Thursday, April 30, 2026 11:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବଡ଼ି ଲାଙ୍ଗୁଏଜ୍ ପ୍ରୋବ୍ଲେମ୍

by Our Correspondent
10 Sep, 2017- 06:31 AM
in Latest News, Politics
1 min read
0
ବଡ଼ି ଲାଙ୍ଗୁଏଜ୍ ପ୍ରୋବ୍ଲେମ୍
ଭୁବନେଶ୍ୱର: ଶୁକ୍ରବାର ଦିନ ଏକ ଟିଭି ପ୍ରାଇମ୍ ଟାଇମ୍ ଡିବେଟ୍ ରେ ବସିଥିଲେ ବିଜେଡ଼ି ମୁଖପାତ୍ର ଡକ୍ଟର ଅରୁଣ ସାହୁ, ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏବଂ କଂଗ୍ରେସ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ । ଅମିତ୍ ଶାହାଙ୍କ ଓଡ଼ିଶା ଗସ୍ତ, ନବୀନଙ୍କୁ କଟାକ୍ଷ ଓ ବିଜେପି-ବିଜେଡ଼ି କଥା କଟାକଟିକୁ ନେଇ ଆଲୋଚନାର ବିଷୟବସ୍ତୁ ଥିଲା ‘କାହାର କେତେ ଦମ୍ ’ । ଆଉ ଅଧଘଣ୍ଟିଆ ଏହି ଆଲୋଚନାରେ ନିଜର ଦମ୍ ଦେଖାଇଥିଲେ ଲେଖାଶ୍ରୀ । ପୂର୍ବଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଅମିତ୍ ଶାହାଙ୍କୁ ଶାଳୀନତାର ପାଠ ପଢ଼ାଇଥିବା ଅରୁଣଙ୍କୁ ଫ୍ୟୁଜ୍ କରିଦେଲେ ଲେଖାଶ୍ରୀ ।
ନିଜ ଯୁକ୍ତିର ଦମ୍ ବଳରେ ଲେଖାଶ୍ରୀ ନିଜ ଦଳ ପକ୍ଷକୁ ଆଲୋଚନା ହାଇଜାକ୍ କରୁଥିବା ବେଳେ ଅରୁଣ ଗୋବେଲସ୍ ଥିଓରି,ରଘୁରାମ୍ ରାଜନ୍ ରିପୋର୍ଟ ଭଳି ପୁରୁଣା କଥାରେ ନିଜ ଯୁକ୍ତିକୁ ସୀମିତ ରଖିଥିଲେ । ଲେଖାଶ୍ରୀ ଦମଦାର ହୋଇ ନିଜ ପାଟି, ହାତ ଝାଡୁଥିବା ବେଳେ ଅରୁଣ ମୁରୁକା ସହ ଦେଇ ଦମ୍ ନ ଥିବା ଯୁକ୍ତି କରୁଥିଲେ । ଲେଖାଶ୍ରୀ ଦୁଇଟି ଫଟୋ ଦେଖାଇ ଅରୁଣଙ୍କ ବ୍ୟକ୍ତିଗତ ଚରିତ୍ରକୁ ଆକ୍ଷେପ କରୁଥିବା ବେଳେ ଅରୁଣଙ୍କ ପାଟିରୁ କଥା ବାହାରୁ ନ ଥିଲା । ଓଲଟି ମୁରୁକା ହସ ପକାଉଥିଲେ । ଲେଖାଶ୍ରୀଙ୍କ ଭଳି ବିଜେପିର ଜଣେ ତଳସ୍ତରର କର୍ମକର୍ତ୍ତାଙ୍କ ଆଗରେ ଅରୁଣଙ୍କ ଭଳି ଟାଣୁଆ ଯୁବ ସଂଗଠକ, ଅଭିଜ୍ଞ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କର ଏଭଳି ଯୁକ୍ତି ଓ ବଡ଼ି ଲାଙ୍ଗୁଏଜ୍ ବିଜେଡ଼ିର ଦମ୍ ଖସାଇଦେଇଥିଲା ଟିଭିରେ ।
ଖାଲି ଅରୁଣ କାହିଁକି ଟିଭିରେ ମୁହଁ ଦେଖାଉଥିବା ବିଜେଡ଼ିର ଅନେକ ନେତାଙ୍କ ଅବସ୍ଥା ସେୟା । ଦମଦାର କଥାକୁ ଦମହୀନ କରି ଉପସ୍ଥାପିତ କରିବା ସେମାନଙ୍କର ବଡ଼ ଦୁର୍ବଳତା । ବିଜେପି ନେତାମାନେ ଆଗ୍ରେସିଭ୍ ହୋଇ ଲାଙ୍ଗୁଏଜ୍ ଓ ବଡ଼ି ଲାଙ୍ଗୁଏଜ୍ ରେ ନିଜର ଶକ୍ତି ଦେଖାଉଥିବା ବେଳେ ଅଧିକାଂଶ ବିଜେଡ଼ି ନେତାଙ୍କର ଲାଙ୍ଗୁଏଜ୍ ନାହିଁ କି ବଡ଼ି ଲାଙ୍ଗୁଏଜ୍ ନାହିଁ । ଖାଲି ଟିଭିରେ ନୁହେଁ, ଟିଭି ବାହାରେ ବି ସେଇ ଅବସ୍ଥା । କେନ୍ଦ୍ର ବିରୋଧୀ ନାରାବାଜିରେ ବିଧାନସଭା ଅଚଳ କରୁଥିଲେ ମଧ୍ୟ ସେଥିରେ ଦମ୍ ନାହିଁ । ହସଗପ, ଗୁଲିଖଟିରେ ବିଧାୟକ ନାରାବାଜି କରୁଛନ୍ତି । ଦୁଇଦିନ ତଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ବିଧାନସଭାରେ ବିଜେଡ଼ିର ଆନ୍ଦୋଳନରେ ନେତାଙ୍କ ବଡ଼ି ଲାଙ୍ଗୁଏଜ୍ ଦେଖିଲେ ତାହା ଆପେ ବାରି ହୋଇଯାଉଛି । ଠିକ୍ ସେହିଭଳି ନବୀନଙ୍କ ପ୍ରତି ଅମିତ୍ ଶାହାଙ୍କ କଟୁ ମନ୍ତବ୍ୟର ପ୍ରତିବାଦରେ ବିଜେଡ଼ିର ମଟରସାଇକେଲ୍ ରାଲି ଏବଂ ମାଷ୍ଟରକ୍ୟାଣ୍ଟିନ୍ ରେ ପ୍ରତିବାଦ ସଭାରେ ଆଦୌ ଦମ୍ ନ ଥିଲା । ଏହାର ଏକମାତ୍ର କାରଣ ଥିଲା ନେତାଙ୍କ ଆଚରଣ ଓ ଉଚ୍ଚାରଣ । ଆନ୍ଦୋଳନର ନେତୃତ୍ୱ ନେଉଥିବା ପୂର୍ବତନ ମନ୍ତ୍ରୀ ତଥା ଦଳର ଟାଣୁଆ ଯୁବନେତା ପ୍ରଣବପ୍ରକାଶ ଦାସ(ବବି)ଙ୍କ ବଡ଼ି ଲାଙ୍ଗୁଏଜ୍ ସାଧାରଣ ଲୋକଙ୍କୁ ଅସହ୍ୟ ହୋଇଥିଲା । ମୋଟାମୋଟି ଭାବେ, ଲାଙ୍ଗୁଏଜ୍ ଓ ବଡ଼ି ଲାଙ୍ଗୁଏଜ୍ ରେ ବିଜେପି ନେତାଙ୍କ ଦମଦାର ପ୍ରଦର୍ଶନ ଆଗରେ ବିଜେଡ଼ି ନେତାଙ୍କ ହାର୍ ହୋଇଛି ।
Previous Post

ରାହୁଲଙ୍କ ମୁଣ୍ଡରେ ପୁଣି କେଁ ?

Next Post

ବମିଖାଲ ଓଭରବ୍ରିଜ୍ ଭୁଷଡ଼ିଲା:୧ ମୃତ, ୧୦ ଆହତ

Next Post
ବମିଖାଲ ଓଭରବ୍ରିଜ୍ ଭୁଷଡ଼ିଲା:୧ ମୃତ, ୧୦ ଆହତ

ବମିଖାଲ ଓଭରବ୍ରିଜ୍ ଭୁଷଡ଼ିଲା:୧ ମୃତ, ୧୦ ଆହତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA