Saturday, April 18, 2026 02:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ିରେ କିଏ ସେହି ଗୁପ୍ତଚର ?

by Our Correspondent
24 Aug, 2017- 07:07 PM
in Latest News, Politics
1 min read
0
ବିଜେଡ଼ିରେ କିଏ ସେହି ଗୁପ୍ତଚର ?

Bhubaneswar, Orissa. For Archive. Date:24/12/2010. Chief Minister Naveen Patnaik is at a function in Bhubaneswar. Photo: Ashoke Chakrabarty

ଭୁବନେଶ୍ୱର: ବିଜେଡ଼ି ଓ ବିଜେପି ମଧ୍ୟରେ ଲଢେଇ ଏବେ ଟିଭି କି ଖବରକାଗଜରେ ସୀମିତ ନାହିଁ । ନିର୍ବାଚନ ଯୁଦ୍ଧ ପାଇଁ ଉଭୟ ଦଳ ଖାତା କଲମରେ ନିଜ ନିଜ ରଣନୀତି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଭଳି ଘଡ଼ିସନ୍ଧି ସମୟରେ ବିଜେଡ଼ିରେ ଆର୍ବିଭାବ ଘଟିଛି ହାଇପ୍ରୋଫାଇଲ୍ ଗୁପ୍ତଚରଙ୍କର । ବିରୋଧୀ ଦଳର ଭିତିରି ଷ୍ଟ୍ରାଟେଜିକୁ ସାଉଁଟିବା ବଦଳରେ ନିଜ ଦଳ ଓ ସରକାରର ଭିତିରି ଖବର ବାହାରକୁ ପାସ୍ ଅନ୍ କରୁଛନ୍ତି । ଖାସ୍ ନବୀନ ନିବାସ ଓ ତୃତୀୟ ମହଲାର ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା/ବ୍ଲୁ ପ୍ରିଣ୍ଟ ସେଇବାଟେ ଲିକ୍ ହୋଇଯାଉଛି । ବିଜେଡ଼ିର ଯୋଜନା ସାକାର ହେବା ପୂର୍ବରୁ ବିଜେପି ଶିବିରରେ ପହଞ୍ଚିଯାଉଛି ଖବର । ଏଭଳି କିଛି ଅର୍ନ୍ତଘାତୀ ଘଟଣା ଖୋଦ୍ ବିଜେଡ଼ି ସୁପ୍ରିମୋଙ୍କୁ ବିବ୍ରତ କରିଛି । ବିଜେପି ପାଇଁ ଗୁପ୍ତଚରୀ କରୁଥିବା ନିଜର ତଥାକଥିତ ବିଶ୍ୱସ୍ତ ଅନୁଗତଙ୍କ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛନ୍ତି ।
ବିଜେଡ଼ିର ଅନ୍ଦର ମହଲରୁ ମିଳିଥିବା ସୂଚନା ଅନୁଯାୟୀ, ଏହା ଭିତରେ ଦଳ ଓ ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ନିମିଷକେ ପହଞ୍ଚୁଛି ଧର୍ମେନ୍ଦ୍ରଙ୍କ କ୍ୟାମ୍ପରେ । ବିଜେଡ଼ିରେ ବିଭୀଷଣ ସାଜିଥିବା ଜଣେ ଦଳୀୟ ସାଂସଦଙ୍କ ଅଫିସ ମଧ୍ୟ ଏଭଳି ଯୋଜନାକୁ ଆଗୁଆ ଜାଣୁଛି । ବିଜେଡ଼ି ଗୁପ୍ତଚର ଏକା ସାଙ୍ଗରେ ସାଂସଦ ଓ ଧର୍ମେନ୍ଦ୍ରଙ୍କ ପାଇଁ କାମ କରୁଥିବା ସନ୍ଦେହ କରାଯାଉଛି । ଏମିତି ବି ହୋଇପାରେ, ସାଂସଦଙ୍କ ଜରିଆରେ ଧର୍ମେନ୍ଦ୍ରଙ୍କ କ୍ୟାମ୍ପକୁ ଖବର ପଠାଉଛନ୍ତି ଗୁପ୍ତଚର । ଏହାକୁ ନେଇ ଦଳର ଅନେକ ନେତା ଚିନ୍ତାରେ ପଡ଼ିଛନ୍ତି । ନିଜ ଦଳରେ ଅନ୍ତର୍ଘାତୀ କାର୍ଯ୍ୟ କରୁଥିବା ସହଯୋଗୀଙ୍କୁ ଠାବ କରିବା ସେମାନଙ୍କ ପାଇଁ ବଡ଼ ଚାଲେଂଜ ହୋଇଛି । ବିଜେଡ଼ି ଗୋପପୁରରେ ଏହି କଳା କହ୍ନେଇ ବଢ଼ୁଥିବା ବେଳେ ନବୀନଙ୍କ ଏକାନ୍ତ ଅନୁଗାମୀ ବୋଲାଉଥିବା ଅନ୍ୟ ନେତାମାନେ ପରଷ୍ପରକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି ।
ନିଜ ନାଁ ଗୋପନ ରଖିବା ସର୍ତ୍ତରେ ବିଜେଡ଼ିର ଜଣେ ବରିଷ୍ଠ ନେତା ଏହାକୁ ସଙ୍ଗୀନ ଦର୍ଶାଇବା ସହ ଜଣେ ଯୁବ କାର୍ପଟଦାରଙ୍କ ଭୂମିକା ଆଡକୁ ଅଙ୍ଗୁଳି ଉଠାଇଛନ୍ତି । ଠିକ୍ ସମୟରେ ତାଙ୍କର ମୁଖା ଖୋଲାଯିବ ବୋଲି ସେ କହିଛନ୍ତି । ତେବେ ଦଳ ଭିତରର ଅକୁହା କଥାକୁ ଅଧିକ ଖୋଲିବା ପାଇଁ ସେ ଅନିଚ୍ଛା ପ୍ରକାଶ କରିଛନ୍ତି ।
Previous Post

ଧର୍ମେନ୍ଦ୍ର ଭକୁଆ ବନେଇଲେ

Next Post

ସାର୍ ଙ୍କୁ ସ୍କୁଲ ଫେରାଇବ କିଏ ?

Next Post
ସାର୍ ଙ୍କୁ ସ୍କୁଲ ଫେରାଇବ କିଏ ?

ସାର୍ ଙ୍କୁ ସ୍କୁଲ ଫେରାଇବ କିଏ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA