Friday, May 1, 2026 01:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପିରେ ମିଶିବେ ମନୋଜ ନାୟକ !

by Our Correspondent
09 Nov, 2017- 12:42 PM
in Latest News, Politics
1 min read
1
ବିଜେପିରେ ମିଶିବେ ମନୋଜ ନାୟକ !
ଭୁବନେଶ୍ୱର: ସମ୍ ହସ୍ପିଟାଲ୍, ଆଇଟିଇଆର୍ କଲେଜ, ପ୍ରମେୟ ପେପର୍ ଓ ନିଉଜ୍ ସେଭେନ୍ ଚାନେଲ୍ ମାଲିକ ମନୋଜ ନାୟକ ବିଜେପିରେ ମିଶିବେ । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମୂଲଚାଲ୍ ହେବା ପରେ ସେ ଏହି ନିଷ୍ପତ୍ତିରେ ପହଞ୍ଚିଥିବା ଜଣାପଡ଼ିଛି । ବ୍ୟବସାୟିକ ସ୍ୱାର୍ଥରକ୍ଷା ସହ କେନ୍ଦ୍ରାପଡ଼ା ଲୋକସଭା ଆସନ ନତୁବା ଯେ କୌଣସି ବିଧାନସଭା ଆସନରୁ ଲଢ଼ିବାକୁ ମନୋଜଙ୍କ ସର୍ତ୍ତ ତଥାସ୍ତୁ ହୋଇଥିବା ବିଜେପି ମହଲରୁ ସୂଚନା ମିଳିଛି ।
ମନୋଜ ନାୟକଙ୍କ ବିଜେପି ପ୍ରୀତି ଏଇ ବର୍ଷେ ହେଲା ଜୋର୍ ଧରିଛି । ସମ୍ ହସ୍ପିଟାଲ୍ ନିଆଁ ତାଙ୍କୁ ଜେଲ୍ ରେ ପୂରାଇଥିବାରୁ ରାଜ୍ୟ ସରକାରଙ୍କ ଉପରେ ତାଙ୍କର ପ୍ରଚଣ୍ଡ ରାଗ । ମାତ୍ର ପଛରେ ହଜାରେ କେଳେଙ୍କାରୀ ଥିବାରୁ ଖୋଲାଖୋଲି ରାଜ୍ୟ ସରକାରଙ୍କ ବିରୋଧରେ ଯିବା ତାଙ୍କ ପାଇଁ ପ୍ରତିବନ୍ଧକ ରହିଛି । ସେପଟେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସନ୍ତୁଷ୍ଟ କରି ଦିଲ୍ଲୀରୁ ନିଜ ବ୍ୟବସାୟିକ ସ୍ୱାର୍ଥ ହାସଲ କରିବା ବି ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସୁତରାଂ ମଝି ନଇରେ ଉବୁଟୁବୁ ହେଉଛନ୍ତି ମନୋଜ ନାୟକ । ନିଜ ଖବରକାଗଜ ଓ ଟିଭିକୁ ବି ସେଇ ଲାଇନ୍ ରେ ଚଲେଇଛନ୍ତି । ମଝିରେ ଜୋରସୋରରେ ବିଜେପି ପ୍ରଚାରରେ ଲଗାଇଥିଲେ । ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାର୍ଥକୁ ବେଶ୍ ଜଗାରଖା କରୁଥିଲେ । ହେଲେ ବେଶୀଦିନ ପାରିଲେନି । ବିଜେଡ଼ି ଚଟକଣିକୁ ବୋଧେ ଡରିଗଲେ । ଯେଉଁଥିପାଇଁ ଅବିକା ନିଉଟ୍ରାଲ୍ ଦେଖେଇବାକୁ ଚେଷ୍ଟା କରୁଛନ୍ତି । ବିଜେଡ଼ି ବିରୋଧରେ ଯାଇ ବିଜେପିକୁ ପୂରା ସମର୍ପିତ କଲେ ତାଙ୍କୁ ଆଉ ଥରେ ଜେଲ୍ ଯିବାକୁ ବେଶୀ ସମୟ ଲାଗିବନି ବୋଲି ବୋଧହୁଏ ଆଶଙ୍କା ଅଛି ।
ମାତ୍ର କ’ଣ ହେବ ? ଯେତେ ଯାହା କଲେ ବି ବିଜେପି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ତାଙ୍କର ଭୟ ଓ ଦୁର୍ବଳତା ଲୁଚିପାରୁନି । ବିଜେଡ଼ି ଆଡୁ ଭୟ, ପ୍ରତିବନ୍ଧକକୁ ଆଖି ବୁଜିଦେବାକୁ ସେ ନଗଦ ନିର୍ଭୟ ବାଣୀ ପାଇଛନ୍ତି । ଓଲଟି ଧର୍ମେନ୍ଦ୍ର କ୍ୟାମ୍ପର ଡର ଓ ପ୍ରଲୋଭନ ତାଙ୍କୁ ଗ୍ରାସ କରିଦେଇଛି । ନିକିତିରେ ନବୀନଙ୍କ ତୁଳନାରେ ଧର୍ମେନ୍ଦ୍ର ତାଙ୍କୁ ଭାରି ଲାଗିଛନ୍ତି । ତେଣୁ ଧର୍ମେନ୍ଦ୍ରଙ୍କ ହାତ ଧରି ଭବିଷ୍ୟତ ଚାଲିବାକୁ ସେ ମନସ୍ଥ କରିଥିବା ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି । 
Previous Post

ବିଚାର ବିଭାଗୀୟ ତଦନ୍ତ ଭେଳିକି !

Next Post

ବୈଜୟନ୍ତଙ୍କୁ ବିପଦ ମନୋଜ

Next Post
ବୈଜୟନ୍ତଙ୍କୁ ବିପଦ ମନୋଜ

ବୈଜୟନ୍ତଙ୍କୁ ବିପଦ ମନୋଜ

Comments 1

  1. manas rout says:
    8 years ago

    jitibe sure

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA