Thursday, April 30, 2026 02:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ି-ବିଜେପି ଛକାଛକି, ହିଂସାକାଣ୍ଡ ଆଶଙ୍କା

by Our Correspondent
17 Sep, 2017- 11:52 PM
in Latest News, Politics
1 min read
0
ବିଜେଡ଼ି-ବିଜେପି ଛକାଛକି, ହିଂସାକାଣ୍ଡ ଆଶଙ୍କା
ଭୁବନେଶ୍ୱର: ଆସନ୍ତାକାଲି ବିଜେଡ଼ି ଛାତ୍ର, ଯୁବ ଓ ମହିଳା ସଂଗଠନ ପକ୍ଷରୁ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ୫ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ହରତାଳ ହେବ । ପେଟ୍ରୋଲ୍, ଡିଜେଲ୍ ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଏହି ଆନ୍ଦୋଳନ ର ଡାକରା ଦିଆଯାଇଛି । ତେବେ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ବିଜେପି ବି ନିଜକୁ ତୟାର୍ କରିଛି । ବିଜେଡ଼ି ହରତାଳ ତାଳରେ ଚାଷୀମେଳିର ଆୟୋଜନ କରିଛି ବିଜେପି । ଏଥିପାଇଁ ଆଇନଶୃଙ୍ଖଳା ପରିସ୍ଥିତି ବି ସୃଷ୍ଟି ହୋଇପାରେ ବୋଲି ପୁଲିସକୁ ସତର୍କ କରିଛି ।
ତେଲଦର ବୃଦ୍ଧି ପ୍ରତିବାଦରେ ୧୮ ତାରିଖରୁ ଆନ୍ଦୋଳନ କରିବାକୁ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ଘୋଷଣା କରିଥିଲା । ଆଜି ଆଉ ଏକ ସାମ୍ବାଦିକ ସମ୍ମିଳନୀ କରି ଆସନ୍ତାକାଲି ପ୍ରସ୍ତାବିତ ହରତାଳ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲା । ତେବେ ସଂଧ୍ୟାରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଗଣମାଧ୍ୟମକୁ ଏକ ପ୍ରେସ୍ ଇସ୍ତାହାର ଦିଆଯାଇଛି । ‘ଋଣମୁକ୍ତ ଚାଷୀ ଓ ସୁଧମୁକ୍ତ ଋଣ’ ଦାବି ନେଇ ଚାଷୀଙ୍କଠାରୁ ମୋର୍ଚ୍ଚା ଦସ୍ତଖତ ସଂଗ୍ରହ କରିଛି । ତାହା ୧୮ ତାରିଖ ଦିନ ରାଜ୍ୟପାଳଙ୍କୁ ଦିଆଯାଇଥାଆନ୍ତା । ମାତ୍ର ରାଜଭବନ ଆଗରେ ଏକାଠି ହେବାକୁ ପୁଲିସ ସେମାନଙ୍କୁ ଅନୁମତି ଦେଇନାହିଁ । ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଚାଷୀ ଆସିବେ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ପୁଲିସ ଦାୟୀ ରହିବ ବୋଲି ବିଜେପି କୃଷକ ମୋର୍ଚ୍ଚା ଚେତାବନୀ ଦେଇଛି । ବିଜେପିର ଏହି ଛାୟା ଯୁଦ୍ଧ ଡାକରା ରାଜନୀତି ମଇଦାନକୁ ସରଗରମ କରିଥିବା ବେଳେ ବିଜେଡ଼ି ହରତାଳ ଛାଇରେ ହିଂସାକାଣ୍ଡର ଆଶଙ୍କା ଉପୁଜିଛି ।
ମିଳିଥିବା ଖବର ଅନୁଯାୟୀ, ହରତାଳ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେଡ଼ି ଦମ୍ ଖଟାଇଦେଇଛି । ହରତାଳକୁ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବାକୁ ଖୋଦ୍ ନବୀନ ନିବାସରୁ ନିର୍ଦ୍ଦେଶ ଆସିଛି । ତେବେ ସେଥିରେ କେଁ ପୂରାଇ ଆନ୍ଦୋଳନକୁ ଫ୍ଲପ୍ କରିବାକୁ ବିଜେପି ଫୁଲ୍ ପ୍ରସ୍ତୁତି ଚଳାଇଥିବା ଗୁଇନ୍ଦା ବିଭାଗକୁ ଖବର ମିଳିଛି । କୃଷକ ମୋର୍ଚ୍ଚା ଆନ୍ଦୋଳନକୁ ଢ଼ାଲ୍ କରି ବିଜେଡ଼ିକୁ ବଦନାମ କରିବା ପାଇଁ ବିଜେପି କୁଆଡେ ହିଂସାକାଣ୍ଡର ଯୋଜନା କରିଛି । ବିଜେଡ଼ି କର୍ମୀଙ୍କୁ ତତାଇ ବ୍ୟାପକ ଗଣ୍ଡଗୋଳର ଜାଲ୍ ବିଛାଇଛି । ଗୁଇନ୍ଦା ସୂଚନା ମିଳିଲା ପରେ ଭୁବନେଶ୍ୱର ସମେତ ବିଭିନ୍ନ ଜାଗାରେ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ତେଣେ ବିଜେପି ଯୋଜନା ଭଣ୍ଡୁର କରିବାକୁ ବିଜେଡି କର୍ମୀମାନେ ଛକାଛକିରେ ଥିବା ସୂଚନା ମିଳିଛି ।
Previous Post

ଶାସ୍ତ୍ରୀନଗରରେ ବିଜେଡ଼ି-ବିଜେପି ଅପୂର୍ବ ମିଳନ

Next Post

ହରତାଲ୍ ନାଁରେ ଗୁଣ୍ଡାଗର୍ଦ୍ଦି, ଲୋକେ ହରକତ

Next Post
ହରତାଲ୍ ନାଁରେ ଗୁଣ୍ଡାଗର୍ଦ୍ଦି, ଲୋକେ ହରକତ

ହରତାଲ୍ ନାଁରେ ଗୁଣ୍ଡାଗର୍ଦ୍ଦି, ଲୋକେ ହରକତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA