Monday, May 25, 2026 01:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଶ୍ୱକପ୍ ହକି ପାଇଁ ପ୍ରସ୍ତୁତି ଜୋରଦାର

by Our Correspondent
06 Oct, 2018- 07:07 PM
in Latest News, News
1 min read
0
ବିଶ୍ୱକପ୍ ହକି ପାଇଁ ପ୍ରସ୍ତୁତି ଜୋରଦାର
ଭୁବନେଶ୍ୱର: ଆଉ ମାତ୍ର ୪୨ ଦିନ ପରେ ବିଶ୍ୱକପ୍ ହକି । କଳିଙ୍ଗ ଷ୍ଟାଡ଼ିୟମ୍ ଏଥିପାଇଁ ପୂରା ପ୍ରସ୍ତୁତ ହୋଇଆସିଲାଣି । ପ୍ରସ୍ତୁତିରେ ଯେଭଳି କୌଣସି ତ୍ରୁଟି ନ ରହେ ସେଥିପାଇଁ ପ୍ରଶାସନ ଅକ୍ଲାନ୍ତ ପରିଶ୍ରମରେ ଲାଗିଛନ୍ତି । କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ସଚିବ ବିଶାଳ ଦେବ, ବିଡ଼ିଏ ଉପାଧ୍ୟକ୍ଷ ଡ. କ୍ରିଷାନ କୁମାର ଏବଂ କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ୍ କ୍ରିଷ୍ଣା ଅଧିକାଂଶ ସମୟ ନିଜେ ଉପସ୍ଥିତ ରହି ପ୍ରସ୍ତୁତିର ତଦାରଖ କରୁଛନ୍ତି । ଗତ ସପ୍ତାହରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କଳିଙ୍ଗ ଷ୍ଟାଡ଼ିୟମ୍ ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିବା ପରେ କାର୍ଯ୍ୟର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ।
ଇତିମଧ୍ୟରେ ଷ୍ଟାଡ଼ିୟମ ଦର୍ଶକ ଗ୍ୟାଲେରି କ୍ଷମତା ୭ ହଜାରରୁ ୧୫ ହଜାରକୁ ବୃଦ୍ଧି କରାଯାଇଛି । ଖେଳ ସମୟରେ ଦର୍ଶକମାନଙ୍କର ଯେଭଳି କୌଣସି ଅସୁବିଧା ନହୁଏ, ସେଥିପ୍ରତି ବିଶେଷ ଯତ୍ନ ନିଆଯାଉଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟାଜିତ ଏହି ହକି କୁମ୍ଭମେଳାର ପ୍ରଚାର କାର୍ଯ୍ୟକୁ ବି ଗୁରୁତ୍ୱ ଦିଆଯାଇଛି । ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ କୋଲକତା ବିମାନବନ୍ଦରରେ ବଡ଼ ବଡ଼ ବିଜ୍ଞାପନ ହୋର୍ଡିଂ ଲଗାଯାଇଛି । ଡିଜିଟାଲ୍ ଲାଇଟ୍ ରେ ବିଶ୍ୱକପ ହକିର ଚିତ୍ର ଓ ଓଡ଼ିଶା ପର୍ଯ୍ୟଟନର ଆକର୍ଷଣୀୟ ବିଜ୍ଞାପନ ଏଥିରେ ସ୍ଥାନ ପାଇଛି । ଏହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରାଯାଉଥିବା ଲକ୍ଷ୍ୟ କରାଯାଉଛି । ଦେଶର ଅନ୍ୟାନ୍ୟ ସହରଗୁଡ଼ିକରେ ସେଭଳି ବିଜ୍ଞାପନ ହୋର୍ଡିଂ ମାରିବାକୁ ଯୋଜନା କରାଯାଇଥିବା କ୍ରୀଡ଼ା ସଚିବ ବିଶାଳ ଦେବ କହିଛନ୍ତି ।
ସୂଚନାଯୋଗ୍ୟ, ବିଶ୍ୱକପ ହକିର ସଫଳ ଆୟୋଜନ ପାଇଁ ରାଜ୍ୟ ସରକାର ଓ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ୍ ଆଗ୍ରହ ଦେଖାଇଛନ୍ତି । ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ, ଇଡକୋ ଓ ବିଡ଼ିଏ ମିଳିତ ଭାବେ ଏହାର ତଦାରଖ କରୁଛନ୍ତି । ଆସନ୍ତା ନଭେମ୍ବର ୧୮ ତାରିଖରୁ ଆରମ୍ଭ ହେବ ଏହି ବହୁ ପ୍ରତୀକ୍ଷିତ ବିଶ୍ୱକପ୍ ହକି ।
Previous Post

ଓଡ଼ିଶାରେ ବିଜେପିକୁ ହାୱା ଭରସା

Next Post

ଆସୁଛି ବାତ୍ୟା, କାଲିଠାରୁ ପ୍ରବଳ ବର୍ଷା

Next Post
ଆସୁଛି ବାତ୍ୟା, କାଲିଠାରୁ ପ୍ରବଳ ବର୍ଷା

ଆସୁଛି ବାତ୍ୟା, କାଲିଠାରୁ ପ୍ରବଳ ବର୍ଷା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA