Thursday, April 30, 2026 04:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବନ୍ଧୁଙ୍କ ହାତ ଛାଡ଼ିଲେ ବନ୍ଧୁ; କଂଗ୍ରେସରେ ନବୀନ ନନ୍ଦ

by Our Correspondent
20 Mar, 2019- 01:15 PM
in Latest News, News, Politics
1 min read
0
ବନ୍ଧୁଙ୍କ ହାତ ଛାଡ଼ିଲେ ବନ୍ଧୁ; କଂଗ୍ରେସରେ ନବୀନ ନନ୍ଦ
ଭୁବନେଶ୍ୱର: ବୈଜୟନ୍ତ ପଣ୍ଡା ଓ ନବୀନ ନନ୍ଦଙ୍କ ମଧ୍ୟରେ ବନ୍ଧୁତା ଖୁବ୍ ନିବିଡ଼ । ଢ଼େଙ୍କାନାଳରେ ବୈଜୟନ୍ତ ହେଲିକପ୍ଟରରେ ଯୁଆଡେ ଯାଉଥିଲେ ସାଙ୍ଗରେ ନବୀନ ରହୁଥିଲେ । ବୈଜୟନ୍ତଙ୍କ ବିପଦ ବେଳେ ନବୀନ ଛିଡ଼ା ହେଉଥିଲା ବେଳେ ନବୀନଙ୍କ ବିପଦରେ ବୈଜୟନ୍ତ ଛିଡ଼ା ହେଉଥିଲେ । କୋଲକତାରେ ଏକ ବିୟୁଟି ପାର୍ଲରରୁ ନବୀନ ଗିରଫ ହେବା ବେଳେ ବୈଜୟନ୍ତଙ୍କ ଟୁଇଟର ତାଙ୍କ ପାଇଁ ସାହା ହୋଇଥିଲା । ତେବେ ଯେଉଁ ରାଜନୈତିକ ସ୍ୱାର୍ଥରେ ଦୁହିଁଙ୍କ ବନ୍ଧୁତା ନିବିଡ଼ ହୋଇଥିଲା ନବୀନ ନନ୍ଦ ତାହାର ଫାଇଦା ପାଇପାରିନାହାନ୍ତି । ଗତ ୪ ତାରିଖରେ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେଇ ରାଷ୍ଟ୍ରୀୟ ଉପସଭାପତି ପଦ ମଣ୍ଡନ କଲା ପରେ ନବୀନଙ୍କ ପଦ୍ମଧରାକୁ ସମସ୍ତଙ୍କର ଅପେକ୍ଷା ଥିଲା । ମାତ୍ର ତାହା ହୋଇନାହିଁ । ନିରାଶ ନବୀନ ଶେଷରେ କଂଗ୍ରେସ ଚାଲିଯାଇଛନ୍ତି । ଆଜି କଂଗ୍ରେସ ଭବନରେ ନିରଞ୍ଜନ ପଟ୍ଟନାୟକ ତାଙ୍କୁ ପୁଷ୍ପଗୁଛ ଦେଇ ଦଳରେ ସାମିଲ କରିଛନ୍ତି ।
ବୈଜୟନ୍ତଙ୍କ ବନ୍ଧୁ ତଥା ଢ଼େଙ୍କାନାଳର ଏହି ପୁର୍ବତନ ବିଧାୟକ ବିଜେପି ଯାଇ ନ ପାରିବାର କାରଣକୁ ନେଇ ଅନେକ ଚର୍ଚ୍ଚା ହେଉଛି । ବୈଜୟନ୍ତ ତାଙ୍କୁ ବିଜେପିକୁ ନେଇ ଢ଼େଙ୍କାନାଳ ଆସନରେ ଟିକେଟ ଦେବାକୁ କୁଆଡ଼େ କଥା ଦେଇଥିଲେ । ବୈଜୟନ୍ତ ଦିଲ୍ଲୀରେ ସେଥିପାଇଁ ପ୍ରବଳ ଚେଷ୍ଟା କରିଥିଲେ । ହେଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଚ୍ଛା ଥିଲା ଅଲଗା । ଧର୍ମେନ୍ଦ୍ରଙ୍କ ପ୍ରଭାବ ଆଗରେ ଫିକା ପଡ଼ିଗଲେ ବୈଜୟନ୍ତ । ନିରୁପାୟ ନବୀନ ଶେଷରେ କଂଗ୍ରେସ ଆସିବା ଛଡ଼ା ଅନ୍ୟ ବାଟ ନ ଥିଲା ।
Previous Post

ହିଞ୍ଜିଳି ପାଇଁ ନବୀନଙ୍କ ନାମାଙ୍କନ, ଦିଲ୍ଲୀରେ ଛିଣ୍ଡୁନି ବିଜେପି ତାଲିକା

Next Post

ବିଜେଡ଼ିରେ ବିଦ୍ରୋହର ନିଆଁ: ଦଳ ଛାଡ଼ିଲେ ପ୍ରତ୍ୟୁଷା, ପୂର୍ଣ୍ଣଚନ୍ଦ୍ର

Next Post
ବିଜେଡ଼ିରେ ବିଦ୍ରୋହର ନିଆଁ: ଦଳ ଛାଡ଼ିଲେ ପ୍ରତ୍ୟୁଷା, ପୂର୍ଣ୍ଣଚନ୍ଦ୍ର

ବିଜେଡ଼ିରେ ବିଦ୍ରୋହର ନିଆଁ: ଦଳ ଛାଡ଼ିଲେ ପ୍ରତ୍ୟୁଷା, ପୂର୍ଣ୍ଣଚନ୍ଦ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA