Monday, May 25, 2026 06:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମେୟରଙ୍କ କୋଟିଏ ଟଙ୍କାର ମିଛ

by Our Correspondent
20 Dec, 2016- 04:38 AM
in News
1 min read
0
ମେୟରଙ୍କ କୋଟିଏ ଟଙ୍କାର ମିଛ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଯୌନ କେଳେଙ୍କାରି ଫାସରେ ପଡ଼ିଥିବା ମେୟର ଅନନ୍ତ ନାରାୟଣ ଜେନା ନିଜକୁ ସ୍ୱଚ୍ଛ ଦେଖାଇବା ପାଇଁ ଗୋଟେଇ ଗାଟେଇ ଯେତେ ପାରୁ ମିଛ କହୁଛନ୍ତି । ଅବାଟରେ ନିଜେ ଯାଉଛନ୍ତି ଏବଂ ସମର୍ଥକଙ୍କୁ ନେଉଛନ୍ତି । ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ମେୟର କିଭଳି ସାଂଘାତିକ ମିଛ କହନ୍ତି ଏବଂ ଜନସାଧାରଣଙ୍କୁ ବିଭ୍ରାନ୍ତ କରିପାରନ୍ତି ତାହାର ଏକ ନିଚ୍ଛକ ଉଦାହରଣ ସାମନାକୁ ଆସିଛି ।

ସେକ୍ସ ସିଡିର ନାୟକ ମେୟର ଶ୍ରୀ ଜେନା ବୋଲି ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନ ଅଭିଯୋଗ ଆଣିବାର କେଇଁ ଘଣ୍ଟା ପରେ ମେୟର ନିଜ ସମର୍ଥକଙ୍କୁ ଧରି ବେଶ୍ ତୁମ୍ବିତୋଫାନ କରିଥିଲେ । କିନ୍ନର ଓ ଆଲବମ୍ ହିରୋଇନ୍ ଙ୍କୁ ଆଗରେ ରଖି କ୍ୟାପିଟାଲ୍ ଥାନାକୁ ୪ ଘଣ୍ଟା କାଳ କବଜାରେ ରଖଥିିଲେ । ତାଙ୍କର ମାନହାନି ହୋଇଥିବା ଅଭିଯୋଗ କରି ନିଆଁଖୁଣ୍ଟା ଡଟ୍ କମ୍ ମୁଖ୍ୟ ପ୍ରଦୀପ ପାଣ୍ଡେ ଓ ଛାତ୍ରକଂଗ୍ରେସ ସଭାପତି ଇତିଶ୍ ଙ୍କ ବିରୋଧରେ କୋଟିଏ ଟଙ୍କାର ମାନହାନି ମକଦ୍ଦମା ଘୋଷଣା କଲେ । ସବୁ ଟିଭି ସାମନାରେ ମେୟର ଏକଥା କହିଲେ । ପରଦିନ ସିଭିଲ୍ ଜଜ୍(ସିନିୟର ଡିଭିଜନ)ଙ୍କ କୋର୍ଟରେ ମାନହାନି ମକଦ୍ଦମା ରୁଜୁ କଲାବେଳେ ବି ସେଇ କୋଟିଏ ଟଙ୍କା କଥା ଗଣମାଧ୍ୟମକୁ କହିଲେ । ମାତ୍ର କୋର୍ଟ ଦେଇଥିବା ଅନ୍ତରୀଣ ରହିତାଦେଶ ଅର୍ଡର କପିରୁ ମେୟରଙ୍କ ଡାହା ମିଛ ଧରାପଡ଼ିଛି । ମେୟର କୋଟିଏ ନୁହେଁ ବରଂ ୧ ଲକ୍ଷ ୧୦ ହଜାର ଟଙ୍କାର ମାନହାନି ମକଦ୍ଦମା କରିଛନ୍ତି । ତାହାପୁଣି ପ୍ରଦୀପ ପାଣ୍ଡେ, ଇତିଶ୍ ପ୍ରଧାନ ଓ ୫ ଟି ଟିଭି ଚାନେଲ ବିରୋଧରେ । ଅର୍ଥାତ୍ ପ୍ରତ୍ୟେକଙ୍କ ବିରୋଧରେ ପ୍ରାୟ ୧୫ ହଜାର ଟଙ୍କାର ମାନହାନି ମକଦ୍ଦମା । ମକଦ୍ଦମାର କୋର୍ଟ ଫି ବାବଦକୁ ମେୟର ୫ ହଜାର ଟଙ୍କା ଦାଖଲ କରିଛନ୍ତି ।

ତେବେ ଏହି ସତ୍ୟକୁ ମେୟର ମହାଶୟ ଗଣମାଧ୍ୟମ ଓ ସାଧାରଣରେ ଲୁଚାଇବାର ଉଦେ୍ଦଶ୍ୟ କ’ଣ ? କ’ଣ ପାଇଁ କୋଟିଏ ଟଙ୍କାର ମିଛ କହିଛନ୍ତି ମେୟର? ଏତେ ବଡ଼ ମିଛ କହିବାକୁ ସାହାସ କଲେ କେମିତି ? ଲୋକଙ୍କୁ ଏଭଳି ଭୂଆଁ ବୁଲାଇବା ପଛରେ ରହସ୍ୟ କ’ଣ ? ଏକଥା ଜାଣିଲା ପରେ ସାଧାରଣରେ ମେୟରଙ୍କ ପ୍ରତି ବିଶ୍ୱାସନୀୟତା ରହିବ ତ ? ରବିବାର ଦିନ ମେୟର କୋର୍ଟ ଅନ୍ତରୀଣ ରହିତାଦେଶ ଶୁଣାଇବାକୁ ଯେଭଳି ସାମ୍ବାଦିକ ସମ୍ମିଳନୀ କଲେ ଏବଂ ବିଶ୍ୱବିଜୟୀର ସନ୍ତର୍ପଣ କଲେ ତାହା ସମଗ୍ର ଓଡ଼ିଶାବାସୀଙ୍କୁ ଲଜ୍ଜିତ କରିଛି । କୋର୍ଟ ଏମିତି କିଛି କହିନାହାନ୍ତି ଯାହା ମେୟରଙ୍କ ପାଇଁ ଐତିହାସିକ ହୋଇଛି । ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ମେୟରଙ୍କର ଏଭଳି ଆଚରଣ ଜାଣିବାଶୁଣିବା ଲୋକଙ୍କ ଆଗରେ ଲୋକହସା ହୋଇଛି । ଏଭଳି ସମ୍ବେଦନଶୀଳ ମାମଲାରେ ମେୟର ଯେଭଳି ମିଛ କହୁଛନ୍ତି ତାହା ତାଙ୍କର ସ୍ୱଚ୍ଛତା ଓ ବିଶ୍ୱନୀୟତା ଉପରେ ପ୍ରଶ୍ନ ଚିହ୍ନ ଆଙ୍କିଛି ।

Previous Post

ବ୍ଲୁ ସିଡ଼ିର ନାୟିକା ଫେରାର

Next Post

ସବୁ ଗୁମର ଖୋଲିଦେବି

Next Post
ସବୁ ଗୁମର ଖୋଲିଦେବି

ସବୁ ଗୁମର ଖୋଲିଦେବି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA