Wednesday, April 29, 2026 09:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଫ୍ଲୋର ଟେଷ୍ଟ ପୂର୍ବରୁ ଫିନିସ୍; ଗାଦି ଛାଡ଼ି ପଳେଇଲେ ଫଡନାଭିସ୍, ଅଜିତ୍ ପାୱାର

by Our Correspondent
26 Nov, 2019- 04:16 PM
in Latest News, National, News, Politics
1 min read
0
ଫ୍ଲୋର ଟେଷ୍ଟ ପୂର୍ବରୁ ଫିନିସ୍; ଗାଦି ଛାଡ଼ି ପଳେଇଲେ ଫଡନାଭିସ୍, ଅଜିତ୍ ପାୱାର
ମୁମ୍ବାଇ: ଦମ୍ଭ ରହିଲାନି । ଉପମୁଖ୍ୟମନ୍ତ୍ରୀ ପଦର ମୋହ ଭାଙ୍ଗିଗଲା । ସୁପ୍ରିମ୍ କୋର୍ଟଙ୍କ ଫ୍ଲୋର ଟେଷ୍ଟ ନିର୍ଦ୍ଦେଶ ଆସିବାର ୪ ଘଣ୍ଟା ଭିତରେ ପଦରୁ ଇସ୍ତଫା ଦେଇଦେଲେ ସାଢ଼େ ତିନି ଦିନିଆ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର । ଅଜିତ୍ ଙ୍କୁ ବଳ କରି ଦ୍ୱିତୀୟବାର କ୍ଷମତା ପାଳିଥିବା ଦେବେନ୍ଦ୍ର ଫଡନାଭିସ୍ ଟଳମଳ ହୋଇଗଲେ । ପାୱାର୍ ପଦ ଛାଡ଼ିବାର ଘଣ୍ଟେ ନ ପୁରୁଣୁ ଏକ ସାମ୍ବାଦିକ ସମ୍ମିଳନୀ ଡାକି ନିଜର ଇସ୍ତଫା ଘୋଷଣା କଲେ ଫଡନାଭିସ୍ ।
ଆସନ୍ତାକାଲି ଅପରାହ୍ନରେ ଫ୍ଲୋର୍ ଟେଷ୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଫଡ଼ନାଭିସ୍ ଙ୍କୁ ସୁୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଏଭଳି ଭାବେ ପଳାୟନପନ୍ଥୀ ସାଜିଛନ୍ତି ଫଡ଼ନାଭିସ୍ । ଅଜିତ୍ ପାୱାରଙ୍କୁ ସାଙ୍ଗରେ ରଖି ଏନସିପିର ସମର୍ଥନ ପାଇଯିବେ ବୋଲି ବିଜେପି ନେତୃତ୍ୱ ଅଙ୍କ କଷିଥିଲେ । ରାତି ଅଧିଆ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇ ଗାଦି ଅକ୍ତିଆର କଲେ । ମାତ୍ର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ କଠୋର ଲଗାମରୁ ହଲିପାରିଲେନି ଦଳୀୟ ବିଧାୟକ । ପୁତୁରା ଅଜିତ୍ ପାୱାର୍ ଙ୍କୁ ଛାଡ଼ି ୫୩ ଜଣ ଯାକ ଦଳୀୟ ବିଧାୟକ ଶରଦ ପାୱାରଙ୍କ ପଛରେ ଛିଡ଼ା ହେଲେ । ଶିବସେନା, ଏନସିପି ଏବଂ କଂଗ୍ରେସ ମେଣ୍ଟ ରେ ରହି ଉଦ୍ଧବ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ ଘୋଷଣା କଲେ । ଶକ୍ତି ପରୀକ୍ଷାରେ ନିଶ୍ଚିତ ପରାଜୟ ଜାଣିବା ପରେ ଅଜିତ୍ ପାୱାର ଅନୋନ୍ୟପାୟ ହୋଇ ଶେଷରେ ଉପମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ବାଧ୍ୟ ହେଲେ । ବିଜେପି ପାଖରେ ସବୁ ବିକଳ୍ପ ବନ୍ଦ ହୋଇଗଲା । ଶେଷରେ ଫଡନାଭିସ୍ ହାତ ଟେକିଦେଇ ମୁଖ୍ୟମନ୍ତ୍ରୀ ଗାଦିରୁ ଓହ୍ଲାଇଗଲେ ।
ଏହି ଦୁଇ ମହାରଥୀଙ୍କ ମହାପ୍ରସ୍ଥାନ ସହ ମହାରାଷ୍ଟ୍ର ମହାନାଟକର ପ୍ରଥମାର୍ଦ୍ଧ ପରିସମାପ୍ତି ଘଟିଛି । ଦ୍ୱିତୀୟାର୍ଦ୍ଧରେ ଶିବସେନା, ଏନସିପି ଏବଂ କଂଗ୍ରେସ ମହାମେଣ୍ଟର ମହାସରକାର ଦେଖିବାକୁ ମିଳିପାରେ । ମହାମେଣ୍ଟର ନେତା ଭାବେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକୁରଙ୍କୁ ମନୋନୀତ କରିସାରିଛି । ସଂଧ୍ୟାରେ ବିଧିବଦ୍ଧ ଭାବେ ତାଙ୍କୁ ସର୍ବସମ୍ମତି ନେତା ନିର୍ବାଚିତ କରାଯିବ । ରାଜ୍ୟପାଳ ଏବେ ଉଦ୍ଧବ ଠାକୁରଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବାର ବାଟ ଫିଟିଛି ।
ଏଥିସହ ରାଜନୀତିରେ ନୀତି, ଆଦର୍ଶ କେଉଁସ୍ତରକୁ ଚାଲିଯାଇଛି ମହାରାଷ୍ଟ୍ର ତାହାର ମହାଉଦାହରଣ ସୃଷ୍ଟି କରିଛି । ଲୋକଙ୍କୁ ଇଡ଼ିଅଟ୍ ମନାଇବାର ହୀନ ଉଦ୍ୟମ କରିଛନ୍ତି ମହାଇଡ଼ିଅଟ୍ ରାଜନେତା । ଆଗାମୀ ଦିନରେ ଦେଶର ରାଜନୀତିରେ ଏହାର କିଭଳି ମହା ପ୍ରଭାବ ରହିବ ତାହାକୁ ନେଇ ସମସ୍ତଙ୍କ ଉକ୍ରଣ୍ଠା ବଢ଼ିଛି ।
Previous Post

ଫଡନାଭିସ୍ ଙ୍କ ଶକ୍ତିପରୀକ୍ଷା ଆସନ୍ତାକାଲି

Next Post

୨୦୨୩ ହକି ବିଶ୍ୱକପ୍ ବି ଓଡ଼ିଶାରେ

Next Post
୨୦୨୩ ହକି ବିଶ୍ୱକପ୍ ବି ଓଡ଼ିଶାରେ

୨୦୨୩ ହକି ବିଶ୍ୱକପ୍ ବି ଓଡ଼ିଶାରେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA