Thursday, April 30, 2026 12:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରତି ରଥକୁ ଟାଣିବେ ୫୦୦ ସେବାୟତ ଓ ପୁଲିସ

by Our Correspondent
22 Jun, 2020- 11:34 PM
in Latest News, News
1 min read
0
ପ୍ରତି ରଥକୁ ଟାଣିବେ ୫୦୦ ସେବାୟତ ଓ ପୁଲିସ

ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାରଙ୍କ ସୂଚନା

ପୁରୀ: ପ୍ରଥମ ଥର ପାଇଁ ବିନା ଭକ୍ତରେ ସାମାଜିକ ଦୂରତା ରଖି ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପ୍ରତି ରଥ ଟାଣିବା ପାଇଁ ୫୦୦ ସେବାୟତ ଓ ପୁଲିସଙ୍କୁ ଅନୁମତି ଦିଆଯାଇଛି । ଏହିଭଳି ଭାବରେ ୧୫୦୦ ସେବାୟତ ଓ ପୁଲିସକୁ ନେଇ ରଥଟଣା ହେବ । ପ୍ରତି ରଥ ଉପରେ ମାତ୍ର ୧୦ ଜଣଙ୍କୁ ରହିବାର ଅନୁମତି ଦିଆଯିବ । ଅନ୍ୟମାନେ ତଳେ ରହିବେ । ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରାଯାଇ ରଥଯାତ୍ରା ସମ୍ପନ୍ନ ହେବ ।

ଆଜି ସଂଧ୍ୟାରେ ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜାଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ଏହା କହିଛନ୍ତି । ସେ କହିଛନ୍ତି, କୋଭିଡ୍ କଟକଣା ଭିତରେ ଦାୟିତ୍ୱ ସମ୍ପାଦନ ଏକ ଚାଲେଂଜ ହୋଇଥିଲେ ମଧ୍ୟ ସମସ୍ତ ସେବାୟତ ଓ କର୍ମଚାରୀ ଆଗ୍ରହର ସହିତ ଗ୍ରହଣ କରିଛନ୍ତି । ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବାୟତ ଓ ପୁଲିସ କର୍ମୀଙ୍କୁ ସୂଚନା ଦିଆଯାଇ ପୂର୍ବ ପ୍ରସ୍ତୁତି ସରିଗଲାଣି ।
ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବାୟତ ଓ ପୁଲିସ କର୍ମୀଙ୍କ ମଧ୍ୟରୁ ୭୫%ଙ୍କର କୋଭିଡ୍ ଟେଷ୍ଟ ସରିଯାଇଥିଲା । ଅନ୍ୟମାନଙ୍କର ଟେଷ୍ଟ ଜାରି ରହିଛି ଏବଂ ଆସନ୍ତାକାଲି ସକାଳ ସୁଦ୍ଧା ରିପୋର୍ଟ ଆସି ଚୂଡ଼ାନ୍ତ ହୋଇଯିବ । କୋଭିଡ୍ ଗାଇଡଲାଇନ୍ ଏବଂ ସୁପ୍ରିମ୍ କୋର୍ଟ ଙ୍କ ନିର୍ଦ୍ଦେଶମତେ ସମସ୍ତେ ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ରକ୍ଷା କରିବେ । ପହଣ୍ଡି ବେଳେ ସେବାୟତମାନେ ମୁହଁରେ ଗାମୁଛା ବାନ୍ଧିବାକୁ କୁହାଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି ।
କୋଭିଡ୍ ନିୟମ ପାଳନ ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ବିଶେଷକରି ପୁରୀବାସୀ ଏବଂ ଗଣମାଧ୍ୟମର ସହଯୋଗ ଲୋଡିଛନ୍ତି ମୁଖ୍ୟ ପ୍ରଶାସକ ।
ସୂଚନାଥାଉକି, ଆଜି ରାତି ୯ଟାରୁ ବୁଧବାର ଦିନ ୨ଟା ପର୍ଯ୍ୟନ୍ତ ସମଗ୍ର ପୁରୀ ଜିଲ୍ଲାକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏହା କର୍ଫୁ୍ୟ ଭଳି ହେବ । ବାହାର ଲୋକ ପୁରୀକୁ ଯାଇପାରିବେ ନାହିଁ । ଏପରିକି ପୁରୀବାସୀ ବଡ଼ଦାଣ୍ଡ ଆସିପାରିବେ ନାହିଁ । ଏଥିପାଇଁ ପୁଲିସ ପକ୍ଷରୁ କର୍ଡନ କରାଯାଇ କଡ଼ା କଟକଣା ଲାଗିଛି । ପୁରୀକୁ ବସ୍, ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଛି ।
ଅପେକ୍ଷାରେ ତିନି ରଥ..

 

Previous Post

ସାରା ବିଶ୍ୱର ନଜର ଆମ ଉପରେ: ମୁଖ୍ୟମନ୍ତ୍ରୀ

Next Post

ଭୋର୍ ୩ଟାରେ ମଙ୍ଗଳ ଆଳତି, ଦିନ ୧୨ଟାରେ ରଥଟଣା

Next Post
ଭୋର୍ ୩ଟାରେ ମଙ୍ଗଳ ଆଳତି, ଦିନ ୧୨ଟାରେ ରଥଟଣା

ଭୋର୍ ୩ଟାରେ ମଙ୍ଗଳ ଆଳତି, ଦିନ ୧୨ଟାରେ ରଥଟଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA