Tuesday, May 26, 2026 03:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପିକୁ ଫମ୍ପା ମାଠିଆ କହିଲେ ନବୀନ

by Our Correspondent
02 Oct, 2018- 03:28 PM
in Latest News, News
1 min read
0
ବିଜେପିକୁ ଫମ୍ପା ମାଠିଆ କହିଲେ ନବୀନ
ଭୁବନେଶ୍ୱର: ପବିତ୍ର ଗାନ୍ଧୀ ଜୟନ୍ତୀରେ ଆଜିଠାରୁ ଆରମ୍ଭ ହୋଇଛି ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା । ରାଜ୍ୟସ୍ତରୀୟ ଏହି ଅଭିଯାନକୁ ଭୁବନେଶ୍ୱରରେ ଆରମ୍ଭ କରିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେ କେନ୍ଦ୍ର ସରକାରକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜେପି ଫମ୍ପା ମାଠିଆ । ଫମ୍ପା ମାଠିଆର ଶବ୍ଦ ବେଶୀ ।
ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଝରଣା ସାହିରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ବିଜେପି ତାର ନିର୍ବାଚନ ଇସ୍ତାହାରରେ କହିଥିଲା । ଓଡ଼ିଶାବାସୀ ଆଜି ବି ସେହି ପ୍ରତିଶ୍ରୁତିକୁ ଅପେକ୍ଷା କରିଛନ୍ତି । ପ୍ରତିଶ୍ରୁତି କିଏ ପାଳନ କରୁଛି, କିଏ କରୁନି ତାହା ରାଜ୍ୟବାସୀ ଜାଣିଛନ୍ତି । ଫମ୍ପା ମାଠିଆର ଶବ୍ଦ ବେଶୀ । ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ । ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ମୋ ସରକାରରେ ଟଙ୍କାର ଅଭାବ ରହିବ ନାହିଁ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ଅନେକ ହିତାଧିକାରୀ କଟିଲେ । ତେଣୁ ରାଜ୍ୟ ସରକାର ବାଧ୍ୟ ହୋଇ ନିଜସ୍ୱ ଯୋଜନା କଲେ । ସମସ୍ତ ଗରିବଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେବା ଲକ୍ଷ୍ୟରେ ଆଜିଠାରୁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ହେଉଛି । ଏହି ଯୋଜନାରେ ୨୫ ଲକ୍ଷ ପରିବାର ଉପକୃତ ହେବେ । ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଆମେ ପାଳନ କରୁଛୁ । ଓଡ଼ିଶାବାସୀ ବିଜେଡ଼ି ସହ ଅଛନ୍ତି ଏବଂ ଆଗକୁ ରହିବେ ।

ଭୁବନେଶ୍ୱର ବିଜେଡ଼ି ଜିଲ୍ଲା ସଭାପତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ ଅନେକ କର୍ପୋରେଟର ଓ ଦଳୀୟ ନେତୃବର୍ଗ ଉପସ୍ଥିତ ଥିଲେ । ୫ ହଜାରରୁ ଅଧିକ ଦଳୀୟ କର୍ମୀଙ୍କର ସମାଗମ ହୋଇଥିଲା ।
ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ଆଜିଠାରୁ ବିଜେଡ଼ି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ବିଜେଡ଼ି ନେତା ଓ କର୍ମୀମାନେ ପଦଯାତ୍ରାରେ ଲୋକଙ୍କ ପାଖକୁ ଯାଇ ବିଜେଡ଼ି ସରକାରଙ୍କ ସଫଳତାର ବାର୍ତ୍ତା ପ୍ରଚାର କରିବେ । ଏଥିସହ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା, ପକ୍ଷପାତିତା ଓ ଓଡ଼ିଶାର ଦାବିଗୁଡ଼ିକ ସମ୍ପର୍କରେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବେ । ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ ଏହି ପଦଯାତ୍ରା ।
Previous Post

କଂଗ୍ରେସର ନିର୍ବାଚନ ସଜବାଜ: ୪୪ ଟି ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ

Next Post

ଆକ୍ରମଣର ପ୍ରତିବାଦ: ଏକତା ଦେଖାଇଲେ ସାମ୍ବାଦିକ

Next Post
ଆକ୍ରମଣର ପ୍ରତିବାଦ: ଏକତା ଦେଖାଇଲେ ସାମ୍ବାଦିକ

ଆକ୍ରମଣର ପ୍ରତିବାଦ: ଏକତା ଦେଖାଇଲେ ସାମ୍ବାଦିକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA