Monday, May 25, 2026 10:19 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୋଦୀଙ୍କୁ କଡ଼ା ଜବାବ ଦେଲେ ନବୀନ

by Our Correspondent
22 Sep, 2018- 06:42 PM
in Latest News, News
1 min read
0
ମୋଦୀଙ୍କୁ କଡ଼ା ଜବାବ ଦେଲେ ନବୀନ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଆରୋପର କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡ଼ାରୁ ଫେରିଲା ମାତ୍ରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ସାମ୍ବାଦିକମାନଙ୍କ ଆଗରେ ନିଜର ଜବାବ ରଖିଥିଲେ। ଓଡ଼ିଶାରେ ପିସି କାରବାର ଉପରେ ପ୍ରଧାନମନ୍ତ୍ରୀଙ୍କ ଆରୋପ ଉପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋଦୀ ତାଙ୍କ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି କହିଥାଇପାରନ୍ତି । ସ୍କିଲ୍ ଇଣ୍ଡିଆ ଓ ଉଜ୍ଜାଲା ସ୍କାମ୍ କଥା ପ୍ରଧାନମନ୍ତ୍ରୀ ମନେ ପକାଇବା କଥା । ଏହା ସେ ଭୁଲି ଗଲେଣି କି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ସବୁ ବିଷୟରେ କହିଲେ, କିନ୍ତୁ ତେଲ ଦର ବୃଦ୍ଧି ସମ୍ପର୍କରେ ମୁହଁ ଖୋଲିଲେ ନାହିଁ କାହିଁକି? ଦେଶରେ ପେଟ୍ରୋଲ ଦର ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ତାକୁ ନିୟନ୍ତ୍ରଣରେ ଆଣିବାକୁ ଚେଷ୍ଟା କରୁନାହାନ୍ତି କାହିଁକି? ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରା ନ ଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତାହାଠାରୁ ବେଶ ଭଲ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡ଼ିଶାର ୭୦ ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ । ମହିଳାଙ୍କୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ସେବା ମିଳିପାରିବ । ଯାହାକି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ନାହିଁ । ଆୟୁଷ୍ମାନ ଯୋଜନା ଲାଗୁ ହେଲେ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଭଳି ବହୁ ଗରିବ ହିତାଧିକାରୀ ବାଦ୍ ପଡ଼ିବାର ସମ୍ଭାବନା ରହିଛି । ତେଣୁ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ଯୋଜନା ଆରମ୍ଭ କରିଛନ୍ତି ।
ଓଡ଼ିଶାରେ ଏହି ଯୋଜନା ଗତ ଅଗଷ୍ଟ ୧୫ ତାରିଖରୁ କାର୍ଯ୍ୟକାରୀ ହୋଇଥିବା ବେଳେ ଆୟୁଷ୍ମାନ ଯୋଜନା କେବେ କାର୍ଯ୍ୟକାରୀ ହେବ ଜଣା ନାହିଁ । ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ବାରମ୍ବାର ଚିଠି ଲେଖି କୌଣସି ଉତ୍ତର ନ ପାଇବାରୁ ଓଡ଼ିଶା ସରକାର ନିଜସ୍ୱ ଉଦ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷାରୁ ବାଦ୍ ପଡ଼ିଥିବା ବହୁ ଗରିବ ଲୋକଙ୍କୁ ସାମିଲ କରିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟ ସରକାର ୨୫ ଲକ୍ଷ ନୂଆ ଲୋକଙ୍କୁ ସାମିଲ କରିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ବିଜେଡ଼ିକୁ ଯଚା ଯାଇଥିବା ସମ୍ପର୍କରେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ପଚରାଯିବାରୁ ମୁଖ୍ୟମନ୍ତ୍ରୀ ତାହାକୁ ଭୁଲ୍ ବୋଲି କହିଥିଲେ । ଆମେ ନୀତୀଶ କୁମାରଙ୍କୁ ଭୋଟ ଦେଲୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
Previous Post

ନବୀନଙ୍କ ଉପରେ ଆଟାକିଂ ହେଲେ ମୋଦୀ

Next Post

ଦାମଙ୍କ ତୋଡ଼ ଭାଙ୍ଗିଲା; ମୁହଁ ଫେରାଇଲେ ଅନୁଗତ

Next Post
ଦାମଙ୍କ ତୋଡ଼ ଭାଙ୍ଗିଲା; ମୁହଁ ଫେରାଇଲେ ଅନୁଗତ

ଦାମଙ୍କ ତୋଡ଼ ଭାଙ୍ଗିଲା; ମୁହଁ ଫେରାଇଲେ ଅନୁଗତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA