Wednesday, May 6, 2026 10:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପି କ୍ଷମତାକୁ ଆସିଲେ..ଚିଟଫଣ୍ଡ ଅଭିଯୁକ୍ତ ବିଜେଡ଼ି ନେତାଙ୍କ ତଣ୍ଟି ମୋଡ଼ିବ

by Our Correspondent
02 Feb, 2019- 11:45 PM
in Latest News, News, Politics
1 min read
0
ବିଜେପି କ୍ଷମତାକୁ ଆସିଲେ..ଚିଟଫଣ୍ଡ ଅଭିଯୁକ୍ତ ବିଜେଡ଼ି ନେତାଙ୍କ ତଣ୍ଟି ମୋଡ଼ିବ
ଭୁବନେଶ୍ୱର: ଚିଟଫଣ୍ଡ ଅଭିଯୁକ୍ତ ବିଜେଡ଼ି ନେତାଙ୍କ ପାଇଁ ସତର୍କ ଘଣ୍ଟି । ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ସଂପୃକ୍ତ ନେତାମାନଙ୍କ ତଣ୍ଟି ମୋଡ଼ିକି ଟଙ୍କା ଆଦାୟ କରାଯିବ । ବିଜେପିର ପ୍ରବକ୍ତା ପିତାମ୍ବର ଆଚାର୍ଯ୍ୟ ଆଜି ଏକ ଟିଭିରେ ଏହା ଘୋଷଣା କରିଛନ୍ତି । ଥରେ ନୁହେଁ ତିନି ତିନି ଥର ଏହା ଦମ୍ଭର ସହ କହିଛନ୍ତି ବରିଷ୍ଠ ଆଇନଜୀବୀ ଶ୍ରୀ ଆଚାର୍ଯ୍ୟ ।
ତାଙ୍କର ମତ, ବିଜେଡ଼ି ସରକାର ଚିଟଫଣ୍ଡ ଜମାକାରୀ କ୍ଷତିଗ୍ରସ୍ତଙ୍କୁ ଭୂଆଁ ବୁଲାଉଛନ୍ତି । ରାଜ୍ୟ ସରକାର ୩୦୦ କୋଟି ଟଙ୍କାର କର୍ପସ୍ ଫଣ୍ଡ କରିଥିଲେ ମଧ୍ୟ କ୍ଷତିଗ୍ରସ୍ତଙ୍କୁ ଟଙ୍କାଟେ ବି ମିଳିନାହିଁ । ବିଜେପିର ମିଶନ୍ ୧୨୦ ପୂରଣ ହୋଇଗଲେ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଚଟାପଟ ମିଳିଯିବ । ଦାଗି ବିଜେଡ଼ି ନେତାଙ୍କ ସମ୍ପତ୍ତି ବାଡ଼ି ନିଲାମ କରାଯାଇ ଏହି ଟଙ୍କା ଆଦାୟ ହେବ । ହଁ, ହଁ.. ତଣ୍ଟି ମୋଡିକି ଟଙ୍କା ଆଦାୟ କରାଯିବ ।
ସିବିଆଇର ବିଶ୍ୱାସନୀୟତା ଉପରେ ଉଠୁଥିବା ପ୍ରଶ୍ନକୁ ଗୋଳେଇଥିଲେ ବିଜେପି ମୁଖପାତ୍ର । ସିବିଆଇ ସମ୍ପର୍କରେ ବହିପାଠକୁ ଉଦ୍ଧୃତ କରିଥିଲେ । ସିବିଆଇ ଉପରେ ମୋଦି ସରକାରଙ୍କ ଚାପ ନାହିଁ ବୋଲି କହିବାକୁ ଚେଷ୍ଟା କରିଥିଲେ । ତେବେ ଓଡ଼ିଶାର ଚିଟଫଣ୍ଡ ମାମଲାରେ ସିବିଆଇ ତଦନ୍ତର ଶିଥିଳତାକୁ କଷ୍ଟରେ ମାନିଥିଲେ । ନିର୍ବାଚନ ପୂର୍ବରୁ ହଠାତ ସିବିଆଇ ତତ୍ପର ହେବା ପ୍ରଶ୍ନର ଠୋସ୍ ଉତ୍ତର ଦେଇପାରି ନ ଥିଲେ ।
ଯଦି ସିବିଆଇ ଉପରେ ହସ୍ତକ୍ଷେପ ନାହିଁ, ତେବେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଜେଲ୍ ରେ ପୂରାଇବାକୁ କେନ୍ଦ୍ର ଓ ରାଜ୍ୟ ବିଜେପି ନେତାମାନେ କିଭଳି ଧମକୋଉଛନ୍ତି? କାହା ସାହାସରେ ଧମକୋଉଛନ୍ତି? ଏହି ପ୍ରଶ୍ନର ସିଧା ଜବାବ ଦେଇପାରି ନ ଥିଲେ ବିଜେପି ମୁଖପାତ୍ର । ଦଳର ନେତାମାନଙ୍କ ଧମକକୁ ଯଥାର୍ଥ ବୋଲି ଓଲଟି ଦର୍ଶାଇଥିଲେ ।
ବିତର୍କରେ ଅନ୍ୟତମ ଅତିଥି ଥିବା କଂଗ୍ରେସର ବରିଷ୍ଠ ନେତା ତଥା ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ପ୍ରତିପକ୍ଷ ବିଜେପି ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ଆଚାର୍ଯ୍ୟଙ୍କ ମନ୍ତବ୍ୟରେ ଆଶ୍ଚର୍ଯ୍ୟ ହୋଇଥିଲେ । ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇବା ପାଇଁ ଆଇନରେ ଯଥେଷ୍ଟ ବ୍ୟବସ୍ଥା ରହିଛି । କିନ୍ତୁ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ କ୍ଷତିଗ୍ରସ୍ତ ଜମାକାରୀମାନେ ଟଙ୍କା ଫେରି ପାଉନାହାନ୍ତି ବୋଲି ସେ ଯୁକ୍ତି ଦର୍ଶାଇଥିଲେ । କାହାରିକୁ ତଣ୍ଟି ମୋଡ଼ି ଟଙ୍କା ଆଦାୟ କରିବା.. ଜଣେ ବରିଷ୍ଠ ଆଇନଜୀବୀଙ୍କ ମୁହଁରୁ ଏଭଳି କଥା ତାଙ୍କୁ କେମିତି ଖଟକା ଲାଗିଥିଲା । ଆଇନବହିରେ ଏଭଳି ପାଠ ନାହିଁ ବୋଲି ସେ ବୁଝାଇ ଦେଇଥିଲେ ।
ବିଜେପି ମୁଖପାତ୍ରଙ୍କ ଏଭଳି ମନ୍ତବ୍ୟ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
Previous Post

ରିଷି କୁମାର ଶୁକ୍ଲା ସିବିଆଇ ନୂଆ ନିର୍ଦ୍ଦେଶକ

Next Post

ଆସିଲା ‘କାଳିଆ ଛାତ୍ରବୃତ୍ତି’; ଚାଷୀପିଲା ମାଗଣାରେ ପଢ଼ିବେ ବୃତ୍ତିଗତ ପାଠ

Next Post
ଆସିଲା ‘କାଳିଆ ଛାତ୍ରବୃତ୍ତି’; ଚାଷୀପିଲା ମାଗଣାରେ ପଢ଼ିବେ ବୃତ୍ତିଗତ  ପାଠ

ଆସିଲା ‘କାଳିଆ ଛାତ୍ରବୃତ୍ତି’; ଚାଷୀପିଲା ମାଗଣାରେ ପଢ଼ିବେ ବୃତ୍ତିଗତ ପାଠ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA