Thursday, April 30, 2026 04:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିପଦ ବଢ଼ିଲା: ଭୁବନେଶ୍ୱରରୁ ଆଉ ୩ କରୋନା ପଜିଟିଭ୍

by Our Correspondent
03 Apr, 2020- 08:21 PM
in Latest News, News
1 min read
0
ବିପଦ ବଢ଼ିଲା: ଭୁବନେଶ୍ୱରରୁ ଆଉ ୩ କରୋନା ପଜିଟିଭ୍

– ତିନି ଆକ୍ରାନ୍ତଙ୍କ ଘର ବମିଖାଲ
– ଗୋଟିଏ ଦିନରେ ୪ ପଜିଟିଭ୍
– ମୋଟ ଆକ୍ରାନ୍ତ-୯, ସୁସ୍ଥ-୨, ଆକ୍ଟିଭ୍-୭

ଭୁବନେଶ୍ୱର: ଗମ୍ଭୀର ହେଲା କରୋନା ସ୍ଥିତି । ଆଜି ସଂଧ୍ୟାରେ ଆଉ ୩ ଜଣଙ୍କର କରୋନା କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ଏହି ସୂଚନା ଦେଇଛି । ଆକ୍ରାନ୍ତ ତିନିଜଣ ଯାକ ହେଉଛନ୍ତି ଭୁବନେଶ୍ୱର ବମିଖାଲ ଅଞ୍ଚଳର । ସମ୍ପର୍କରେ ସେମାନେ ତିନି ଭାଇ ବୋଲି କୁହାଯାଉଛି । ତେବେ ସେମାନଙ୍କ ବିଷୟରେ ଅନ୍ୟ କୌଣସି ସୂଚନା କିମ୍ବା ସେମାନଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଜଣାପଡ଼ିନାହିଁ ।
ଏହି ତିନିଜଣଙ୍କୁ ମିଶାଇ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । କେବଳ ଭୁବନେଶ୍ୱରରୁ ୭ ଜଣ କରୋନାରେ ଆକ୍ରାନ୍ତ ହେଲେଣି । ଇତିମଧ୍ୟରେ ଅବଶ୍ୟ ପ୍ରଥମ ଓ ଦ୍ୱିତୀୟ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଉଦବେଗର କଥା, କେବଳ ଆଜି ଦିନରେ କଟକରୁ ଜଣେ ଓ ଭୁବନେଶ୍ୱରର ତିନି ଜଣଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଲଗାତର ତୃତୀୟ ଦିନ ପାଇଁ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ମାର୍ଚ୍ଚ ୩୧ ତାରିଖରେ ଭଦ୍ରକରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ୍ ୧ ତାରିଖରେ ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି ।
ପ୍ରଥମ କେସ୍ ଭାବେ ସୂର୍ଯ୍ୟନଗର ଅଞ୍ଚଳର ଚିହ୍ନଟ ପଞ୍ଚମ ଆକ୍ରାନ୍ତ ବ୍ୟକ୍ତିଙ୍କ ଟ୍ରାଭେଲ୍ ହିଷ୍ଟ୍ରିରେ ବିଦେଶ କିମ୍ବା ରାଜ୍ୟ ବାହାର ଗସ୍ତ ନାହିଁ । ଯାହାକି ସରକାରଙ୍କୁ ବେଶୀ ଚିନ୍ତାରେ ପକାଇଛି । ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରି ସମଗ୍ର ସୂର୍ଯ୍ୟନଗର ଅଞ୍ଚଳକୁ ଗତକାଲି ରାତିରୁ ସିଲ୍ କରାଯାଇ କଡ଼ା ନଜରରେ ରଖାଯାଇଥିବା ବେଳେ ଆଜି କଟକରୁ ଚିହ୍ନଟ ଆକ୍ରାନ୍ତଙ୍କ ଦିଲ୍ଲୀ ନିଜାମୁଦ୍ଦିନ୍ ଲିଙ୍କ୍ ସମସ୍ୟାକୁ ଆହୁରି ଗମ୍ଭୀର କରିଥିଲା । ଭୁବନେଶ୍ୱର, କଟକ ଓ ଭଦ୍ରକକୁ ସଟ୍ ଡାଉନ୍ ରେ ରଖିଲା ବେଳକୁ ବମିଖାଲରୁ ଏକାଥରକେ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରିସ୍ଥିତିକୁ ଆହୁରି ସଙ୍ଗୀନ କରିଛି ।
Previous Post

ଚିନ୍ତା ବଢ଼ିଲା: କଟକରୁ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ

Next Post

ବ୍ୟାପିଲା କରୋନା; ଆଉ ୧୧ଙ୍କୁ ମିଶାଇ ଗୋଟିଏ ଦିନରେ ୧୫ ଚିହ୍ନଟ

Next Post
ବ୍ୟାପିଲା କରୋନା; ଆଉ ୧୧ଙ୍କୁ ମିଶାଇ ଗୋଟିଏ ଦିନରେ ୧୫ ଚିହ୍ନଟ

ବ୍ୟାପିଲା କରୋନା; ଆଉ ୧୧ଙ୍କୁ ମିଶାଇ ଗୋଟିଏ ଦିନରେ ୧୫ ଚିହ୍ନଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA