Wednesday, April 29, 2026 08:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବଦଳିଲେ ୩୬ ଆଇପିଏସ୍, ୩ ଓପିଏସ୍: ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିନସିଟି ପୁଲିସ କମିଶନର

by Our Correspondent
19 Aug, 2019- 11:09 PM
in Latest News, News
1 min read
0
ବଦଳିଲେ ୩୬ ଆଇପିଏସ୍, ୩ ଓପିଏସ୍: ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିନସିଟି ପୁଲିସ କମିଶନର
ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଫିସରଙ୍କ ବଦଳି ପରେ ଆଜି ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଏକାଥରକେ ୩୬ ଜଣ ଆଇପିଏସ୍ ଏବଂ ୩ ଜଣ ଓପିଏସ୍ ଅଫିସରଙ୍କ ବଦଳି ହୋଇଛି । କମିଶନରେଟ୍ ପୁଲିସରେ କମିଶନର ଭାବେ କାର୍ଯ୍ୟରତ ୧୯୮୮ ବ୍ୟାଚ୍ ଆଇପିଏସ୍ ସତ୍ୟଜିତ୍ ମହାନ୍ତିଙ୍କୁ ଅତିରିକ୍ତ ଡିଜି, ପୁଲିସ ପ୍ରିଜନସ୍ ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ୧୯୯୦ ବ୍ୟାଚ୍ ଆଇପିଏସ୍ ଡ. ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିନସିଟି ପୁଲିସ କମିଶନର ନିଯୁକ୍ତ ହୋଇଛନ୍ତି ।
୧୯୯୩ ବ୍ୟାଚ୍ ଆଇପିଏସ୍ ଆର.ପି.କୋଚେଙ୍କୁ ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ୧୯୯୮ ବ୍ୟାଚ୍ ଆଇପିଏସ୍ ଅମିତାଭ ଠାକୁରଙ୍କୁ ଆଇଜି, ଅପରେସନ ଭାବେ ଅବସ୍ଥାପିତ କରାଯାଇଛି । ୧୯୯୫ ବ୍ୟାଚ୍ ଆଇପିଏସ୍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଆଇଜି, ପର୍ସୋନାଲ୍ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଗୁଇନ୍ଦା ବିଭାଗର ଡିଆଇଜି ୨୦୦୪ ବ୍ୟାଚ୍ ଆଇପିଏସ୍ ଆଶିଷ ସିଂ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ବଦଳି ହୋଇଛନ୍ତି ।
ବଦଳି ତାଲିକାରେ ଅଛନ୍ତି ୧୩ ଟି ଜିଲ୍ଲାର ଏସପି । ମୟୁରଭଞ୍ଜ, କୋରାପୁଟ, ନୂଆପଡ଼ା, ସମ୍ବଲପୁର, ମାଲକାନଗିରି, ବରଗଡ଼, ଖୋର୍ଦ୍ଧା, ରାଉରକେଲା, ଜଗତସିଂହପୁର, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଏବଂ ବଲାଙ୍ଗୀର ଜିଲ୍ଲାରେ ନୂଆ ଏସପି/ ଭାରପ୍ରାପ୍ତ ଏସପି ନିଯୁକ୍ତ ହୋଇଛନ୍ତି ।

କିଏ କେଉଁ ଦାୟିତ୍ୱ ପାଇଲେ

୧. ସତ୍ୟଜିତ୍ ମହାନ୍ତି- ଅତିରିକ୍ତ ଡିଜି, ପୁଲିସ ପ୍ରିଜନସ୍ ଏବଂ ଡିସିଏସ୍
୨. ମହେନ୍ଦ୍ର ପ୍ରତାପ- ନିର୍ଦ୍ଦେଶକ, ପ୍ରିଣ୍ଟିଂ ପ୍ରେସ୍ ଆଣ୍ଡ ଷ୍ଟେସନାରୀ, ଓଡ଼ିଶା, କଟକ
୩. ଡ. ସୁଧାଂଶୁ ଷଡ଼ଙ୍ଗୀ- କମିଶନର, ଭୁବନେଶ୍ୱର-କଟକ
୪. ସଞ୍ଜୀବ ପଣ୍ଡା- ପରିବହନ କମିଶନର, ଓଡ଼ିଶା, କଟକ
୫. ଆର.ପି.କୋଚେ- ଅତିରିକ୍ତ ଡିଜିପି, ଆଇନ ଶୃଙ୍ଖଳା, ଓଡ଼ିଶା,କଟକ
୬. ରାଜେଶ କୁମାର- ନିର୍ଦ୍ଦେଶକ,ଏସସିଆରବି,ଓଡ଼ିଶା, ଭୁବନେଶ୍ୱର
୭. ଆଶିଷ କୁମାର ସିଂ- ଡିଆଇଜି, କେନ୍ଦ୍ରାଞ୍ଚଳ, କଟକ
୮. ଦୀପ୍ତେଶ କୁମାର ପଟ୍ଟନାୟକ- ଆଇଜି, ପୂର୍ବାଞ୍ଚଳ, ବାଲେଶ୍ୱର
୯. ସତ୍ୟବ୍ରତ ଭୋଇ- ଡିଆଇଜି, ଦକ୍ଷିଣାଞ୍ଚଳ, ବ୍ରହ୍ମପୁର
୧୦. ହିମାଶୁଂ କୁମାର ଲାଲ- ଡିଆଇଜି, ଉତ୍ତରାଞ୍ଚଳ, ସମ୍ବଲପୁର
୧୧. ସଫିନ୍ ଅହମ୍ମଦ କେ.- ଡିଆଇଜି, ଦକ୍ଷିଣ-ପଶ୍ଚିମାଞ୍ଚଳ, କୋରାପୁଟ
୧୨. ଅମିତେନ୍ଦ୍ର ନାଥ ସିହ୍ନା- ଡିଆଇଜି, ସିଆଇଡ଼ି, କ୍ରାଇମବ୍ରାଞ୍ଚ, ଓଡ଼ିଶା, କଟକ
୧୩. ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ- ଆଇଜି, ପର୍ସୋନାଲ୍
୧୪. ଘନଶ୍ୟାମ ଉପାଧ୍ୟାୟ- ଆଇଜି, ଇଓଡବ୍ଲୁ
୧୫. ଶ୍ରୀମତୀ ଏନ.ବି.ଭାରଥୀ- ଆଇଜି, ଏଚଆରପିସି
୧୬. ଅମିତାଭ ଠାକୁର- ଆଇଜି, ଅପରେସନ୍
୧୭. ପି.ଏସ୍.ରଣପିସେ- ଆଇଜି, ଭିଜିଲାନସ
୧୮. ଶ୍ରୀମତୀ ରେଖା ଲୋହାନୀ-ଆଇଜି, ଆଧୁନୀକିକରଣ, ପ୍ରୋଭିଜନିଂ(ଅତିରିକ୍ତ)
୧୯. ଅସିତ୍ କୁମାର ପାଣିଗ୍ରାହୀ- ଆଇଜି, ହୋମଗାର୍ଡ, ଅଗ୍ନିଶମ ଏବଂ ବେସାମରିକ
୨୦. ଯତୀନ୍ଦ୍ର କୋୟଲ୍- ଆଇଜି, ଏସଏପି
୨୧. ଅନିରୁଦ୍ଧ କୁମାର ସିଂ- ଭାରପ୍ରାପ୍ତ ଡିଆଇଜି, ଏସଆଇଡବ୍ଲୁ
୨୨. ପରମାର ସ୍ମିତ୍ ପରଷୋତ୍ତମଦାସ- ଏସପି, ମୟୁରଭଞ୍ଜ
୨୩. ମୁକେଶ କୁମାର ଭାମୁ- ଏସପି, କୋରାପୁଟ
୨୪. ବିନୀତ୍ ଅଗ୍ରୱାଲ୍- ଭାରପ୍ରାପ୍ତ ଏସପି, ନୂଆପଡ଼ା
୨୫. ସାଗରିକା ନାଥ- ଭାରପ୍ରାପ୍ତ ଡିସିପି, ଟ୍ରାଫିକ, ପୁଲିସ କମିଶନରେଟ୍
୨୬. କନୱର୍ ବିଶାଲ ସିଂ- ଏସପି, ସମ୍ବଲପୁର
୨୭. ଅବିନାଶ କୁମାର, ଏସପି, ଇଓଡବ୍ଲୁ, ଭୁବନେଶ୍ୱର
୨୮. ଖିଲାରି ରିଷିକେଶ ଦ୍ୟାନଦେଓ- ଭାରପ୍ରାପ୍ତ ଏସପି, ମାଲକାନଗିରି
୨୯. ପଦ୍ମିନୀ ସାହୁ- ଏସପି, ବରଗଡ଼
୩୦. ଅଜୟ ପ୍ରତାପ ସ୍ୱାଇଁ- ଭାରପ୍ରାପ୍ତ ଏସପି, ଖୋର୍ଦ୍ଧା
୩୧. ତ୍ରିନାଥ ପଟେଲ- ଭାରପ୍ରାପ୍ତ ଏସଆରପି, ରାଉରକେଲା
୩୨. ସୁଧାଂଶୁ ଶେଖର ମିଶ୍ର- ଏସପି, କ୍ରାଇମବ୍ରାଞ୍ଚ, କଟକ
୩୩. ଆର. ପ୍ରକାଶ- ଏସପି, ଜଗତସିଂହପୁର
୩୪. ୱାଇ. ରଘୁନାଥ ରାଓ- ଭାରପ୍ରାପ୍ତ ଏସପି, ବୌଦ୍ଧ
୩୫. ଜଗମୋହନ ମୀନା- ଏସପି, ଅନଗୁଳ
୩୬. କେ. ଶିବ ସୁବ୍ରମଣି- ଏସପି, ରାଉରକେଲା
୩୭. ମିତ୍ରଭାନୁ ମହାପାତ୍ର- ଏସପି, କେନ୍ଦୁଝର
୩୮. ଡ. ସାର୍ଥକ ଷଡ଼ଙ୍ଗୀ- ଏସପି, ଭିଜିଲାନସ୍, କଟକ
୩୯. ମଦକାର ସନ୍ଦୀପ ସମ୍ପତ- ଏସପି, ବଲାଙ୍ଗୀର
Previous Post

ନୂଆ କ୍ୟାପଟେନ୍ ଙ୍କ ସଂକଳ୍ପ: ରକେଟ୍ ଗତିରେ ଫାଇଲ୍, କାମ ଅଟକିବନି

Next Post

ପ୍ରଶାସନିକ ବିଭାଗ ସହ ମିଶିଲା ନିର୍ଦ୍ଦେଶାଳୟ, ତଳିଆ ଖାଲି ପଦବୀ ଉଚ୍ଛେଦ

Next Post
ପ୍ରଶାସନିକ ବିଭାଗ ସହ ମିଶିଲା ନିର୍ଦ୍ଦେଶାଳୟ, ତଳିଆ ଖାଲି ପଦବୀ ଉଚ୍ଛେଦ

ପ୍ରଶାସନିକ ବିଭାଗ ସହ ମିଶିଲା ନିର୍ଦ୍ଦେଶାଳୟ, ତଳିଆ ଖାଲି ପଦବୀ ଉଚ୍ଛେଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA