ମଦ, ସବୁ ଅନର୍ଥର ମୂଳ କାରଣ । ସେ ସାମାଜିକ କୁହନ୍ତୁ ବା ପାରିବାରିକ ଅବା ବ୍ୟକ୍ତିଗତ… ସବୁକୁ ବରବାଦ୍ କରିବାରେ ମଦର ରହିଛି ମୁଖ୍ୟ ଭୂମିକା । ଖାସ୍ ସେଇଥି ପାଇଁ ତ ବୋଧେ, ମଦର ଦୁର୍ଗୁଣକୁ ମୂଳରୁ ହିଁ ଚିହ୍ନି ପାରିଥିଲେ ଜାତିର ପିତା ମହାତ୍ମା ଗାନ୍ଧି । ‘ମଦ’ କୌଣସି ସମସ୍ୟାର ସମାଧାନ ନୁହେଁ, ଏହା ହୃଦୟଙ୍ଗମ କରିବା ପରେ ନିଶାମୁକ୍ତ ସମାଜ ଉପରେ ଗୁରୁତ୍ୱ ଦେଇଥିଲେ ଗାନ୍ଧିଜୀ । କିନ୍ତୁ ଗାନ୍ଧିବାଦ ଆଜି କବର ତଳେ । କରୋନା ମହାମାରୀ ସମୟରେ ମଦ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବାରମ୍ବାର ପରାମର୍ଶ ଦେଉଛନ୍ତି । କିନ୍ତୁ ମଦକୁ ନା ଲୋକେ ଛାଡ଼ି ପାରୁଛନ୍ତି ନା ସରକାର ?


MiddayOdisha fills a gap in local media for the numerous speakers living and visiting Odisha and outside Odisha.
© 2020-2022 MIDDAY ODISHA