Wednesday, April 29, 2026 05:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ିକୁ ଫେରିଲେ ପ୍ରଫୁଲ୍ଲ ଘଡ଼ାଇ

by Our Correspondent
18 Mar, 2019- 06:46 PM
in Latest News, News, Politics
1 min read
0
ବିଜେଡ଼ିକୁ ଫେରିଲେ ପ୍ରଫୁଲ୍ଲ ଘଡ଼ାଇ
ଭୁବନେଶ୍ୱର: ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇଙ୍କୁ ଦଳକୁ ଫେରାଇ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଉପରେ ଥିବା ବହିଷ୍କାର ଆଦେଶକୁ ଆଜି ଉଠାଇ ଦିଆଯାଇଛି । ୨୦୧୪ ମସିହା ସେପ୍ଟେମ୍ବର ୨୦ ତାରିଖରେ ଘଡାଇ ବିଜେଡ଼ିରୁ ବହିଷ୍କୃତ ହୋଇଥିଲେ । ଘଡ଼ାଇଙ୍କ ଦୋଷ ଥିଲା, ତାଙ୍କ ଘରକୁ ସାକ୍ଷାତକାର ନେବାକୁ ଆସିଥିବା ଜଣେ ସାମ୍ବାଦିକଙ୍କ ସହ ଅନଔପଚାରିକ କଥାବାର୍ତ୍ତା ବେଳେ ନବୀନଙ୍କ ବିରୋଧରେ କିଛି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ପ୍ରଫୁଲ୍ଲଙ୍କ ଏହି ମନ୍ତବ୍ୟ ବିଜେଡ଼ିରେ ଝଡ଼ ସୃଷ୍ଟି କରିଥିଲା ।
ତେବେ ନବୀନଙ୍କ କଠୋର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଶ୍ରୀ ଘଡ଼ାଇ ପ୍ରତିକ୍ରିୟାଶୀଳ ହୋଇନଥିଲେ । ଏ ପର୍ଯ୍ୟନ୍ତ ସେ ନବୀନ କିମ୍ବା ବିଜେଡ଼ି ବିରୋଧରେ କେଉଁଠି ପଦୁଟିଏ କହି ନ ଥିଲେ । ବରଂ ସୁକିନ୍ଦାରୁ ବିଜେଡ଼ି ବିଧାୟକ ଥିବା ପୁଅ ପ୍ରୀତିରଂଜନଙ୍କୁ ସବୁ ପ୍ରକାର ସହଯୋଗ କରୁଥିଲେ । ନିକଟରେ ଡାକ୍ତର ଦାମୋଦର ରାଉତ ବିଜେଡ଼ିରୁ ତଡ଼ା ଖାଇଲା ପରେ ବିଜୁପ୍ରେମୀଙ୍କୁ ଏକାଠି କରିବାକୁ ଉଦ୍ୟମ କରୁଛି କହି ଗଣମାଧ୍ୟମରେ ପ୍ରଫୁଲ୍ଲ ଘଡ଼ାଇଙ୍କ ନାଁ ନେଇଥିଲେ । ଘଡ଼ାଇଙ୍କ ସହ ସେ କଥା ହୋଇଛନ୍ତି ବୋଲି ଦାମ କହିଥିଲେ । ମାତ୍ର ଦାମଙ୍କ ଏଭଳି ମନ୍ତବ୍ୟରେ ଶ୍ରୀ ଘଡ଼ାଇ ଆଶ୍ଚର୍ଯ୍ୟପ୍ରକଟ କରିବା ସହ ଦାମଙ୍କ ସହ ତାଙ୍କର କୌଣସି କଥାବାର୍ତ୍ତା ହୋଇନାହିଁ କି ସେ ତାଙ୍କ ସାଙ୍ଗରେ ଯିବାର ନାହିଁ ବୋଲି ସ୍ପଷ୍ଟ କରିଥିଲେ ।
ଶ୍ରୀ ଘଡ଼ାଇ ବିଜେଡ଼ିକୁ ଫେରିବାକୁ ଆଗ୍ରହୀ ବୋଲି ବହୁ ଦିନ ହେଲା ଚର୍ଚ୍ଚା ହୋଇ ଆସୁଥିଲା । ଶେଷରେ ଏହି ଅଭିଜ୍ଞ ପୁରୁଖା ନେତାଙ୍କ ବିଜେଡ଼ି ଓ ନବୀନଙ୍କ ପ୍ରତି ରହିଥିବା ନିରବ ଆନୁଗତ୍ୟକୁ ସ୍ୱୀକୃତି ମିଳିଛି । ସାତ ସାତ ଥର ବିଧାୟକ ତଥା ମନ୍ତ୍ରୀ ବ୍ୟତିରେକେ ଓଡ଼ିଶା ରାଜନୀତିରେ ତାଙ୍କର ଲମ୍ବା ଅଭିଜ୍ଞତା ଦଳ ପାଇଁ ଏବେ ବିଶେଷ ସହାୟକ ହେବ ବୋଲି ବିଜେଡ଼ି ନେତାମାନେ ଆଶା ରଖିଛନ୍ତି । ତେବେ ଶ୍ରୀ ଘଡ଼ାଇ ନିର୍ବାଚନ ଲଢ଼ିବେ ନା ନାହିଁ ତାହା ସ୍ପଷ୍ଟ ଜଣାପଡ଼ିନାହିଁ ।
Previous Post

୧୪ ବିଧାୟକଙ୍କ ଟିକେଟ କଟିଲା, ଲୋକସଭା ପାଇଁ ୮ ନୂଆ ମୁହଁ

Next Post

ମିଛ କାଗଜର ପ୍ରେସମିଟ୍ ଲାଇଭ୍

Next Post
ମିଛ କାଗଜର ପ୍ରେସମିଟ୍ ଲାଇଭ୍

ମିଛ କାଗଜର ପ୍ରେସମିଟ୍ ଲାଇଭ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA