Friday, June 26, 2026 10:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କୁ ବିପଦ ମନୋଜ

by Our Correspondent
09 Nov, 2017- 09:43 PM
in Latest News
1 min read
0
ବୈଜୟନ୍ତଙ୍କୁ ବିପଦ ମନୋଜ
ଭୁବନେଶ୍ୱର: ପୁଞ୍ଜିପତି ମନୋଜ ନାୟକଙ୍କୁ ହାତେଇ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ଗୁଳିରେ ଗୁଡ଼ାଏ ଶିକାର ଯୋଜନାରେ ଅଛନ୍ତି । ଖାସ୍ କରି ବୈଜୟନ୍ତ ପଣ୍ଡାଙ୍କୁ ଚେକ୍ ଦେବା ତାଙ୍କ ପାଇଁ ପ୍ରାଥମିକତା ହୋଇଛି । ବୈଜୟନ୍ତଙ୍କ ବିଜେପି ଏଣ୍ଟ୍ରିକୁ ରୋକିବାକୁ ସେ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ସେଥିରେ ସଫଳ ହେବା ନେଇ ତାଙ୍କର ସନ୍ଦେହ ରହିଛି । କାରଣ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଓଡ଼ିଆ ଅଫିସର ପି.କେ. ମିଶ୍ରଙ୍କ ସହ ଚତୁର ବୈଜୟନ୍ତଙ୍କର ଭଲ ସମ୍ପର୍କ ଥିବାରୁ ଧର୍ମେନ୍ଦ୍ରଙ୍କ ବୁଦ୍ଧି ହଜିଯାଇଛି । ତେଣୁ ବୈଜୟନ୍ତ ତାଙ୍କ ଦଳକୁ ଆସିଲେ ବି ତାଙ୍କର କିଭଳି ପତ୍ତା କାଟିବେ ଆଗୁଆ ଯୋଜନାରେ ଅଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ରାପଡ଼ା ଲୋକସଭା ଆସନରେ ମନୋଜ ନାୟକଙ୍କୁ ପ୍ରାର୍ଥୀ କରି ବୈଜୟନ୍ତଙ୍କ ବାଟ କାଟିବାକୁ ସେ ଚାଲ୍ ରଖିଛନ୍ତି । କେନ୍ଦ୍ରାପଡ଼ାରୁ ଗତଥର ଲଢ଼ିଥିବା ବିଷ୍ଣୁ ଦାସ ଧର୍ମେନ୍ଦ୍ର କ୍ୟାମ୍ପ ର ହୋଇ ନ ଥିବାରୁ ତାଙ୍କୁ ଏଥର ଯେ ଟିକେଟ ମିଳିବ ସେ ଆଶା ନାହିଁ । ତେଣୁ ମନୋଜଙ୍କୁ ସେଠାରେ ଆଡଜଷ୍ଟ କରିବାକୁ ସେ ଚାହୁଁଛନ୍ତି । ଦିଲ୍ଲୀରୁ କ୍ଲିୟରାନ୍ସ ନ ମିଳିଲେ ବିକଳ୍ପ ଭାବେ ତାଙ୍କୁ ମହାକାଳପଡ଼ାରେ ଲଢ଼ାଇବାକୁ ସେ ମନସ୍ଥ କରିଛନ୍ତି । ଏହାହେଲେ ବିଜୟ ମହାପାତ୍ରଙ୍କୁ ସେ ସାଇଜ୍ କରିପାରିବେ ।
ବିଜେପି ଶିବିରରୁ ମିଳିଥିବା ସୂଚନା ଅନୁଯାୟୀ, ମନୋଜ ନାୟକଙ୍କ ପାଇଁ ଧର୍ମେନ୍ଦ୍ର ଅନେକ ସ୍ୱପ୍ନ ଖଂଜିଛନ୍ତି । ଗତଥର ଅମିତ୍ ଶାହା ଓଡ଼ିଶା ଆସିଥିଲା ବେଳେ ସେ ମନୋଜ ନାୟକଙ୍କୁ ଭେଟାଇଥିଲେ । ଆଉ ଅମିତ୍ ଙ୍କ ସାନ୍ନିଧ୍ୟ ପାଇ ମନୋଜ କୃତ୍ୟ କୃତ୍ୟ ହୋଇଥିଲେ । ମନୋଜଙ୍କ ହିସାବରେ ଧର୍ମେନ୍ଦ୍ରଙ୍କ ସାଙ୍ଗରେ ରହିଲେ ତାଙ୍କର ଲାଭ ହିଁ ଲାଭ । ବେପାର ବଢ଼ିବା ସାଙ୍ଗକୁ ରାଜନୈତିକ ପତିଆରା ବଢ଼ିବ । ଏହି ମିଶନ୍ ରଖି ମନୋଜ ଆଗକୁ ବଢ଼ୁଥିବା ଏହି ସୂତ୍ରରୁ ଜଣାପଡ଼ିଛି । ଏହି କାରଣରୁ ବିଜେଡ଼ି ପ୍ରତି ଥିବା ଡରକୁ ସେ ଆଖି ବୁଜିଦେଇଛନ୍ତି । ପଦ୍ମ ପ୍ରଚାରରେ ନିଜ ଖବରକାଗଜ ଓ ଟିଭିକୁ ଏବେ ବୁଝି ବିଚାରି ଲଗାଇ ଥିଲେ ମଧ୍ୟ ଆଗକୁ ଦମଦାର କରିବେ । ଏଥିପାଇଁ ମନୋଜ ବାହିନୀ ଏବେ ତିନି ନମ୍ବର ଗୁମାସ୍ତାଙ୍କ ଯୋଗାଯୋଗରେ ଥିବା ବିଜେପିର ଜଣେ ବରିଷ୍ଠ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି ।
Previous Post

ବିଜେପିରେ ମିଶିବେ ମନୋଜ ନାୟକ !

Next Post

ଦଳକୁ ଫେରିଲେ ପ୍ରଭାତ ତ୍ରିପାଠୀ

Next Post
ଦଳକୁ ଫେରିଲେ ପ୍ରଭାତ ତ୍ରିପାଠୀ

ଦଳକୁ ଫେରିଲେ ପ୍ରଭାତ ତ୍ରିପାଠୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA