Tuesday, August 4, 2026 11:10 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭୁବନେଶ୍ୱରରେ ମୋଦିଙ୍କ ବିଶାଳ ରୋଡ ସୋ

by Our Correspondent
16 Apr, 2019- 10:58 PM
in Latest News, News, Politics
1 min read
0
ଭୁବନେଶ୍ୱରରେ ମୋଦିଙ୍କ ବିଶାଳ ରୋଡ ସୋ
ଭୁବନେଶ୍ୱର: ରାଜଧାନୀରେ ଆଜି ଶକ୍ତି ଦେଖାଇଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶାଳ ରୋଡ ସୋ କରି ଲୋକଙ୍କଠାରୁ ଭୋଟ ଭିକ୍ଷା କରିଛନ୍ତି । ଏୟାରପୋର୍ଟରୁ ଗଙ୍ଗନଗର, ଓୟୁଏଟି, ସୌଭାଗ୍ୟନଗର ରାସ୍ତା ହୋଇ ବରମୁଣ୍ଡା ଯାଇଥିଲେ ମୋଦି । ମୋଦିଙ୍କୁ ଦେଖିବା ପାଇଁ ରାସ୍ତାକଡ଼ରେ ହଜାର ହଜାର ଲୋକ ଛିଡ଼ା ହୋଇଥିଲେ ଏବଂ ସେମାନଙ୍କ ପ୍ରିୟ ନେତାଙ୍କୁ ସ୍ୱାଗତ ଜଣାଇଥିଲେ । ନରେନ୍ଦ୍ର ମୋଦି ଜିନ୍ଦାବଦ ଧ୍ୱନିରେ ଫାଟି ପଡ଼ିଥିଲା ଭୁବନେଶ୍ୱର ରାଜରାସ୍ତା । ମୋଦି ହାତ ହଲାଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବରମୁଣ୍ଡା ଖେଳପଡ଼ିଆରେ ଆୟୋଜିତ ସଭାରେ ଉଭୟ କଂଗ୍ରେସ ଓ ବିଜେଡ଼ି ଉପରେ ବର୍ଷିଥିଲେ ମୋଦି ।
କଂଗ୍ରେସକୁ ଲକ୍ଷ୍ୟ କରି ମୋଦି କହିଥିଲେ, ବିରୋଧୀଙ୍କର ଏବେ ଗୋଟିଏ ଏଜେଣ୍ଡା ହୋଇଛି ମୋଦି ହଟାଓ । ସକାଳ, ସଂଧ୍ୟା ମୋଦି ହଟାଇବାକୁ ମାଳା ଜପୁଛନ୍ତି । ସେମାନଙ୍କ ପାଇଁ ଦେଶ ଏଜେଣ୍ଡା ନୁହେଁ, ଦେଶର ବିକାଶ ଲକ୍ଷ୍ୟ ନୁହେଁ । ସେହି କାରଣ ପାଇଁ କଂଗ୍ରେସ ଆଜି ଲୋକଙ୍କ ଆସ୍ଥା ହରାଇଛି । ମୋଦି ତାଙ୍କ ଭାଷଣରେ ପାକିସ୍ଥାନ ପ୍ରସଙ୍ଗ ଆଣଇଥିଲେ । କହିଥିଲେ, ପାକିସ୍ଥାନକୁ ଉଚିତ ଜବାବ ଦେବାକୁ କଂଗ୍ରେସ ପ୍ରସ୍ତୁତ ନ ଥିଲା । ଭୋଟବ୍ୟାଙ୍କ ପାଇଁ କଂଗ୍ରେସ ଯେ କୌଣସି ସ୍ତରକୁ ଯାଇ ପାରୁଥିଲା । ଗାଦି ପାଇଁ ଦେଶକୁ ଭାଗ ଭାଗ କରିବାକୁ ବି ପଛାଉ ନ ଥିଲା । ସେହି କାରଣରୁ କଂଗ୍ରେସକୁ ଏବେ ଦେଶରେ କେହି ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି । କଂଗ୍ରେସ ଷଡ଼ଯନ୍ତ୍ରର ମୁକାବିଲା ପାଇଁ ଏ ଚୌକିଦାର ଜାଗତିଆର ବୋଲି ମୋଦି କହିଥିଲେ ।
ଓଡ଼ିଶାରେ ବିଜେଡ଼ି ସରକାରକୁ ସମାଲୋଚନା କରି ମୋଦି କହିଥିଲେ, ଆପଣ ଏଠାରେ ୨୦ ବର୍ଷ ଗୋଟିଏ ଲୋକ ଉପରେ ଭରସା କଲେ । ଓଡ଼ିଶାରେ ଯେତିକି ବିକାଶ ହେବା କଥା ସେତିକି ହୋଇନାହିଁ । ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର କୌଣସି ଅସହଯୋଗ କରିନି । ୫ ବର୍ଷରେ ବିକାଶ ପାଇଁ ୩ ଲକ୍ଷ କୋଟି ପ୍ରଦାନ କରାଯାଇଛି । ପୂର୍ବ ତୁଳନାରେ ୫ ଗୁଣା ଅର୍ଥ ବିକାଶ ପାଇଁ ଦିଆଯାଇଛି । ହେଲେ ଏଠିକା ସରକାର ଧୀରେ ଧୀରେ ଚାଲିଛି । ଆମକୁ ୫ ବର୍ଷ ସୁଯୋଗ ଦିଅନ୍ତୁ, ବିକାଶ କେମିତି ହୁଏ ଦେଖାଇବୁ । ଓଡ଼ିଶାରେ ବିକାଶ ପାଇଁ ଡବଲ୍ ଇଂଜିନ୍ ଦରକାର ବୋଲି ମୋଦି କହିଥିଲେ ।
ପୂର୍ବାହ୍ନରେ ମୋଦି ସମ୍ବଲପୁରରେ ନିର୍ବାଚନ ପ୍ରଚାର ସଭାରେ ମଧ୍ୟ କଂଗ୍ରେସ ଓ ବିଜେଡ଼ି ଉପରେ ବର୍ଷିଥିଲେ ।
Previous Post

ପୁଲିସ ଉପରକୁ ଉହୁଁକିଲେ ଧର୍ମେନ୍ଦ୍ର, ଦେଖନ୍ତୁ ଭିଡ଼ିଓ…

Next Post

ଭାଇରାଲ୍ ଭିଡ଼ିଓ: ଅଭିଯୁକ୍ତ ସାମ୍ବାଦିକଙ୍କୁ ରିମାଣ୍ଡରେ ଆଣିଲା କେନ୍ଦୁଝର ପୁଲିସ

Next Post
ଭାଇରାଲ୍ ଭିଡ଼ିଓ: ଅଭିଯୁକ୍ତ ସାମ୍ବାଦିକଙ୍କୁ ରିମାଣ୍ଡରେ ଆଣିଲା କେନ୍ଦୁଝର ପୁଲିସ

ଭାଇରାଲ୍ ଭିଡ଼ିଓ: ଅଭିଯୁକ୍ତ ସାମ୍ବାଦିକଙ୍କୁ ରିମାଣ୍ଡରେ ଆଣିଲା କେନ୍ଦୁଝର ପୁଲିସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA