Tuesday, May 26, 2026 09:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ିରେ ଯୋଗେଶ ସିଂ, କୁସୁମ ଟେଟେଙ୍କୁ ଥଇଥାନ

by Our Correspondent
06 Feb, 2019- 06:18 PM
in Latest News, News, Politics
1 min read
0
ବିଜେଡ଼ିରେ ଯୋଗେଶ ସିଂ, କୁସୁମ ଟେଟେଙ୍କୁ ଥଇଥାନ
ଭୁବନେଶ୍ୱର: ସୁନ୍ଦରଗଡ଼ର ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂ ଆଜି ଶଙ୍ଖ ଧରିଛନ୍ତି । ବିଜେଡ଼ି ମୁଖ୍ୟ କାର୍ଯ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡ଼ିରେ ଯୋଗଦେଇଛନ୍ତି । ଯୋଗେଶ ବିଜେଡ଼ିରେ ଯୋଗଦେବେ ବୋଲି ପୂର୍ବରୁ ଚର୍ଚ୍ଚା ହୋଇ ଆସୁଥିଲା । ନିକଟରେ କଂଗ୍ରେସ ତାଙ୍କୁ ସସପେଣ୍ଡ କଲା ପରେ ସେ ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ତାଙ୍କର ବିଜେଡ଼ି ଯୋଗଦାନ ସ୍ପଷ୍ଟ ହୋଇଯାଇଥିଲା । ଆଜିର ମିଶ୍ରଣ ପର୍ବ ପାଇଁ ଯୋଗେଶ ସୁନ୍ଦରଗଡ଼ରୁ ବହୁ ସମର୍ଥକ ଆଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରା ପ୍ରତି ଆକୃଷ୍ଟ ହୋଇ ସେ ବିଜେଡ଼ିରେ ମିଶିଲେ ବୋଲି କହିଛନ୍ତି । ଯୋଗେଶଙ୍କ ଯୋଗଦାନ ସୁନ୍ଦରଗଡ଼ରେ ବିଜେଡ଼ିକୁ ଆହୁରି ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି ।
ମିଶ୍ରଣପର୍ବରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଷାନ, ବିଜେଡ଼ି ନେତ୍ରୀ କୁସୁମ ଟେଟେ, ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
ସେପଟେ ସୁନ୍ଦରଗଡ଼ର ବିଜେଡ଼ି ଆଶାୟୀ ଶ୍ରୀମତୀ କୁସୁମ ଟେଟେଙ୍କୁ ସୁନ୍ଦରଗଡ଼ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଦରେ ଥଇଥାନ କରାଯାଇଛି । ଏ ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇ ବର୍ଷ ପାଇଁ ସେ ଏହି ପଦବୀରେ କାର୍ଯ୍ୟ କରିବେ ।
ସୂଚନାଯୋଗ୍ୟ, ଯୋଗେଶଙ୍କ ବିଜେଡ଼ି ଆଗମନରେ ଉତକ୍ଷିପ୍ତ ଥିଲେ ଶ୍ରୀମତୀ ଟେଟେ । ଗତଥର ସେ ସୁନ୍ଦରଗଡ଼ ଆସନରୁ ବିଜେଡ଼ିର ପ୍ରାର୍ଥୀ ହୋଇ ଯୋଗେଶଙ୍କଠାରୁ ହାରିଥିଲେ । ଯୋଗେଶ ବିଜେଡ଼ିକୁ ଆସିବା ପରେ ସେ ଟିକେଟ ହରାଇବାର ଆଶଙ୍କା କରି ବିଦ୍ରୋହୀ ହୋଇପଡ଼ିଥିଲେ । ତାଙ୍କୁ ବୁଝାସୁଝା କରିବା ପାଇଁ ନିକଟରେ ପର୍ଯ୍ୟବେକ୍ଷକ ପ୍ରଶାନ୍ତ ନନ୍ଦ ଓ ପୂର୍ବତନ ମନ୍ତ୍ରୀ ପ୍ରଣବ(ବବି) ପ୍ରକାଶ ଦାସ ତାଙ୍କ ଘରକୁ ଯାଇଥିଲେ ।
Previous Post

ରାହୁଲ ଗର୍ଜିଲେ: ଚୌକିଦାର ଚୋର, ନବୀନ ପଟ୍ଟନାୟକ ରିମୋଟ୍ କଣ୍ଟ୍ରୋଲ

Next Post

ବେମାର ଆଣିଲା ସମନ

Next Post
ବେମାର ଆଣିଲା ସମନ

ବେମାର ଆଣିଲା ସମନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA