Saturday, May 9, 2026 06:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କର’

by Our Correspondent
10 Jul, 2018- 10:37 PM
in Latest News, News
1 min read
0
‘ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କର’
ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କରିନେବାକୁ ବିଜୁ ଜନତା ଦଳ ପକ୍ଷରୁ ଲୋକସଭା ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନଙ୍କୁ ଚିଠି ଲେଖାଯାଇଛି । ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଆଜି ଏ ସଂକ୍ରାନ୍ତରେ ଚିଠି ଲେଖି ବୈଜୟନ୍ତଙ୍କ ଇସ୍ତଫାପତ୍ରକୁ ତୁରନ୍ତ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।
ବୈଜୟନ୍ତ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ତାଙ୍କୁ ବିଜେଡ଼ିରୁ ନିଲମ୍ବିତ କରାଯାଇଥିଲା । ଏଥିସହ ନିଜେ ବୈଜୟନ୍ତ ଦଳରୁ ଇସ୍ତଫା ଦେବା ସହ ସାଂସଦ ପଦରୁ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି । ତେଣୁ ବାଚସ୍ପତି କାଳ ବିଳମ୍ବ ନକରି ସମ୍ବିଧାନ ଓ ଆଇନଗତ ଦୃଷ୍ଟିରୁ ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରିନେବାକୁ ଅନୁରୋଧ କରାଯାଇଛି । ଏହା ନହେଲେ ସମ୍ବିଧାନର ଦଶମ ପରିଚ୍ଛେଦ ଅନୁଯାୟୀ ବିଜେଡ଼ି କାର୍ଯ୍ୟାନୁଷ୍ଠାନ ନେବ ବୋଲି ଶ୍ରୀ ମହତାବ ସଙ୍କେତ ଛାଡ଼ିଛନ୍ତି ।
ସୂଚନାଯୋଗ୍ୟ, ଦଳବିରୋଧୀ କାର୍ଯ୍ୟ ପାଇଁ ଜାନୁଆରୀ ୨୪ ତାରିଖରେ ବୈଜୟନ୍ତଙ୍କୁ ଦଳରୁ ନିଲମ୍ବିତ କରିଥିଲା ବିଜେଡ଼ି । ମେ ୨୮ ତାରିଖରେ ବୈଜୟନ୍ତ ନିଜଆଡୁ ଦଳରୁ ଇସ୍ତଫା ଦେଇଥିଲେ । ଜୁନ୍ ୧୨ ତାରିଖରେ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ବାଚସ୍ପତିଙ୍କ ନିକଟକୁ ପଠାଇଥିଲେ । ଦଳ ବିରୋଧୀ ଆଇନ ଅନୁଯାୟୀ ସେ ଦଳ ଛାଡ଼ିବା ଦିନୁ ହିଁ ସାଂସଦ ପଦରୁ ଅଯୋଗ୍ୟ ହୋଇସାରିଛନ୍ତି । ତେବେ ତାଙ୍କର ଇସ୍ତଫାକୁ ବାଚସ୍ପତି ଏ ପର୍ଯ୍ୟନ୍ତ ଗ୍ରହଣ କରି ନ ଥିବାରୁ ସଙ୍କଟ ସୃଷ୍ଟି ହୋଇଛି । ବାଚସ୍ପତି ନିଜ ନିଷ୍ପତ୍ତି ପକାଇ ରଖିଲେ ବିଜେଡ଼ି ସମ୍ବିଧାନର ଦଶମ ପରିଚ୍ଛେଦ ପାରା ୨(କ) ଅନୁଯାୟୀ ତାଙ୍କ ସଭ୍ୟପଦ ରଦ୍ଦ କରିବାକୁ ଆବେଦନ କରିପାରିବ ବୋଲି ସମ୍ବିଧାନ ବିଶାରଦମାନେ କହିଛନ୍ତି ।
Previous Post

ବୈଜୟନ୍ତଙ୍କ ‘ହେଇଯାଉ’: ଚା’ ପିଆ ହେଲା, ଚର୍ଚ୍ଚା ହେଲାନି

Next Post

ବିଜେପି ପ୍ୟାକେଜ୍ ଅପେକ୍ଷାରେ ବୈଜୟନ୍ତ !

Next Post
ବିଜେପି ପ୍ୟାକେଜ୍ ଅପେକ୍ଷାରେ ବୈଜୟନ୍ତ !

ବିଜେପି ପ୍ୟାକେଜ୍ ଅପେକ୍ଷାରେ ବୈଜୟନ୍ତ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA