Saturday, April 18, 2026 10:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ି ଯାତ୍ରା ବାତିଲ, ନବୀନଙ୍କ ପାଇଁ ନିରାଡମ୍ବର ଶୁଭେଚ୍ଛା

by Our Correspondent
19 Aug, 2017- 11:12 PM
in Latest News, Politics
1 min read
0
ବିଜେଡ଼ି ଯାତ୍ରା ବାତିଲ, ନବୀନଙ୍କ ପାଇଁ ନିରାଡମ୍ବର ଶୁଭେଚ୍ଛା
ଭୁବନେଶ୍ୱର: ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ଦୁର୍ଘଟଣା ବିଜୁ ଜନତା ଦଳର ପ୍ରସ୍ତାବିତ ନବୀନ ସ୍ୱାଗତ ଯାତ୍ରାକୁ ଅଟକାଇଦେଇଛି । ଏଭଳି ଦୁଃଖଦ ମୁହୁର୍ତ୍ତରେ ଆଡମ୍ବରପୁର୍ଣ୍ଣ ସମ୍ବର୍ଦ୍ଧନା ଯାତ୍ରା ନ କରିବାକୁ ଦଳ ନିଷ୍ପତ୍ତି ନେଇଛି । ଆଉଟଲୁକ୍ ପତ୍ରିକାରେ ନବୀନଙ୍କୁ ‘ଶ୍ରେଷ୍ଠ ପ୍ରଶାସକ’ ଉପାଧି ମିଳିଥିବାରୁ ଆସନ୍ତାକାଲି ଭୁବନେଶ୍ୱର ଫେରୁଥିବା ନବୀନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଦଳ ପକ୍ଷରୁ ଜାକଜମକ ପ୍ରସ୍ତୁତି ହୋଇଥିଲା । ଏୟାରପୋର୍ଟରୁ ନବୀନ ନିବାସ ଯାଏଁ ସ୍ୱାଗତ ଯାତ୍ରାର ଆୟୋଜନ କରାଯାଇଥିଲା । ମାତ୍ର ସଂଧ୍ୟାରେ ରେଳ ଦୁର୍ଘଟଣା ଖବର ଏହି ଆୟୋଜନକୁ ମିଳାଇ ଦେଇଛି । ବରାଦି ଦିଆଯାଇଥିବା ବାଜା ବାଣ ବାଲାଙ୍କୁ ଟଙ୍କା ଫେରସ୍ତ କରାଯାଇଛି ।
ଆଜି ରାତି ୯ଟାରେ ବିଜେଡ଼ି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା । ଉପସ୍ଥିତ ଥିଲେ ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ ଓ ପୁଷ୍ପେନ୍ଦ୍ର ସିଂହଦେଓ । ପୁରୀ-ହରିଦ୍ୱାର ଟ୍ରେନ ଦୁର୍ଘଟଣାର ଦୁଃଖଦ ମୁହୂର୍ତ୍ତ ବେଳେ ଆସନ୍ତାକାଲି ଭୁବନେଶ୍ୱର ଫେରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର କୃତିତ୍ୱ ପାଇଁ ନିରାଡମ୍ବର ଭାବେ ଶୁଭେଚ୍ଛା ଜଣାଇବାକୁ ଦଳ ପକ୍ଷରୁ ସେମାନେ ଅନୁରୋଧ କରିଛନ୍ତି । ରେଳ ଦୁର୍ଘଟଣାରେ ମୃତାହତ ପରିବାରଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ଜଣାଇବା ସହ ଦଳ ପକ୍ଷରୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ଆସନ୍ତାକାଲି ଦଳ ପକ୍ଷରୁ ଏକ ଟିମ୍ ଟ୍ରେନ ଦୁର୍ଘଟଣାଗ୍ରସ୍ତ ଅଞ୍ଚଳ ଓ ଆହତମାନେ ଚିକିତ୍ସିତ ହେଉଥିବା ହସ୍ପିଟାଲ୍ ଯିବେ ବୋଲି ସେମାନେ ସୂଚନା ଦେଇଛନ୍ତି । ମୃତକଙ୍କ ପରିବାର ଓ ଆହତଙ୍କୁ ପର୍ଯ୍ୟାପ୍ତ ସହାୟତା ଯୋଗାଇବାକୁ କେନ୍ଦ୍ର ରେଳ ବିଭାଗକୁ ନିବେଦନ କରିଛନ୍ତି ।
ଅନ୍ୟପକ୍ଷରେ ଲୁଲୁ ସେନା ପକ୍ଷରୁ ଆସନ୍ତାକାଲି ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଭୁବନେଶ୍ୱରର ଭଞ୍ଜ କଳାମଣ୍ଡପରେ ଆୟୋଜନ କରାଯାଇଛି ଆଡମ୍ବରପୂର୍ଣ୍ଣ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ । ପାଇକ ବିଦ୍ରୋହକୁ ଜାତୀୟସ୍ତରରେ ମାନ୍ୟତା ଦେବାରେ ଧର୍ମେନ୍ଦ୍ରଙ୍କ ଅବଦାନ ପାଇଁ ଲୁଲୁ ସେନା ଏହି ଉତ୍ସବର ଆୟୋଜନ କରିଛି । ଧର୍ମେନ୍ଦ୍ରଙ୍କୁ ବିମାନବନ୍ଦରରୁ ଏକ ବିରାଟ ପଟୁଆରରେ ପାଛୋଟି ନେବାକୁ ଜୋରଦାର ପ୍ରସ୍ତୁତି ହୋଇଛି । ତେବେ ରେଳ ଦୁର୍ଘଟଣା ପରିପ୍ରେକ୍ଷୀରେ ନବୀନ ସ୍ୱାଗତ ପର୍ବକୁ ବିଜେଡ଼ି ବାତିଲ କରିଥିବା ବେଳେ ଧର୍ମେନ୍ଦ୍ରଙ୍କ ପାଇଁ ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆଡମ୍ବର ହେବ ନା ନିରାଡମ୍ବର ହେବ ତାହାକୁ ନେଇ ରାଜନୈତିକ ମହଲରେ ଉତ୍ସୁକତା ସୃଷ୍ଟି ହୋଇଛି ।
Previous Post

କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ଲାଇନଚ୍ୟୁତ : ୨୩ ମୃତ, ଶତାଧିକ ଆହତ

Next Post

ନବୀନ ମାରିନେଲେ, ବିଜେପି ଜଳକା !

Next Post
ନବୀନ ମାରିନେଲେ, ବିଜେପି ଜଳକା !

ନବୀନ ମାରିନେଲେ, ବିଜେପି ଜଳକା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA