Friday, April 17, 2026 08:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବୈଜୟନ୍ତ: ଏବେ ନା ଘାଟ୍ କା ନା ଧୋବି କା

by Our Correspondent
28 May, 2017- 10:43 AM
in Latest News, Politics
0
ବୈଜୟନ୍ତ: ଏବେ ନା ଘାଟ୍ କା ନା ଧୋବି କା

ଭୁବନେଶ୍ୱର: ଗୋବରି ନଇ ମଝିରେ ପଡି ଏବେ ବୈଜୟନ୍ତ ଜୟ ପଣ୍ଡା ଛଟପଟ । ନାଁ ବି ଜାଣିଶୁଣି ବୈଜୟନ୍ତ ଜୟ ପଣ୍ଡା(ବିଜେପି) ରଖିଥିଲେ, ଯଦିଓ ପିତୃଦତ୍ତ ନାଁ ଥିଲା ବୈଜୟନ୍ତ ପଣ୍ଡା । ବିଜେଡିରେ ରହି ସମ୍ପୂୂର୍ଣ ଲଟରପଟର ବି ହେଉଥିଲେ । ସ୍ତମ୍ଭ ଲେଖାରେ ବି ମୋଦିଙ୍କ ପ୍ରଶଂସା । ମୋଦି ଆମେରିକା ଯିବା ପରେ ସଂସଦୀୟ ଦଳ ଗସ୍ତରେ ଯାଇ ବୈଜୟନ୍ତ ପ୍ରଶଂସାରେ ମୋଦିଙ୍କୁ ପୋତି ପକାଇଥିଲେ । ବିଜେଡ଼ିରେ ରହି ତନୁ, ମନ, ଆତ୍ମା ସଂପୂର୍ଣ ମୋଦିମୟ ହୋଇ ଯାଇଥିଲା । ବିଜେଡ଼ିର ଝାଳ, ରକ୍ତରେ ସେ ନିର୍ବାଚିତ ହେବା ପରେ ନିଜ ଟୁଇଟର ଖଣ୍ଡାରେ ବିଜେଡ଼ିକୁ ରେଗୁଲାର୍ ହାଣି ସେ ମଜା ନେଉଥିଲେ ।

ବୈଜୟନ୍ତଙ୍କ ପାଇଁ କଥା ଏଯାଏଁ ଠିକ୍ ଥିଲା । ତେବେ ସହିବାର ସୀମା ଅତିକ୍ରମ କରିବା ପରେ ବିଜେଡି ହାଲକା କାର୍ଯାନୁଷ୍ଠାନ ନେଇଛି । ସଂସଦୀୟ ଦଳ ମୁଖପାତ୍ରରୁ ବିଦା ହୋଇଛନ୍ତି ବୈଜୟନ୍ତ । ଏଥର ବୈଜୟନ୍ତ ଛାୟାରୁ କାୟା ବାହାର କରି ପୂରାଦମରେ ମୋଦିମୟ ହେବାକୁ ଆଗଭର ହୋଇଥିଲେ । କିନ୍ତୁ ଏବେ ରାଜ୍ୟ ବିଜେପି ଯେଉଁ ଶକ୍ତ ଚଟକଣା ମାରିଛି ତାହା ବୈଜୟନ୍ତଙ୍କୁ ହତବମ୍ବ କରିଛି । ଇମ୍ଫା ବ୍ଲାଷ୍ଟ୍ ଫ୍ୟୁରାନ୍ସ ଫାଟି ୬ ପୋଡି ହୋଇଥିବା ଘଟଣାରେ ଭାଇ ଶୁଭ୍ରକାନ୍ତ ପଣ୍ଡାଙ୍କ ଗିରଫ ଦାବି କରିଛି ରାଜ୍ୟ ବିଜେପି । ତା’ପୁଣି ବୈଜୟନ୍ତଙ୍କ ଶତ୍ରୁ ଚ୍ୟାନେଲ୍ ନିଉଜ୍ ୭ରେ ।

ଏହା ଏକ ବିରାଟ ଜାବୁଡା କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ବୈଜୟନ୍ତଙ୍କ ଖଦି କୁର୍ତ୍ତା ତଳେ ଇମ୍ଫାର କର୍ପୋରେଟ୍ ଗଞ୍ଜି । ଏକଥା ସମସ୍ତେ ଜାଣନ୍ତି । ଇମ୍ଫା ଖଣିକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବନ୍ଦ କରିବା ନିଷ୍ପତ୍ତିକୁ ସେ ଯଦିଓ ସହଜରେ ଗ୍ରହଣ କରି ନଥିଲେ, ତେବେ ବିଜେଡ଼ିର ପ୍ରତିଶୋଧ ଭାବି ଚୁପ୍ ରହିଥିଲେ ଓ ନିଜ ଅସ୍ତ୍ର ତୟାର କରୁଥିଲେ । ମାତ୍ର ଏବେ ବିଜେପିର ଦାବି ତାଙ୍କର ସବୁ ଗଣିତକୁ ଓଲଟପାଲଟ କରି ଦେଇଛି । ଏଣେ ଖଣି ବନ୍ଦ, ତେଣେ ଯାହା ଉପରେ ଆଶ୍ରା କରିଥିଲେ, ସେମାନେ କହୁଛନ୍ତି ଶୁଭ୍ରାକନ୍ତଙ୍କୁ ଗିରଫ କର । ଏପରି ପରିସ୍ଥିତିରେ ଲୋକ କହୁଛନ୍ତି ବୈଜୟନ୍ତ ନା ଘାଟ୍ କା ନା ଧୋବି କା ।

Previous Post

ଆଇଟିଇଆର୍ ଠକେଇ: ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ?

Next Post

ଟେନସନ୍ ରେ ଧର୍ମେନ୍ଦ୍ର

Next Post
ଟେନସନ୍ ରେ ଧର୍ମେନ୍ଦ୍ର

ଟେନସନ୍ ରେ ଧର୍ମେନ୍ଦ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA