Wednesday, April 29, 2026 07:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରଶାସନିକ ବିଭାଗ ସହ ମିଶିଲା ନିର୍ଦ୍ଦେଶାଳୟ, ତଳିଆ ଖାଲି ପଦବୀ ଉଚ୍ଛେଦ

by Our Correspondent
21 Aug, 2019- 07:00 PM
in Latest News, News
1 min read
0
ପ୍ରଶାସନିକ ବିଭାଗ ସହ ମିଶିଲା ନିର୍ଦ୍ଦେଶାଳୟ, ତଳିଆ ଖାଲି ପଦବୀ ଉଚ୍ଛେଦ
ଭୁୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରଶାସନିକ ବିଭାଗ ଏବଂ ସଂପୃକ୍ତ ବିଭାଗୀୟ ନିଦେ୍ର୍ଦଶାଳୟ ଏଣିକି ଗୋଟେ ହୋଇ କାର୍ଯ୍ୟ କରିବେ । ପ୍ରଶାସନିକ ବିଭାଗ ସାଙ୍ଗରେ ନିର୍ଦ୍ଦେଶାଳୟକୁ ମିଶାଇ ଦିଆଯାଇଛି । ସରକାରୀ କାର୍ଯ୍ୟ ସୁଗମ ଏବଂ ନିଷ୍ପତ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହାର ବିଜ୍ଞପ୍ତି ଜାରି ହୋଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପ୍ରକ୍ରିୟାରେ ଖାଲି ପଡ଼ିଥିବା ତଳିଆ ପଦବୀଗୁଡ଼ିକ ମାଡ଼ ଖାଇଛି । ତଳିଆ ପଦବୀଗୁଡ଼ିକ ଉଚ୍ଛେଦ ହୋଇଯାଇଛି । ବିଭାଗୀୟ ମିଶ୍ରଣ ପରେ ବଳକା କର୍ମଚାରୀଙ୍କୁ ଖାଲିଥିବା ପଦବୀରେ ରଖାଯିବ । ବିଭାଗୀୟ ମୁଖ୍ୟ ଗୁଡ଼ିକରେ ଖାଲି ଥିବା ଜୁନିୟର୍ ଆସିଷ୍ଟାଣ୍ଟ ପଦବୀ ପୂରଣ ଉପରେ ବି ରୋକ୍ ଲାଗିଛି ।
ନୂଆ ବ୍ୟବସ୍ଥାରେ, ସିଙ୍ଗଲ ଫାଇଲ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଏଣିକି ଓସ୍ୱାସ୍ ଜରିଆରେ ସିଙ୍ଗଲ୍ ଫାଇଲ୍ ସିଷ୍ଟମ କାର୍ଯ୍ୟକାରୀ ହେବ । ନିର୍ଦ୍ଦେଶାଳୟର ପ୍ରସ୍ତାବଗୁଡ଼ିକ ପୁନଃ ତର୍ଜମା କରାଯିବ ନାହିଁ । ଗୋଟିଏ କାମକୁ ଦୁଇ ଥର କରି ସମୟ ନଷ୍ଟ କରା ନ ଯିବାକୁ ଗୁରୁତ୍ୱ ଦିଆଯାଇଛି । ଉଭୟ ପ୍ରଶାସନିକ ବିଭାଗ ଏବଂ ସଂପୃକ୍ତ ନିର୍ଦ୍ଦେଶାଳୟର କମନ୍ ଅଫିସ ଏଷ୍ଟାବ୍ଲିସବେଣ୍ଟ, ଇସ୍ୟୁ, ଆକାଉଣ୍ଟସ୍ ଏବଂ କ୍ୟାସ୍ ବିଭାଗର ସଠିକ ପୁର୍ନଗଠନ କରାଯିବ । ଡିଡିଓ,ଏଷ୍ଟାବ୍ଲିସମେଣ୍ଟ ଅଫିସର ଏବଂ କର୍ମଚାରୀଙ୍କୁ କମ୍ପୋଜିଟ୍ ବିଭାଗର ଆବଶ୍ୟକତା ଅନୁଯାୟୀ ନିୟୋଜିତ କରାଯିବ । ତେବେ ସଂପୃକ୍ତ କର୍ମଚାରୀମାନଙ୍କର କ୍ୟାଡର୍ ରୁଲ୍ ରେ ପରିବର୍ତ୍ତନ ହେବ ନାହିଁ । ପୂର୍ବଭଳି ସେମାନଙ୍କ କ୍ୟାଡର ଏବଂ ତତ ଅନୁଯାୟୀ ସୁବିଧା ସୁଯୋଗ ବଜାୟ ରହିବ ।
କର୍ମଚାରୀଙ୍କ ପଦୋନ୍ନତି, ମୃତ୍ୟୁ, ଇସ୍ତଫା କ୍ଷେତ୍ରରେ ବିଭାଗୀୟ ମୁଖ୍ୟ(ହେଡସ୍ ଅଫ ଡିପାର୍ଟମେଣ୍ଟ)ର ବେସ୍ ଲେଭଲ୍ ପୋଷ୍ଟ ଉଚ୍ଛେଦ ହେବ । ସଂପୃକ୍ତ ପଦବୀଗୁଡ଼ିକ, ବିଭାଗୀୟ ମୁଖ୍ୟ ପାଇଁ ଉଦ୍ଦିଷ୍ଟ ସେକ୍ରେଟାରିଏଟ୍ କମନ୍ କ୍ୟାଡରରୁ ପୂରଣ ହେବ । ବିଭାଗୀୟ ମୁଖ୍ୟ କ୍ୟାଡର୍ ଅନ୍ତର୍ଭୁକ୍ତ ଜୁନିୟର୍ ଆସିଷ୍ଟାଣ୍ଟ ପଦବୀରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିଯୁକ୍ତି ହୋଇପାରିବ ନାହିଁ । ଆସନ୍ତା ଆର୍ଥିକ ବର୍ଷରୁ ପ୍ରଶାସନିକ ବିଭାଗ ଏହି କମ୍ପୋଜିଟ୍ ବିଭାଗ ପାଇଁ ବଜେଟ୍ ବ୍ୟବସ୍ଥା କରିବେ ।
Previous Post

ବଦଳିଲେ ୩୬ ଆଇପିଏସ୍, ୩ ଓପିଏସ୍: ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିନସିଟି ପୁଲିସ କମିଶନର

Next Post

ଚିଦାମ୍ବରମଙ୍କୁ ଘରୁ ଉଠାଇନେଲା ସିବିଆଇ

Next Post
ଚିଦାମ୍ବରମଙ୍କୁ ଘରୁ ଉଠାଇନେଲା ସିବିଆଇ

ଚିଦାମ୍ବରମଙ୍କୁ ଘରୁ ଉଠାଇନେଲା ସିବିଆଇ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA