରପ୍ରଦେଶ ମନା କରିବା ପରେ ସବୁଠାରୁ ବେଶୀ ଖୁସି ଜାହିର କରିଥିଲେ ମମତା । ଅପରାହ୍ନରେ ଏକ ଦଳୀୟ ମିଟିଂରେ ସେ ନାଇଡୁଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ । ସିବିଆଇ ସମେତ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ବିଜେପି ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବାରୁ ସେ କଠୋର ସମାଲୋଚନା କରିଥିଲେ । ଏହାପରେ ସଂଧ୍ୟାରେ ନିଜ ରାଜ୍ୟ କ୍ଷେତ୍ରରେ ସମାନ ନିଷ୍ପତ୍ତି ନେଇଥିଲେ ଦିଦି ।
କେନ୍ଦ୍ରୀୟ ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ବିରୋଧରେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବପଙ୍ଗ ସରକାରଙ୍କ ଏଭଳି କଠୋର ପଦକ୍ଷେପ ସାରା ଦେଶକୁ ହୁଲସ୍ତୁଲ କରିଛି । କେନ୍ଦ୍ର ସରକାର ଓ ସିବିଆଇର ଆଭିମୁଖ୍ୟ ନେଇ ଏହା ନୂଆ ବିତର୍କ ସୃଷ୍ଟି କରିଛି।  ରାଜନୈତିକସ୍ତରରେ ମଧ୍ୟ ଏହା କମ୍ପମାନ ସୃଷ୍ଟି କରିଛି । ଆଉ କିଛି ରାଜ୍ୟ ଅନୁରୂପ ପଦକ୍ଷେପ ନେବେ ବୋଲି ସୂଚନା ମିଳିଲାଣି ।
Previous Post

ସିବିଆଇକୁ ଆନ୍ଧ୍ର ଦ୍ୱାର ବନ୍ଦ କଲେ ନାଇଡୁ ସରକାର

Next Post

ଅପରାଜିତାଙ୍କ ସ୍ୱେଚ୍ଛାକୃତ ଅବସର ମଂଜୁର

Next Post
ଅପରାଜିତାଙ୍କ ସ୍ୱେଚ୍ଛାକୃତ ଅବସର ମଂଜୁର

ଅପରାଜିତାଙ୍କ ସ୍ୱେଚ୍ଛାକୃତ ଅବସର ମଂଜୁର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA