Thursday, May 7, 2026 03:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି

by Our Correspondent
18 Jul, 2018- 09:24 PM
in Latest News, Politics
1 min read
0
ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି
ଭୁବନେଶ୍ୱର: ଲୋକସଭା ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଆଜି ଗ୍ରହଣ ହୋଇଛି । ଲୋକସଭା ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନ ତାଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ସୂଚନା ମିଳିଛି । ଏଥିସହ ଦୀର୍ଘ ୧୮ ବର୍ଷର ସାଂସଦ ପଦକୁ ଆଜି ବାଏ ବାଏ କରିଛନ୍ତି ବୈଜୟନ୍ତ ।
ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆର୍ଶିବାଦରେ ଦୁଇ ଥର ରାଜ୍ୟସଭା ଓ ଦୁଇଥର ଲୋକସଭାକୁ ଯାଇଥିଲେ ବୈଜୟନ୍ତ । ତେବେ ୨୦୧୪ରେ ସେ ଲୋକସଭାକୁ ନିର୍ବାଚିତ ହେବା ପରେ ପରେ ବିଜେଡ଼ିଠାରୁ ମନ ଛଡ଼ାଇ ନେଇଥିଲେ । ଲୋକସଭାରେ ଫାଇନାନସ୍ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ପାଇଁ ନବୀନ ପଟ୍ଟନାୟକ ତାଙ୍କ ନାଁ ସୁପାରିଶ ନ କରିବାରୁ ସେ କୁଆଡ଼େ ରାଗିଗଲେ । ଖୋଦ୍ ବିଜେଡ଼ି ଏହି ଅଭିଯୋଗ ଆଣିଥିଲା । ଆଉ ସେବେଠାରୁ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ସ୍ତୁତିଗାନରେ ବୈଜୟନ୍ତ ଲାଗିପଡ଼ିଥିବା କୁହାଗଲା । ଦଳୀୟ ବିରୋଧୀ କାର୍ଯ୍ୟକଳାପ ପାଇଁ ଗତ ଜାନୁଆରୀ ୨୪ ତାରିଖରେ ବିଜେଡ଼ିରୁ ସେ ନିଲମ୍ବିତ ହୋଇଥିଲେ ।
ତାଙ୍କ ବାପାଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ କି ବିଜେଡ଼ିର କୌଣସି ନେତା ଶେଷଦର୍ଶନ ପାଇଁ ନ ଯିବାର ଆଳ ଦେଖାଇ ଗତ ମେ ୨୮ ତାରିଖରେ ସେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ଜୁନ୍ ୧୨ ତାରିଖରେ ସେ ସାଂସଦ ପଦରୁ ଇସ୍ତଫାପତ୍ର ପଠାଇଥିଲେ ବାଚସ୍ପତିଙ୍କ ପାଖକୁ । ମାତ୍ର ବାଚସ୍ପତି ଆଜି ପର୍ଯ୍ୟନ୍ତ ତାହା ଗ୍ରହଣ କରିନଥିଲେ ।
ଇତିମଧ୍ୟରେ ତାଙ୍କ ଇସ୍ତଫା ଗ୍ରହଣ କରିନେବାକୁ ବୈଜୟନ୍ତ ଆଜି ଦ୍ୱିତୀୟ ଥର ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ଆଉ ପାର୍ଲିଆମେଣ୍ଟର ବର୍ଷା ଅଧିବେସନର ପ୍ରଥମ ଦିନରେ ବାଚସ୍ପତି ତାଙ୍କ ଇସ୍ତଫା ଗ୍ରହଣ କରିଥିବା ଜଣାପଡ଼ିଛି । ଆସନ୍ତାକାଲି ଏହା ବିଧିବଦ୍ଧ ଭାବେ ଘୋଷଣା ହେବ ।
Previous Post

ପ୍ରତିବାଦ ବଢ଼ିଲା, ଧର୍ମେନ୍ଦ୍ରଙ୍କ ନାଁରେ ଏତଲା

Next Post

ଟିଟୋ ମାମଲାରେ ସିବିଆଇ: ଗୁଣିଆ ନାଁ ଡାହାଣୀ ?

Next Post
ଟିଟୋ ମାମଲାରେ ସିବିଆଇ: ଗୁଣିଆ ନାଁ ଡାହାଣୀ ?

ଟିଟୋ ମାମଲାରେ ସିବିଆଇ: ଗୁଣିଆ ନାଁ ଡାହାଣୀ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA