Thursday, April 30, 2026 04:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମମତାଙ୍କୁ ସହଯୋଗର ହାତ ବଢ଼ାଇଲେ ନବୀନ

by Our Correspondent
21 May, 2020- 09:50 PM
in Latest News, National, News
1 min read
0
ମମତାଙ୍କୁ ସହଯୋଗର ହାତ ବଢ଼ାଇଲେ ନବୀନ
ଭୁବନେଶ୍ୱର: କୋଲକତା ସହରକୁ ଛାରଖାର କରିଦେଇଛି ଭୀଷଣକାୟ ବାତ୍ୟା ଅମ୍ଫନ । ଦୀର୍ଘ ୭ ଘଣ୍ଟାର ତାଣ୍ଡବ ରଚି ମହାନଗରକୁ ଧ୍ୱସଂ ବିଧ୍ୱସ୍ତ କରିଛି । ହଜାର ହଜାର ଘର ଭାଙ୍ଗିଦେବା ସହ ରାସ୍ତାଘାଟ ମୋଡ଼ି ମକଚି ଦେଇଛି ଅମ୍ଫନ । ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ଜିଲାକୁ ବି ବିଧ୍ୱସ୍ତ କରିଛି ବାତ୍ୟା । ଏଭଳି ବିପର୍ଯ୍ୟୟ କେବେ ଦେଖି ନାହାନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।
ଅମ୍ଫନ ବାତ୍ୟା ରାଜ୍ୟର ୭୨ ଜଣଙ୍କର ପ୍ରାଣ ନେଇଛି । ପାଖାପାଖି ଲକ୍ଷେ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ କରିଦେଇଛି ବୋଲି ମମତା କହିଛନ୍ତି । ବାତ୍ୟା ଆମକୁ ସର୍ବନାଶ କରିଦେଇଛି ବୋଲି ବ୍ୟଥିତ ମମତା ମନ୍ତବ୍ୟ ଦେଇଛନ୍ତି । ରାଜ୍ୟର ଏହି ସଙ୍କଟ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହଯୋଗ ଲୋଡିଛନ୍ତି ସେ । ପ୍ରଧାନମନ୍ତ୍ରୀ କୋଲକତା ଆସି ଅବସ୍ଥା ଦେଖିବାକୁ ମମତା ତାଙ୍କୁ ଅନୁରୋଧ କରିଛନ୍ତି ।(ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ବାତ୍ୟାଞ୍ଚଳ ପରିଦର୍ଶନରେ ଆସୁଛନ୍ତି) ।
ଏପଟେ ଅମ୍ଫନ ବାତ୍ୟାରେ କ୍ଷତିଗ୍ରସ୍ତ ଓଡ଼ିଶା ଉପକୂଳ ଜିଲ୍ଲାଗୁଡ଼ିକୁ ନେଇ ଚିନ୍ତାରେ ଥିବା ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶମାର୍ଗରୁ ସେହି ଅଞ୍ଚଳଗୁଡ଼ିକୁ ବୁଲି ଦେଖିବା ସହ ପଶ୍ଚିମବଙ୍ଗ ଜୀବନହାନି ଓ ଧମନସମ୍ପତ୍ତି କ୍ଷତିକୁ ନେଇ ଗଭୀର ଦୁଃଖପ୍ରକାଶ କରିଛନ୍ତି । ପଶ୍ଚିମବଙ୍ଗର ଏହି ଦୁଃସ୍ଥିତି ବେଳେ ନବୀନ ସହଯୋଗର ହାତ ବଢ଼ାଇଛନ୍ତି । ଓଡ଼ିଶାବାସୀ ପଶ୍ଚିମବଙ୍ଗ ଲୋକଙ୍କ ସହିତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କ ସହ ଯୋଗାଯୋଗରେ ରହି ସବୁ ପ୍ରକାର ସାହାଯ୍ୟ ସହଯୋଗ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
Previous Post

ବାତ୍ୟାଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ, କାଲି ଆସିବେ ପ୍ରଧାନମନ୍ତ୍ରୀ

Next Post

ଝଡ଼ବତାସ ମୁହଁରୁ ଧନଜୀବନର ସୁରକ୍ଷା କବଚ

Next Post
ଝଡ଼ବତାସ ମୁହଁରୁ ଧନଜୀବନର ସୁରକ୍ଷା କବଚ

ଝଡ଼ବତାସ ମୁହଁରୁ ଧନଜୀବନର ସୁରକ୍ଷା କବଚ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA