Thursday, April 30, 2026 11:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲା ସଟ୍ ଡାଉନ

by Our Correspondent
23 Apr, 2020- 07:46 PM
in Latest News, News
1 min read
0
ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲା ସଟ୍ ଡାଉନ

ଭୁବନେଶ୍ୱର: ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣର ସଙ୍ଗୀନ ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି । ଏହି ତିନୋଟି ଜିଲ୍ଲାକୁ ୬୦ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ଏହି ତିନୋଟି ଜିଲ୍ଲା ସମ୍ପୂର୍ଣ୍ଣ ସଟ୍ ଡାଉନ୍ ରହିବ । ହେଲଥ୍ ଏମର୍ଜେନ୍ସୀକୁ ଛାଡ଼ିଦେଲେ କୌଣସି ଲୋକ ଘରୁ ବାହାରି ପାରିବେ ନାହିଁ । ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।

ଗତ ୪ ଓ ୫ ତାରିଖରେ ଭୁବନେଶ୍ୱର ସଟ୍ ଡାଉନ୍ ରୁ ସୁଫଳ ମିଳିବା ପରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । କାରଣ ଗତ ୫ ଦିନ ଧରି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରୁ କରୋନା ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି । କେସ୍ ନଂ ୬୧ ରୁ କେସ୍ ନଂ ୮୯ ସମୁଦାୟ ୨୯ ଆକ୍ରାନ୍ତଙ୍କ ମଧ୍ୟରୁ ୨୮ ଜଣ ଏହି ତିନୋଟି ଜିଲ୍ଲାର । ସବୁଠାରୁ ବଡ଼କଥା ହେଲା, ଏମାନଙ୍କ ସମସ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଛି । କିଏ ସିଧାସଳଖ କୋଲକତାରୁ ଆସି ସଂକ୍ରମିତ ହୋଇଛନ୍ତି ତ ଆଉ କେହି ସେମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ସୁତରାଂ ପଶ୍ଚିମବଙ୍ଗ ଫେରନ୍ତାମାନେ ଏବେ କରୋନା ସଂକ୍ରମଣର କାରଣ ହୋଇଛନ୍ତି । ଲକ୍ ଡାଉନ୍ ନିୟମ ଭାଙ୍ଗି ହଜାର ହଜାର ସଂଖ୍ୟାରେ ଲୁଚିଛପି ଆସିଥିବାରୁ ସମସ୍ତଙ୍କୁ ଠାବ କରାଯାଇପାରୁନାହିଁ ।
ସମସ୍ତଙ୍କୁ ଠାବ କରି କ୍ୱାରେଣ୍ଟାଇନ୍ କରିବା ଏବଂ ସାମ୍ପଲ୍ ଟେଷ୍ଟ କରିବାର ନିହାତି ଆବଶ୍ୟକତା ଦେଖାଦେଇଥିବାରୁ ସରକାର ସଟ୍ ଡାଉନ୍ ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି । ନଚେତ୍ ଅବସ୍ଥା ଆହୁରି ସଙ୍ଗୀନ ହେବାର ଆଶଙ୍କା ରହିଛି । ଜନସାଧାରଣ ପ୍ରଶାସନକୁ ସହଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ଅପିଲ୍ କରିଛନ୍ତି ।
ପୁଲିସ ଡିଜି ଶ୍ରୀ ଅଭୟ ମଧ୍ୟ ଏ ଦିଗରେ ଜନସାଧାରଣଙ୍କ ସହଯୋଗ ଚାହିଁଛନ୍ତି । ସଟ୍ ଡାଉନ୍ ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାର ଚେତାବନୀ ଦେଇଛନ୍ତି ।
Previous Post

ଅର୍ଣ୍ଣବ ଗୋସ୍ୱାମୀ – ସାମ୍ଵାଦିକତାର ପରିପନ୍ଥୀ ?

Next Post

ଭଦ୍ରକରୁ ଆଉ ଜଣେ, ଆକ୍ରାନ୍ତଙ୍କ ସଂଖ୍ୟା ୯୦

Next Post
ଭଦ୍ରକରୁ ଆଉ ଜଣେ, ଆକ୍ରାନ୍ତଙ୍କ ସଂଖ୍ୟା ୯୦

ଭଦ୍ରକରୁ ଆଉ ଜଣେ, ଆକ୍ରାନ୍ତଙ୍କ ସଂଖ୍ୟା ୯୦

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA