Monday, May 25, 2026 10:03 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବରଗଡ଼ ବିଜେପିରେ ବିଦ୍ରୋହ

by Our Correspondent
29 Sep, 2017- 06:56 PM
in Latest News, Politics
1 min read
0
ବରଗଡ଼ ବିଜେପିରେ ବିଦ୍ରୋହ
ଭୁବନେଶ୍ୱର: ଘରେ ନ ପଶୁଣୁ ଚାଳ ବାଜିଛି । ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ମିଶାଇ ବିଜେପି ନେତୃତ୍ୱ ବିଜେପୁର ଉପନିର୍ବାଚନ ତୟାର୍ କଲାବେଳକୁ କେଁ ପଶିଯାଇଛି । ଜିଲ୍ଲା ବିଜେପି ସଂଗଠନ ଅଶୋକଙ୍କ ପ୍ରାର୍ଥୀତ୍ୱକୁ ଗ୍ରହଣ କରିନି । ଆମ ଦଳରେ ଯୋଗ୍ୟ ପ୍ରାର୍ଥୀଙ୍କର ଅଭାବ ନାହିଁ । ଅନ୍ୟ ଦଳରୁ ଉଧାର ଆଣି ପ୍ରାର୍ଥୀ କରିବାର ଆବଶ୍ୟକତା କ’ଣ ବୋଲି ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ ହାଇକମାଣ୍ଡଙ୍କୁ ପ୍ରଶ୍ନ କରିଛନ୍ତି । ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଚିଠି ଲେଖି ସେ ଜିଲ୍ଲା ବିଜେପିର ମନୋଭାବ ଖାଲି ଜଣାଇନାହାନ୍ତି ବରଂ ଚରମବାଣୀ ଶୁଣାଇଛନ୍ତି ।
ଅଶୋକ ପାଣିଗ୍ରାହୀ ବିଜେପୁରରୁ ବିଜେପି ପ୍ରାର୍ଥୀ ହେଉଥିବା ନିଜେ ଘୋଷଣା କରିଛନ୍ତି । ଆସନ୍ତା ୨ ତାରିଖରେ ତାଙ୍କର ବିଜେପି ମିଶ୍ରଣ ପର୍ବ ବରପାଲ୍ଲୀରେ ହେବ । ଜୁଏଲ୍ ଓରାମ୍, ଧର୍ମେନ୍ଦ୍ର ପ୍ରଧାନ ସେଠି ଉପସ୍ଥିତ ରହିବେ । ୩୦ ହଜାର ସମର୍ଥକଙ୍କ ଗହଣରେ ଅଶୋକ ବିଜେପିରେ ମିଶିବାର ଦମ୍ଭ ଦେଖାଇଛନ୍ତି । ଏହି ଯୋଗଦାନ ପର୍ବକୁ ଚକାଚକ୍ କରିବାକୁ ଅଶୋକଙ୍କ ସମର୍ଥକମାନେ ବିଜେପୁରରେ ବ୍ୟାପକ ପ୍ରଚାର ଚଳାଇଛନ୍ତି । ହେଲେ ଆଜି ଜିଲ୍ଲା ସଭାପତିଙ୍କ ଚିଠି ଏହି ଆୟୋଜନକୁ ବିଗିଡ଼ାଇ ଦେଇଛି । ଅଶୋକଙ୍କ ଥାଟବାଟକୁ ପାଣିଚିଆ କରିଦେଇଛି । ନାରାୟଣ ସାହୁ ଲେଖିଛନ୍ତି, ଆମେ ଅଶୋକଙ୍କ ଯୋଗଦାନକୁ ବିରୋଧ କରୁନାହୁଁ । ମାତ୍ର ତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରୁଛୁ ।
ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତାଙ୍କୁ ବିଜେଡ଼ି ପ୍ରାର୍ଥୀ ଘୋଷଣା କଲା ପରେ ବିଜେପି ଅଶୋକଙ୍କୁ ଧରି ବଢ଼ିଆ ଖେଳ ଖେଳିଥିଲା । ବିଜେଡ଼ିରେ କେଁ ପୂରାଇବାକୁ ଉଦ୍ୟମ କରିଥିଲା । ମାତ୍ର ଏବେ ନିଜେ ସେହି ଖାଲରେ ପଡ଼ିଯାଇଛି । ଅଶୋକଙ୍କ ପ୍ରାର୍ଥୀତ୍ୱକୁ କୌଣସି ହାଲତ୍ ରେ ଗ୍ରହଣ କରାଯିବ ନାହିଁ ବୋଲି ବରଗଡ଼ ଜିଲ୍ଲା ବିଜେପି ସଭାପତି ସିଧା ସିଧା ଶୁଣାଇ ଦେଇଛନ୍ତି ।
Previous Post

ମାଆ ଜାଣେ ବାପ, ମନ ଜାଣେ ପାପ

Next Post

୫ଟି ରାଜ୍ୟର ନୂଆ ରାଜ୍ୟପାଳ

Next Post
୫ଟି ରାଜ୍ୟର ନୂଆ ରାଜ୍ୟପାଳ

୫ଟି ରାଜ୍ୟର ନୂଆ ରାଜ୍ୟପାଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA