Thursday, April 30, 2026 06:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଭାରତ-ଚୀନ୍ ସେନା ମୁହାଁମୁହିଁ: ୨୦ ଭାରତୀୟ ଯବାନ ସହିଦ

by Our Correspondent
16 Jun, 2020- 11:34 PM
in Latest News, National, News
1 min read
0
ଭାରତ-ଚୀନ୍ ସେନା ମୁହାଁମୁହିଁ: ୨୦ ଭାରତୀୟ ଯବାନ ସହିଦ
ନୂଆଦିଲ୍ଲୀ: ଲଦାଖର ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍(ଏଲଏସି) ଗାଲୱାନ ଭ୍ୟାଲିରେ ଘମାଘୋଟ ଲଢ଼େଇ । ଭାରତ-ଚୀନ୍ ସେନା ବାହିନୀ ମଧ୍ୟରେ ପ୍ରବଳ ଲଢ଼େଇ ଯୋଗୁଁ ଜଣେ ଅଫିସରଙ୍କ ସମେତ ଅତି କମ୍ ରେ ୨୦ ଜଣ ଭାରତୀୟ ଯବାନଙ୍କର ମୃତୁ୍ୟ ହୋଇଥିବା ସରକାରୀ ଭାବେ କୁହାଯାଇଛି । ମୃତ୍ୟୁ ସଂଖ୍ୟା ଅଧିକ ହେବ ବୋଲି ଆଶଙ୍କା କରାଯାଉଛି ।
ସେପଟେ ଭାରତୀୟ ସେନାଙ୍କ ଗୁଳିରେ ଚୀନ୍ ପକ୍ଷରୁ ୪୩ ଜଣ ମୃତାହତ ହୋଇଥିବା କୁହାଯାଉଥିଲେ ମଧ୍ୟ ଚୀନ୍ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।
ଗତକାଲି ମଧ୍ୟରାତ୍ରରେ ଗାଲୱାନ୍ ଭ୍ୟାଲିରେ ଚୀନ୍ ସେନା ଦାଦାଗିରି ଦେଖାଇଥିଲେ । ଭାରତୀୟ ଯବାନମାନେ ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ହାତାହାତି ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା । ଷ୍ଟାଣ୍ଡ୍ ଅଫ୍ ଲୋକେସନ୍ ର ସବ୍ ଜିରୋ ତାପମାତ୍ରାରେ ଡ୍ୟୁଟି କରୁଥିବା ଜଣେ ଅଫିସରଙ୍କ ସମେତ ଦୁଇ ଜଣ ଭାରତୀୟ ଯବାନଙ୍କର ମୃତ୍ୟୁ ଏବଂ ୧୭ ଜଣ ଗୁରୁତର ଆହତ ହୋଇଥିବା କୁହାଯାଇଥିଲା । ତେବେ ୨୦ ଜଣ ମୃତ୍ୟୁବରଣ କରିଥିବା ମଙ୍ଗଳବାର ବିଳମ୍ବିତ ରାତିରେ ସରକାରୀ ଭାବେ ସ୍ପଷ୍ଟ କରାଯାଇଛି । ଉଭୟ ପକ୍ଷ ମଧ୍ୟରେ ଲଢ଼େଇ ତୀବ୍ର ହୋଇଛି ।
୪୫ ବର୍ଷ ପରେ ଭାରତ-ଚୀନ ମଧ୍ୟରେ ଏଭଳି ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି । ଚୀନ୍ ଆକ୍ରମଣରେ ଭାରତୀୟ ସେନାଙ୍କ ମୃତ୍ୟୁକୁ ନେଇ ସମଗ୍ର ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ତନାଘନା କରୁଛନ୍ତି । ପରିସ୍ଥିତି ସାଂଘାତିକ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ଦେଶବାସୀ ଅପେକ୍ଷା କରିଛନ୍ତି ।
Previous Post

‘କୋଭିଡ୍ ମୁକାବିଲାରେ ଓଡ଼ିଶା ଦେଶରେ ମଡ଼େଲ୍’

Next Post

ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ

Next Post
ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ

ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA