Wednesday, July 29, 2026 03:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଦୁଃଖ ବୁଝିବାକୁ ସୁରଟ୍ ଯିବେ ଅରୂପ ପଟ୍ଟନାୟକ

by Our Correspondent
30 Mar, 2020- 11:43 PM
in Latest News, News
1 min read
0
ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଦୁଃଖ ବୁଝିବାକୁ ସୁରଟ୍ ଯିବେ ଅରୂପ ପଟ୍ଟନାୟକ
ଭୁୁବନେଶ୍ୱର: ଲକ୍ ଡାଉନ୍ ଯୋଗୁଁ ଓଡ଼ିଶା ଆସି ନ ପାରି ମୁମ୍ବାଇରେ ଅଟକି ରହିଥିବା ଓଡ଼ିଶା-ମୋ ପରିବାର ଆବାହକ ତଥା ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ବଡ଼ କାମରେ ଲଗାଇଛନ୍ତି । ଗୁଜୁରାଟର ସୁରଟ ସମେତ ଅନ୍ୟାନ୍ୟ ଜାଗାରେ ଫସି ରହିଥିବା ହଜାର ହଜାର ଗରିବ ଓଡ଼ିଆ ଶ୍ରମିକଙ୍କ ସ୍ୱାର୍ଥରେ ଛିଡ଼ା ହେବେ ଅରୂପ । ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଓଡ଼ିଆ ଶ୍ରମିକଙ୍କ ରହିବା, ଖାଇବା ଆଦିର ବନ୍ଦୋବସ୍ତ କରିବାର ଦାୟିତ୍ୱ ଦିଆଯାଇଛି ।
ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ଏ ମର୍ମରେ ଗୁଜୁରାଟ ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖି ଅବଗତ କରିଛନ୍ତି । ଶ୍ରୀଯୁକ୍ତ ପଟ୍ଟନାୟକ ମୁମ୍ବାଇରୁ ଏକ ହୋଣ୍ଡା ସିଟି କାର୍ ଯୋଗେ ସୁରଟ୍ ଯାଉଛନ୍ତି । ସେଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ଏବଂ ପୁଲିସ ଏସକର୍ଟ ଯୋଗାଇଦେବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, ଦେଶରେ ଲକ୍ ଡାଉନ୍ ଘୋଷଣା ଯୋଗୁଁ ମୁମ୍ବାଇ ଯାଇଥିବା ଅରୂପ ପଟ୍ଟନାୟକ ଓଡ଼ିଶା ଫେରି ପାରି ନ ଥିଲେ ମଧ୍ୟ ସେଠାରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ସୁବିଧା ପାଇଁ ବିଭିନ୍ନ ସଂଗଠନକୁ କାମରେ ଲଗାଇଛନ୍ତି । ଅତୀତର ମୁମ୍ବାଇ ପୁଲିସ କମିଶନର ଭାବେ ତାଙ୍କର ଖ୍ୟାତି ଏବଂ ପ୍ରଶାସନିକ କଳ ସହ ସୁସମ୍ପର୍କ ଓଡ଼ିଆ ଶ୍ରମିକଙ୍କୁ ବେଶ୍ ସହାୟ ହେଉଛି ।
ଅନ୍ୟପକ୍ଷରେ ଗୁଜୁରାଟର ସୁରଟ୍ ସମେତ ଅନ୍ୟାନ୍ୟ ସ୍ଥାନରେ ସବୁଠାରୁ ବେଶୀ ଓଡ଼ିଆ ଶ୍ରମିକ କାର୍ଯ୍ୟ କରୁଛନ୍ତି ଏବଂ ଲକ୍ ଡାଉନ୍ ଯୋଗୁଁ ଅଶେଷ ଯନ୍ତ୍ରଣା ଭୋଗୁଛନ୍ତି । ଓଡ଼ିଶା ସରକାର ସେମାନଙ୍କ ଦାୟିତ୍ୱ ଏବେ ଅରୂପ ପଟ୍ଟନାୟକଙ୍କ ହାତରେ ଛାଡ଼ିଛନ୍ତି ।
Previous Post

କରୋନା ଅପଡେଟ୍: ଆଜିର ୧୦୩ ସାମ୍ପଲ୍ ନେଗେଟିଭ୍

Next Post

ବାହାରେ ଫସିଛନ୍ତି ଦେଢ଼ଲକ୍ଷ ଓଡ଼ିଆ

Next Post
ବାହାରେ ଫସିଛନ୍ତି ଦେଢ଼ଲକ୍ଷ ଓଡ଼ିଆ

ବାହାରେ ଫସିଛନ୍ତି ଦେଢ଼ଲକ୍ଷ ଓଡ଼ିଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA